Month: April 2025

ଓଡିଆ ନୂଆବର୍ଷ କ୍ୟାଲେଣ୍ଡର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୧୩/୦୪ : ଆଜି ମୁଖ୍ୟମନ୍ତ୍ରୀ ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ପକ୍ଷରୁ ସ୍ଵାଗତ କରାଯାଇଥିଲା। ମହାପ୍ରଭୁଙ୍କ ଆଶିଷ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଓଡିଆ ନୂଆବର୍ଷ କ୍ୟାଲେଣ୍ଡର…

ବିଜେଡି ଜିଲ୍ଲା ସଭାପତି ନିର୍ବାଚନ; ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୂବନେଶ୍ବର: ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ଜିଲ୍ଲା ସଭାପତି । ଏନେଇ ସୂଚନା ଦେଇଛନ୍ତି ବିଜେଡିର ବିଧାୟକ ପ୍ରତାପ କେଶରୀ ଦେବ। ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ନାମାଙ୍କନ ଆସିଛି। ୧୬ ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ…

ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ବିଜେଡିର ଦୃଢ଼ ନିନ୍ଦା

ଭୂବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ବିଜେଡି। ସୂଚନାନୁଯାୟୀ, ଆରୁଅ ଗ୍ରାମରେ ମା’ ହିଙ୍ଗୁଳାଙ୍କ ଯାତ୍ରାକୁ ଗଲାବେଳେ ଭାରତୀୟ ଜନତା ପାର୍ଟିର କର୍ମୀ ଏବଂ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ତଥା ଖଣି…

ଭାରତକୁ ବଡ଼ ସଫଳତା : କ୍ଷେପଣାସ୍ତ୍ରକୁ ଖସାଇବ ଲେଜର ଅସ୍ତ୍ର

ନୂଆଦିଲ୍ଲୀ, ୧୪/୦୪ : ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ସଫଳତା । ବିମାନ, କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ରୋକିବାକୁ ପ୍ରତିରକ୍ଷା ଗବେଷଣା ସଂସ୍ଥାନ ଡିଆରଡିଓ ବିକଶିତ କରିଛି ଲେଜର ଅସ୍ତ୍ର । ଡିଆରଡିଓ ଦ୍ୱାରା ବିକଶିତ…

ଆଜି ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ

ଭୂବନେଶ୍ୱର, ୧୪/୦୪ : ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ବାବାସାହେବ ଡକ୍ଟର ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ । ଏହି ଅବସରରେ ନୂଆଦିଲ୍ଲୀର ସଂସଦଭବନ ପରିସରସ୍ଥିତ ପ୍ରେରଣାସ୍ଥଳଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ…

ସବୁଜ ଓଡ଼ିଶା ଓ ଜାଗ୍ରତ ଭାରତ ମିଳିତ ଆନୁକୂଲ୍ୟରେ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ସବୁଜ ଓଡ଼ିଶା ଓ ଜାଗ୍ରତ ଭାରତ ମିଳିତ ଆନୁକୂଲ୍ୟରେ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ପଞ୍ଚାୟତର ମା ଦରିଆ ନାହାକାଣୀ ପୀଠରେ ସବୁବର୍ଷ ଭଳି ଚଳିତ…

ଆଜି ରାଜଧାନୀର ୭୭ତମ ପ୍ରତିଷ୍ଠା ଦିବସ

ଭୂବନେଶ୍ୱର, ୧୩/୦୪ : ଆଜି ରାଜଧାନୀ ଭୁବନେଶ୍ୱର ୭୭ ବର୍ଷରେ ପଦାର୍ପଣ କରିବ । ଏନେଇ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଉତ୍କଳ ମଣ୍ଡପରେ ହେବ ପ୍ରତିଷ୍ଠା ଦିବସ ସମାରୋହ । ଆଜି ତାରିଖ ସକାଳ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସୌଧ…

ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି

ଭୂବନେଶ୍ୱର, ୧୩/୦୪ : ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଦେଖିବାକୁ ମିଳିଛି। ଆଜି ପାଇଁ ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା…

ଖଣି ଚୋରି ମାମଲାରେ ୪ ମାଫିଆ ଗିରଫ

ସୁନ୍ଦରଗଡ: ଏମସିଏଲ କ୍ଷେତ୍ର ଅଧୀନରେ ଥିବା ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲରେ ଚାଲିଥିବା ଖଣି ଚୋରି ମାମଲାରେ ଆରମ୍ଭ ହେଲା ପୋଲିସ କାର୍ଯ୍ୟାନୁଷ୍ଠାନ । ହେମଗିର ପୋଲିସ ଖଣି ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ…

ଗଞ୍ଜେଇ କାରବାର କରୁଥିଲେ ୩ ଆଇଆରବି ଯବାନ ;ଚାକିରିରୁ ବହିଷ୍କୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେସନ ପାଇଁ ବାରାକରେ ଆଇଆରବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି ଯବାନମାନେ ଚାଲାଣ କରୁଥିବା ଖବର ଏସପି ଜାଣିପାରିଥିଲେ । ଏହା ପରେ ଥାନାକୁ ଆସି ଗତ…