ସ୍ଵର୍ଗତ କରୁଣାକର ତ୍ରିପାଠୀଙ୍କ ଦ୍ଵାଦଶ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ଅନୁଷ୍ଟିତ
ଆଳି ୨୮/୬ ଆଳି ଥାନା ଅନ୍ତର୍ଗତ ମହୁ ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ଓ ଜଣେ ଜଣାଶୁଣା ଆଳି ଅଞ୍ଚଳର ସମାଜସେବୀ ଏବଂ ଅନେକ ସଂଗଠନ ସହ ଜଡ଼ିତ ବିଜେପିର ପୁର୍ବତନ ବ୍ଲକ୍ ସଭାପତି ଆଳି ନାଗରିକ ମଞ୍ଚର ଉପଦେଷ୍ଟା ସ୍ଵର୍ଗତ କରୁଣାକର…
