Month: June 2025

ମୁକ୍ତିଲାଭ କଲା ଚଳଚ୍ଚିତ୍ର “ଫାଷ୍ଟ ଲଭ୍”, ଏକ ନୂଆ ସ୍ୱାଦର ନିଆରା ପ୍ରେମ କାହାଣୀ

ଭୁବନେଶ୍ୱର : ପ୍ରେମ କେତେବେଳେ, କାହା ସହିତ ହୁଏ ଏକଥା କେହି କହିପାରିବେନି l ହେଲେ ପ୍ରେମର ପହିଲି ପୁଲକରେ ଉତ୍‌ଫୁଲିତ ହୋଇଉଠେ ମନ। ଯଦି ପ୍ରଥମ ଦେଖାରେ ପ୍ରେମ ହୋଇଥାଏ ତେବେ ତାହାର ମଜା ଆହୁରି ନିଆରା l ସେଭଳି…

ଜୁନ୍ ୬ରୁ ୯ ଯାଏଁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’: ଓଡ଼ିଆ ସହିତ ୯ଟି ଭାଷାର ଚଳଚ୍ଚିତ୍ରର ହେବ ପ୍ରଦର୍ଶନ

ଭୁବନେଶ୍ୱର, ୬/୬: ଜୁନ୍ ୬ରୁ ୯ ତାରିଖ ଯାଏଁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଯାଉଛି ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର (ବିଏଫ୍ଏଫ୍) ଦ୍ୱିତୀୟ ସଂସ୍କରଣ। ଚାରିଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସହିତ ୯ଟି ଭାଷାର…

ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଲଗାଯିବ ୧୦ କୋଟି ଗଛ : ଶିକ୍ଷାମନ୍ତ୍ରୀ

ସାରା ଦେଶରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ୧୦ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ନୂଆଦିଲ୍ଲୀ ଗୋଲମାର୍କେଟସ୍ଥିତ ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀମାନଙ୍କ ସହ…

ଏନଏଚଏଆଇ ପାଇଁ ଆର୍ଥିକ କ୍ଷତି ସହୁଛି ଓଡିଶା

ଭୂବନେଶ୍ବର: ବର୍ଷ ବର୍ଷ ଧରି ଅଧାରେ ପଡିରହୁଛି ରାଜପଥ ନିର୍ମାଣ କାମ। ଏନଏଚଏଆଇ ବିଳମ୍ବ ପାଇଁ ବ୍ୟାପକ ଆର୍ଥିକ କ୍ଷତି ସହୁଛି ଓଡିଶା । ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ଅନିଶ୍ଚିତତା ଘେରରେ ରହିଛି ତ ଏନଏଚ୍-୫୫ର ଚାରିଲେନ୍ ସଂପ୍ରସାରଣ କାମ…

ଆହୁରି ଶକ୍ତିଶାଳି ହେବ ପ୍ରତିରକ୍ଷା ବାହିନୀ, ଭାରତରେ ତିଆରି ହେବ ରାଫେଲ

ନୂଆଦିଲ୍ଲୀ: ଭାରତର ଏୟାରସ୍ପେସକୁ ମିଳିବ ବଡ଼ ସଫଳତା। ଭାରତରେ ତିଆରି ହେବ ରାଫେଲ। ଟାଟା ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଏବଂ ଫ୍ରାନ୍ସର ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଡାସଲ୍ଟ ଆଭିଏସନ୍ ମଧ୍ୟରେ ଏକ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ…

ଗଞ୍ଜାମରେ ୧୨ଟି ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଗଞ୍ଜାମର ଛତ୍ରପୁର ଠାରେ ମୋଟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଗ୍ରୀନ ହାଇଡ୍ରୋଜେନ୍, କେମିକାଲ୍‍ସ…

ପ୍ରେସ କାଉନସିଲ ଅଫ ଇଣ୍ଡିଆ ନାମ ବ୍ୟବହାରକୁ ବାରଣ

ଭୂବନେଶ୍ୱର: ପ୍ରେସ କାଉନସିଲ ଅଫ ଇଣ୍ଡିଆ ନାମ ବ୍ୟବହାରକୁ ବାରଣ। ନୂଆଦିଲ୍ଲୀସ୍ଥିତ ସୂଚନା ଭବନ ସିଜିଓ କମ୍ପେଲକ୍ସ, ଲୋଧି ରୋଡଠାରେ ପ୍ରେସ କାଉନସିଲର ସଚିବାଳୟ କାର୍ଯ୍ୟ କରୁଥିବା ବେଳେ ଏହାର କୌଣସି ରାଜ୍ୟ ଶାଖା ନାହିଁ ବୋଲି କୁହାଯାଇଛି। ଏହି ନାମରେ…

ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ୫୧୩ ରୁଫଟପ୍ ସୋଲାର ପ୍ଲାଣ୍ଟ ସ୍ଥାପିତ

ଵ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ଏକ ସୌର ବିପ୍ଳବର କ୍ରମଶଃ ସଫଳ ରୂପାୟନ ହେଉଛି, ଯାହା ଘରକୁ ଆଲୋକିତ କରିବା ସହ ଲୋକଙ୍କ ଅର୍ଥ ସଞ୍ଚୟରେ ସହାୟକ ହେଉଅଛି। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ସଫଳ କାର୍ଯ୍ୟନ୍ଵୟନ ସହ ଉପଭୋକ୍ତାଙ୍କ…

ଶ୍ରୀରାମ ଦରବାର ସମେତ ୮ ମନ୍ଦିରରେ ସ୍ଥାପିତ ଦେବତାଙ୍କ ମୂର୍ତ୍ତିର ହେଲା ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: ଅଯୋଧ୍ୟାରେ ନବ ନିର୍ମିତ ଭବ୍ୟ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ରାଜା ରୂପରେ ଅଭିଷେକ ଉତ୍ସବ ପାଳନ ହୋଇଛି। ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରଥମ ମହଲାରେ ‘ରାଜା ରାମ’ଙ୍କ ଦରବାର ଲାଗିଛି । ଦ୍ଵି୍ତୀୟ ପ୍ରାଣ ପ୍ରତିଷ୍ଠା ବୈଦିକ…

ମାଲ୍ ବୋଝେଇ ଟ୍ରକକୁ ପିଟିଲା ବସ

ମାଲ୍ ବୋଝେଇ ଟ୍ରକ କୁ ପିଟିଲା ବସ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଚାହାରବାହାଲ ଠାରେ,ଏକ ବଡ ଦୁର୍ଘଟଣା ଘଟି ଜାଇଛି, ଭୁବନେଶ୍ଵର ଉମରକୋଟ ରଘୁନାଥ ହାଇଟେକ୍ ବସ୍ OD 25J 0966 ଭୁବନେଶ୍ୱର ରୁ ଉମରକୋଟ ଜାଉଥିବାବେଲେ ଭାରସାମ୍ୟ…

You missed