Month: June 2025

କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଉଛି ଜଙ୍ଗଲି ହାତୀଙ୍କ ଉତ୍ପାତ

କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଉଛି ଜଙ୍ଗଲି ହାତୀଙ୍କ ଉତ୍ପାତ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞରେ ଥମୁନି ହାତୀଙ୍କ ଉପଦ୍ରବ। କିଛି ଦିନ ହେବ ଚମ୍ପୁଆ ରେଞ୍ଜର ବିଭିନ୍ନ ଗ୍ରାମ ଗୁଡିକରେ ହାତୀ ଉପଦ୍ରବ ଲାଗି ରହିଛି…

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହେଲେ ମିର୍ଦ୍ଧା ଟପ୍ପୋ

ଭୂବନେଶ୍ବର: ରଥଯାତ୍ରା ପରିଚାଳନାକୁ ନେଇ ଉଠୁଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ସଚିବ ନିଯୁକ୍ତି ପାଇଛନ୍ତି । ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ…

ଭଟଲି ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ

ଭଟଲି ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଭଟଲି ୩୦/୬ (ଅଭିମନ୍ୟୁ ପଧାନ) :- ଭଟଲି ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଆଦିତ୍ୟ ଗୋୟଳ ଉପସ୍ଥିତ ରହି…

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କଣ୍ଟୀମିଲୀ ପଂଚାୟତ ତରକାବେଡା କୁମୁରିଶିଙ୍ଗା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପ୍ରଧାନ ଙ୍କ ଅବସର କାଳୀନ ସଭା..

ଢେଙ୍କାନାଳ ଜିଲ୍ଲା କନ୍ତମିଲ ପଞ୍ଚାୟତ ତର୍କାବେଡା କୁମୁରସିଂହା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପ୍ରଧାନଙ୍କ ଅବସରକାଳୀନ ବିଦାୟ ସଭା ମହା ସମାରୋହରେ ପାଳିତ ହୋଇଯାଇଛି ।ଶ୍ରୀଯୁକ୍ତ ପ୍ରଧାନ ୬ଜୁଲାଇ ୧୯୯୨ ରେ କାର୍ଯ୍ୟକ୍ଷେତ୍ରରେ ଯୋଗଦାନ ଦେଇ…

ପୁରୀ ଶରଧାବାଲିରେ ଦଳାଚକଟା ପ୍ରଶାସନ ଅବହେଳାର ପରିଣାମ: ରାହୁଲ ଗାନ୍ଧୀ

ପୂରୀ\ନୂଆଦିଲ୍ଲୀ: ପୁରୀ ଅଘଟଣ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦୁଃଖ ପ୍ରକାଶ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କଲେ ରାହୁଲ ଗାନ୍ଧୀ। ଆହତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ଅପିଲ୍ ମଧ୍ୟ କଲେ। ଆହତଙ୍କୁ…

ଐତିହ୍ୟ ପଦଯାତ୍ରୀଙ୍କ କପିଳେନ୍ଦ୍ର ଦେବଙ୍କ ସ୍ମୃତି ଚାରଣ

କଟକ: କଟକ ଐତିହ୍ୟ ପଦଯାତ୍ରାର ଆବାହକ ଡକ୍ଟର ଦୀପକ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ବାରବାଟି ଦୁର୍ଗଠାରେ ସୂର୍ଯ୍ୟ ରାଜବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବଙ୍କର ପାଞ୍ଚଶହ ନବେତମ ଅଭିଷେକ ଦିବସ ପ୍ରଥମ ଥର‌ ପାଇଁ ପାଳିତ ହୋଇଯାଇଛି । ଶ୍ରଦ୍ଧା ସୁମନ ଅର୍ପଣ…

ସ୍ଥଗିତ ହେଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ, ଜାଣନ୍ତୁ କାରଣ ?

ସ୍ଥଗିତ ହେଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ, ଜାଣନ୍ତୁ କାରଣ ? ସ୍ଥଗିତ ରହିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ । ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ମଧ୍ୟ ସ୍ଥଗିତ। ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା…

ବଜ୍ରପାତଜନିତ ବିପଦକୁ ଏଡ଼ାଇବା ପାଇଁ ସତର୍କତା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

*ବଜ୍ରପାତଜନିତ ବିପଦକୁ ଏଡ଼ାଇବା ପାଇଁ ସତର୍କତା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ* ବରଗଡ:୨୯/୬(ପବିତ୍ର ମେହେର) ବଜ୍ରପାତ ଏକ ଭୟଙ୍କର ବିପତ୍ତି ହୋଇଥିଲେ ମଧ୍ୟ ଏଥିରୁ ରକ୍ଷା ପାଇବା ନିମିତ୍ତ ପୂର୍ବ ପ୍ରସ୍ତୁତି ନିହାତି ଆବଶ୍ୟକ। ବଜ୍ରପାତଜନିତ ବିପଦଗୁଡ଼ିକ ସଂମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା…

ବରଗଡ ଡ୍ରିମ ସେଣ୍ଟର ଏଜୁକେଶନାଲ ହଷ୍ଟେଲରେ ସମ୍ବର୍ଦ୍ଧନା ସଭା

ବରଗଡ ଡ୍ରିମ ସେଣ୍ଟର ଏଜୁକେଶନାଲ ହଷ୍ଟେଲରେ ସମ୍ବର୍ଦ୍ଧନା ସଭା ଭଟଲି ୨୯/୬(ଅଭିମନ୍ୟୁ ପଧାନ) :- ଆର୍ଥିକ ଅନୁନ୍ନତ ପରିବାରର ଶିଶୁମାନଙ୍କୁ ପାଠ ପଢ଼ାଇ ଜୀବନରେ ଆଗକୁ ବଢିବା ପାଇଁ ସହଯୋଗର ହାତ ବଢ଼ାଉଥିବା ବହୁଗୁଡାଏ ସଂସ୍ଥା ରହିଛି ତନ୍ମଧ୍ୟରୁ ଭଟଲି ବ୍ଲକ…

ପୁରୀ ଦଳଚକଟା: ବଦଳିଲେ ପୁରୀ ଜିଲ୍ଲାପାଳ, ଏସପି.ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା ରାଶି

ପୂରୀ: ପୁରୀ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦଳଚକଟାରେ ଅବହେଳା ପାଇଁ ବଦଳିଲେ ପୁରୀ ଜିଲ୍ଲାପାଳ ଆଉ ପୁରୀ ଏସପି । ଏଥିସହିତ ଡିସିପିଙ୍କ ସହ ଜଣେ କମାଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି ।…

You missed