Month: April 2025

ସ୍ୱର୍ଣ୍ଣାକ୍ଷରରେ ଲେଖାହେବ ସହିଦଙ୍କ ସାହସିକତାର ଗାଥା: ଅମିତ ଶାହା

ନୂଆଦିଲ୍ଲୀ: ସିଆରପିଏଫର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ମଧ୍ୟପ୍ରଦେଶର ନିମୁଚଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଅମର ସହିଦଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ…

ଫାଷ୍ଟାଗ୍ ଯୁଗର ହେବ ଅନ୍ତ; ମେ’ ୧ରୁ ନୂଆ ଟୋଲ୍ ନିୟମ ଲାଗୁ ହେବ

ନୂଆଦିଲ୍ଲୀ: ଦେଶରେ ଖୁବଶିଘ୍ର ହାଇଓ୍ବେ ଟୋଲ୍ ଆଦାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । FASTagକୁ ବଦଳାଇବାକୁ ଯାଉଛି ଏକ ନୂତନ ବ୍ୟବସ୍ଥା । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ FASTag ଏବଂ ଟୋଲ୍ ସିଷ୍ଟମ ସମ୍ପର୍କରେ ଏକ…

ପାରମିତା ଶତପଥୀ ତ୍ରିପାଠୀ ହେଲେ ଓଡ଼ିଶା ଆଇ-ଟି ପ୍ରମୁଖ ମୁଖ୍ୟ କମିସନର

ଭୂବନେଶ୍ୱର, ୧୮/୦୪ : ଓଡ଼ିଶା ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ପାରମିତା ଶତପଥୀ ତ୍ରୀପାଠି । ୧୯୮୯ ବ୍ୟାଚ୍ ଆଇଆରଏସ ଅଧିକାରୀ ହେଉଛନ୍ତି ପାରମିତା । ପୂର୍ବରୁ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ ଲିମିଡେଟ୍…

ବୃଦ୍ଧି ପାଇଲା ପୋଲିସ କର୍ମଚାରୀଙ୍କ ଦରମା

ଭୂବନେଶ୍ୱର, ୧୮/୦୪ : ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଲା । ମାସିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ…

୨ହଜାର ନୂଆ ଟ୍ରାଫିକ୍ ପଦବିକୁ ମଞ୍ଜୁରି କଲେ ରାଜ୍ୟ ସରକାର

ଭୂବନେଶ୍ୱର, ୧୭/୦୪ : ନୂଆ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ହଜାର ନୂଆ ଟ୍ରାଫିକ୍ ପଦବିକୁ ସରକାରଙ୍କ ମଞ୍ଜୁରି ମିଳିଛି । ସୁଦୃଢ ହେବ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା । ଜ୍ୟରେ ଟ୍ରାଫିକ୍ ଏବଂ…

ରାଜ୍ୟର IAS ଅଫିସର ନେବେ AI ତାଲିମ

ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ପ୍ରୟୋଗ ଉପରେ ବ୍ୟାବହାରିକ ତାଲିମ ନିମନ୍ତେ ବୁଧବାର ଲୋକସେବା ଭବନ ସ୍ଥିତ ରାଜ୍ୟ କନ୍‌ଭେନସନ୍‌ ସେଣ୍ଟରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ୱାଧ୍‌ୱାନି ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଏକ କର୍ମଶାଳାର ଆୟୋଜନ…

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଧାନସଭା ପରିସରରେ ଶ୍ରଦ୍ଧାଜ୍ଞଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେଭି ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇଲେ । ବିରୋଧୀ ଦଳ…

ଭୁବନେଶ୍ୱରରେ ଗଡକରୀ: ୧୯ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ

ଭୁବନେଶ୍ୱରରେ ପହଞ୍ଚିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଆଜି ଦିନିକିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ । ଗଡକରୀ ଏହି ଗସ୍ତ ସମୟରେ ରାଜ୍ୟକୁ ପ୍ରାୟ ୪ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବା ନେଇ ସୂଚନା ରହିଛି…

ଗିରଫ ହେଲେ କୋଟିପତି ଯନ୍ତ୍ରୀ, ୨୨ଟି ଦାମୀ ପ୍ଲଟ ଜବତ

ଅନୁଗୋଳ/ଆଠମଲ୍ଲିକ – ଆଜି ଗିରଫ ହୋଇଛନ୍ତି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ AEE ରାମଚନ୍ଦ୍ର ଶତପଥୀ ।ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମିଳିବା ପରେ ଏହି କୋଟିପତି ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ ।ତେବେ ଚଢାଉ ବେଳେ AEEଙ୍କର…

ଗୁରୁ ଶିଷ୍ୟ ସମ୍ପର୍କ ଅତି ନିବିଡ଼

ଗୁରୁ ଓ ଶିଷ୍ୟ ମଧ୍ୟରେ ଏଭଳି ସମ୍ପର୍କ ପ୍ରାଚୀନ କାଳରୁ ଏକତ୍ଵର ସହ ରହିଆସିଛି।ତାହାର ଉଦାହରଣ ସ୍ୱରୂପ ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୁଆପଡା ହାବଳଗଣ୍ଡ ପାଟଣାର ବିକେବି ହାଇସ୍କୁଲର ବର୍ତମାନର ପ୍ରଧାନ ଶିକ୍ଷକ, ସମାଜସେବୀ ଓ ଶିକ୍ଷାବିତ, ପରୋପକାରୀ ଓ ଧର୍ମ…

You missed