Month: April 2025

ପୂର୍ବ ଭାରତର ପ୍ରଥମ ସରକାରୀ ସ୍କିନ୍‌ ବ୍ୟାଙ୍କ୍‌ ଭୁବନେଶ୍ୱର ଏମ୍ସରେ ପ୍ରତିଷ୍ଠା ହେବ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୂବନେଶ୍ବର: ଏମ୍‌ସ ଭୁବନେଶ୍ବର କୌଣସି ଗୁଣରେ ଏମ୍‌ସ ଦିଲ୍ଲୀଠାରୁ କମ୍‌ ନୁହେଁ। ଓଡ଼ିଶାରେ ପ୍ରତିଷ୍ଠିତ ଏହି ଜାତୀୟ ପ୍ରତିଷ୍ଠାନ ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନ କରୁଛି। ଏହାକୁ ଆହୁରି ଆଗକୁ ନେବା ସହିତ ଦେଶରେ ଏକ…

ଥମୁନି ମୁର୍ଶିଦାବାଦ ହିଂସା; ଗିରଫ ହେଲେଣି ୧୧୮ ,ବନ୍ଦ ହେଲା ଇଣ୍ଟରନେଟ୍‌ ସେବା

କୋଲକାତା: ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦରେ ଓ୍ବାକଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଏପଟେ ଓ୍ବାକଫ୍ ଆଇନକୁ ନେଇ ଜାରି ରହିଥିବା ହିଂସାକୁ ନିୟନ୍ତ୍ରଣ ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ…

୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ଜିଲ୍ଲା ମହୋତ୍ସବ

୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ଜିଲ୍ଲା ମହୋତ୍ସବ ଅନୁଗୋଳ, ତା.୧୨.୦୪:- ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନଧରି ଅନୁଗୋଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜନ ହେବ। ଜିଲ୍ଲା ମହୋତ୍ସବ ପୂର୍ବରୁ…

ବ୍ରହ୍ମପୁର ମହାନଗର ନିଗମ ପ୍ରତିନିଧି ଭାବେ ନିଯୁକ୍ତି ହେଲେ ଭାରତୀୟ ଜନତା ପାର୍ଟିର ଯୁବନେତା ତଥା ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ

ବ୍ରହ୍ମପୁର, ୧୨/୪ : ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ମହାନଗର ନିଗମ ପ୍ରତିନିଧି ଭାବେ ନିଯୁକ୍ତି ହେଲେ ଭାରତୀୟ ଜନତା ପାର୍ଟିର ଯୁବନେତା ତଥା ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି…

ଜଙ୍ଗଲ ଧ୍ବଂସ କୁ ନେଇ ସଂକ୍ରୀପାଲି ଗ୍ରାମର ଦୁଇ ଗୋଷ୍ଠି ମଧରେ ବିବାଦ

ଜଙ୍ଗଲ ଧ୍ବଂସ କୁ ନେଇ ସଂକ୍ରୀପାଲି ଗ୍ରାମର ଦୁଇ ଗୋଷ୍ଠି ମଧରେ ବିବାଦ ଗୋଲାମୁଣ୍ଡା/୧୨/୪/୨୫/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିବା ବେଳେ ପ୍ରଶାସନର ଅବହେଳା ଯୋଗୁଁ ଦିନକୁ ଦିନ…

କର୍ଲାଯୋରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

*କର୍ଲାଯୋରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ* ବରଗଡ଼(ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କର୍ଲାଯୋରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ଆଜି ପୁରୀରେ ଗୁରୁ ମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଆଜି ପୁରୀରେ ଗୁରୁ ମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୂବନେଶ୍ୱର,୧୨/୦୪: ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ । ବିଧାୟକ ପଢ଼ିବେ ପାଠ । ଅଭିଜ୍ଞଙ୍କଠୁଁ ଶିଖିବେ ନବାଗତ ଓ…

୧୦ କୋଟି ଟଙ୍କାର ଗଞ୍ଜେଇ ଜବତ: ରାଜସ୍ଥାନକୁ ଚାଲାଣ ହେଉଥିଲା ଚାଲାଣ

କୋରାପୁଟ: ଥମୁନି ଗଞ୍ଜେଇ ଚୋରା ଚାଲାଣ। କୋରାପୁଟ ଜିଲ୍ଲା ଲମତାପୁଟ ପୁଡିଙ୍ଗ ଜଙ୍ଗଲରୁ ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ସବୁ ରାଜସ୍ଥାନକୁ ଚାଲାଣ ହେଉଥିଲା। ଖବର ପାଇ ମାଡିବସିଲା ପୋଲିସ। ଗଞ୍ଜେଇ ଚାଲାଣ ବେଳେ ରାସ୍ ଛକ…

୨୯ ଜଣ ଓଏଏସ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

୨୯ ଜଣ ଓଏଏସ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି ଭୂବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ପଦୋନ୍ନତି ଦେଇଛନ୍ତି। ଏକକାଳୀନ ୨୯ ଜଣ ଓଏଏସ୍ ଅଧିକାରୀଙ୍କର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ହୋଇଛି। ସେଥିମଧ୍ୟରୁ ୨୮ଜଣ ଅଧିକାରୀଙ୍କୁ ନିଜ…

ଆୟୁଷ୍ମାନ ଯୋଜନା କାର୍ଡ଼ର ଶୁଭାରମ୍ଭ

ଆୟୁଷ୍ମାନ ଯୋଜନା କାର୍ଡ଼ର ଶୁଭାରମ୍ଭ ତାଳଚେର, ୧୧/୦୪ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା (ଏବିପିଏମଜେୱାଇ) ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜିଜେଏୱାଇ) ନୂଆ ଏକକ କାର୍ଡ଼ ବିତରଣ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା (ଏଭିଭିୱାଇ)ର ଶୁଭାରମ୍ଭ ଅବସରରେ ଆଜି ତାଳଚେର ସ୍ଥାନୀୟ…