Month: June 2025

ବରିଷ୍ଠ IAS ଶାଶ୍ବତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ

ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ୧୯୯୬ ବ୍ୟାଚର ଆଇଏଏସ ଅଫିସର ଶାଶ୍ୱତ ମିଶ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ ଅଛନ୍ତି ଶାଶ୍ୱତ । ଶାଶ୍ୱତଙ୍କୁ…

ପୁରୀ ଦଳାଚକଟା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବଢ଼ିଲା ସୁରକ୍ଷା

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ତୃତୀୟ ଦିନରେ ଏକ ବଡ଼ଧରଣର ଅଘଟଣ ଘଟିଛି। ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଠେଲାପେଲାରେ ଗୁଣ୍ଡିଚା ମନ୍ଦରି ସମ୍ମୁଖରେ ୩ ଭକ୍ତଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣ ପରେ ମୁଖ୍ୟମନ୍ତ୍ରୀ ମୋହନ…

ଆସିଲା ବଡ ଖବର ; କାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି

ପୂରୀରେ ରଥଟଣା ପରେ ଶନିବାର ବିଳମ୍ବିତ ରାତିରେ ଦଳାଚକଟା ଘଟଣାକୁ ନେଇ ସରକାର ଅଡୁଆ ପରିସ୍ଥିତିରେ ପଡିଥିଲା ବେଳେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଜନଶୁଣାଣୀ ଶିବିର ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି…

ଆଦାନୀଙ୍କ ସହ ରାଜ୍ୟରେ ବନ୍ଦରଭିତ୍ତିକ ଶିଳ୍ପର ବିକାଶ ଉପରେ ଆଲୋଚନା କଲେ ମୋହନ ମାଝୀ

ଭୂବନେଶ୍ବର: ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟର ଶିଳ୍ପ ବିକାଶ…

ମୋଦୀଙ୍କ ସହ କଥା ହେଲେ ମହାକାଶଚାରୀ ଶୁଭାଂଶୁ; କହିଲେ ଗୋଡ ବାନ୍ଧି କଥା ହେଉଛି ନଚେତ୍

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମହାକାଶକୁ ଯାତ୍ରା କରିଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଅନ୍ୟ ୩ଜଣ ମହାକାଶଚାରୀ । ଏହା ବ୍ୟତୀତ ମହାକାଶଚାରୀ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଯିଏ…

ଭାରତ ସର୍ବଦା ଶାନ୍ତି, ସେବା ଓ ମାନବିକତାର ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇ ଆସୁଛି: ପ୍ରଧାନମନ୍ତ୍ରୀ

ବିକାଶ ଓ ଐତିହ୍ୟ ଉଭୟକୁ ପ୍ରାଥମିକତା ଦେଇ ଦେଶ ପ୍ରଗତି ଦିଗରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି । ଆଜି ନୂଆଦିଲ୍ଲୀ ଠାରେ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହକୁ ଉଦ୍‍ଘାଟନ କରିବା ଅବସରରେ…

ଆଜି ଠାରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଆଜି ଠାରୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ଦେଲେ ସୂଚନା । ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ…

ୟୁକ୍ରେନ୍‍ ସହ ଶାନ୍ତି କଥାବାର୍ତ୍ତା ଲାଗି ମସ୍କୋ ପ୍ରସ୍ତୁତ

ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁତିନ୍‍ କହିଛନ୍ତି, ୟୁକ୍ରେନ୍‍ ସହିତ ପୁନଃ ପ୍ରତ୍ୟକ୍ଷ ଶାନ୍ତି କଥାବାର୍ତ୍ତା ଲାଗି ମସ୍କୋ ପ୍ରସ୍ତୁତ ଅଛି । ଉଭୟ ପକ୍ଷରୁ ଡ୍ରୋନ୍‍ ଆକ୍ରମଣ ଜାରି ରହିଥିବା ସତ୍ତ୍ୱେ ଅଧିକାରୀ ସ୍ତରରେ ଅସ୍ତ୍ରବିରତି ଲାଗି ସର୍ତ୍ତ ନିର୍ଦ୍ଧାରଣ କରିବା…

ଗାଜା ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍‌, ୪୯ ମୃତ

ଇସ୍ରାଏଲ୍‍ର ବିମାନ ଆକ୍ରମଣ ଦ୍ୱାରା ଗତକାଲି ରାତିରୁ ଆଜି ପୂର୍ବାହ୍ନ ମଧ୍ୟରେ ଗାଜାରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ସିଫା ହସ୍ପିଟାଲ୍‍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରୁ ୧୨ ଜଣ ପାଲେଷ୍ଟାଇନ୍‍ ଷ୍ଟାଡିୟମ୍‍ ନିକଟରେ ଏବଂ…

ଶରଧାବାଲିରେ ଠେଲାପେଲା, ୩ ଭକ୍ତଙ୍କ ମୃତ୍ୟୁ

ଶରଧାବାଲିରେ ଠେଲାପେଲା, ୩ ଭକ୍ତଙ୍କ ମୃତ୍ୟୁ । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା। ଭୋରରୁ ଘଟିଛି ଅଘଟଣ । ଭୋର ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଅଘଟଣ । ଠେଲାପେଲାରେ ପ୍ରାୟ…