Month: April 2025

ବିଶ୍ୱ ହୋମିଓପାଥିକ ଦିବସ ପାଳିତ

ବିଶ୍ୱ ହୋମିଓପାଥିକ ଦିବସ ପାଳିତ ତାଳଚେର, ୨୦-୧୪/୦୪ ତାଳଚେର ବ୍ଳକ ଅନ୍ତର୍ଗତ କଙ୍କିଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ହୋମିଓ ପାଥିକ ଦିବସ ପାଳିତ ହୋଇଯାଇଛି । ହୋମିଓ ପାଥିକର ଜନକ ଡ଼ାକ୍ତର ସାମୁଏଲ ହାନିମିଆନ୍‌ଙ୍କର ୨୭୦ତମ ଜୟନ୍ତୀ ଅବସରରେ ଏକ ଆୟୁଷ…

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ର ସିଦ୍ଧାପୀଠ ଲଦାଗଡ଼ ଠାରେ ହନୁମାନ ଜୟନ୍ତୀ ମହା ସମାରୋହ ରେ ପାଳନ ହୋଇଯାଇଛି…

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ର ସିଦ୍ଧାପୀଠ ଲଦାଗଡ଼ ଠାରେ ହନୁମାନ ଜୟନ୍ତୀ ମହା ସମାରୋହ ରେ ପାଳନ ହୋଇଯାଇଛି… ହିନ୍ଦୋଳ ର ବିଭିର୍ଣ୍ଣ ପଂଚାୟତ ରୁ ଭକ୍ତମାନେ ଯୋଗଦେଇ ଠାକୁରଙ୍କ କୃପା ଲାଭକରିଥିଲେ.. ଏହି ଅବସରରେ ପ୍ରଭୁ ଶ୍ରୀ ହନୁମାନ ଙ୍କ…

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ବାଲିଗୁଡା, (ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ମହାସମାରୋହରେ ପାଳିତ…

ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ଆସର

ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ଆସର ବାଲିଗୁଡ଼ା, (ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ର ସଭା ଗୃହ ପରିସରରେ ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ଆସର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମହୋତ୍ସବରେ ସଭାପତି…

ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳନ

ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳନ ମେରାମଣ୍ଡଳୀ, ୧୪/୦୪/୨୦୨୫ : ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ) ପକ୍ଷରୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତିକୁ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଉତ୍ସବରେ କମ୍ପାନୀ କର୍ମଚାରୀ…

ଭୋଟପଡା ମା ଦରିଆଣିଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ

ଭୋଟପଡା ମା ଦରିଆଣିଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ଭୁବନେଶ୍ୱର – ଉପକଣ୍ଠ ଭୋଟପଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଦରିଆଣୀଙ୍କ ପୀଠରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଝାମୁଯାତ୍ରା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି।ଆଜି ସକାଳେ ପ୍ରଥମେ ମାଆଙ୍କ ଆଳତୀ ଓ଼…

ଶହୀଦନଗର ଦୁର୍ଗାମଣ୍ଡପ ପଡିଆରେ ମେଘା ସପିଙ୍ଗ ବଜାରର ଉଦଘଟିତ

ଶହୀଦନଗର ଦୁର୍ଗାମଣ୍ଡପ ପଡିଆରେ ମେଘା ସପିଙ୍ଗ ବଜାରର ଉଦଘଟିତଭୁବନେଶ୍ୱର, : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଶହୀଦନଗର ଦୁର୍ଗାପୂଜା ପଡିଆରେ ରବିବାର ସନ୍ଧ୍ୟାରେ ଅତିଥି ମାନଙ୍କ ଉପସ୍ଥିତିରେ ମେଘା ସପିଙ୍ଗ ବଜାରର ଶୁଭ ଉଦଘାଟନ ହୋଇଛି। ଏଠାରେ ପ୍ରାୟ…

ହନୁମାନ ଜୟନ୍ତୀ ପାଇଁ ହାଇ ଆଲର୍ଟରେ ସମ୍ବଲପୁର, ମୁତୟନ ହୋଇଛନ୍ତି ୨୦୦ ପ୍ଲାଟୁନ ପୋଲିସ ଫୋର୍ସ

ଭୂବନେଶ୍ୱର, ୧୪/୦୪ : ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ହାଇ ଆଲର୍ଟ । ବିଭିନ୍ନ ସ୍ଥାନରୁ ବାହାରିବ ଶୋଭାଯାତ୍ରା । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ହୋଇଛି । ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ…

ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୧୪/୦୪ : ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ପ୍ରଥମେ ଘଟଗାଁ ଠାରେ ଅବତରଣ କରିବେ । ଏହାପରେ ସେଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ…

ସବୁଜ ଓଡ଼ିଶା ଓ ଜାଗ୍ରତ ଭାରତ ମିଳିତ ଆନୁକୂଲ୍ୟରେ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ସବୁଜ ଓଡ଼ିଶା ଓ ଜାଗ୍ରତ ଭାରତ ମିଳିତ ଆନୁକୂଲ୍ୟରେ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ପଞ୍ଚାୟତର ମା ଦରିଆ ନାହାକାଣୀ ପୀଠରେ ସବୁବର୍ଷ ଭଳି ଚଳିତ…