Month: June 2025

କୋଭିଡକୁ ନେଇ ବଢୁଛି ଡର; ଲକ୍ଷଣ ଥିଲେ ରଥଯାତ୍ରାକୁ ଯିବା ମନା

କୋଭିଡକୁ ନେଇ ଏବେ ସାରା ଦେଶରେ ଭୟ ବଢିଥିବା ବେଳେ ଆମ ରାଜ୍ୟରେ ବି ଜଣକ ପରେ ଜଣେ ଆକ୍ରାନ୍ତ ହେଉଛନ୍ତି । ଯଦିଓ ସ୍ଥିତି ନିୟନ୍ତ୍ରଣରେ ଅଛି, ତେବେ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ…

ଇଂଲଣ୍ଡ ଗସ୍ତରେ ଗଲା ଭାରତୀୟ ଦଳ: ନୂଆ କିଟ୍ ସହ ମୁମ୍ବାଇରୁ ଯାତ୍ରା ଆରମ୍ଭ କଲେ ଖେଳାଳି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳ ଆଜି ସକାଳେ ଇଂଲଣ୍ଡ ଗସ୍ତ ପାଇଁ ଇଂଲଣ୍ଡ ଯାତ୍ରା କରିଥିଲା। ମୁମ୍ବାଇରୁ ଯାଇଥିବା ଦଳ ଏକ ନୂତନ କିଟ୍ ପିନ୍ଧିଥିଲା। ରୋହିତ ଏବଂ ବିରାଟଙ୍କ ଅବସର ପରେ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଦଳର…

ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଲେ କଥା ଦେଇଥିଲି

ଵର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ରେ ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ । “ନିର୍ବାଚନ ବେଳେ କଥା ଦେଇଥିଲି, ଅଫିସର ଆପଣଙ୍କ ଦାଣ୍ଡକୁ ଯିବେ । 11 ଟି ବିଭାଗର 33…

ଜିଲ୍ଲାସ୍ତରୀୟ ସ୍ୱିମିଂ ପ୍ରତିଯୋଗିତା ଅନୁଷ୍ଠିତ, ଅନୁଗୁଳରେ ଉତ୍ସାହଜନକ ଭାବେ ସମାପ୍ତ

ଜିଲ୍ଲାସ୍ତରୀୟ ସ୍ୱିମିଂ ପ୍ରତିଯୋଗିତା ଅନୁଷ୍ଠିତ, ଅନୁଗୁଳରେ ଉତ୍ସାହଜନକ ଭାବେ ସମାପ୍ତ ଅନୁଗୋଳ, ୬ ଜୁନ୍ ୨୦୨୫ – ଅନୁଗୁଳ ଜିଲ୍ଲାର ବିଜୁ ପଟ୍ଟନାୟକ ସ୍ୱିମିଂ କମ୍ପ୍ଲେକ୍ସରେ ଏକ ଉତ୍ସାହପୂର୍ଣ୍ଣ ଜିଲ୍ଲା ସ୍ତରୀୟ ସ୍ୱିମିଂ ପ୍ରତିଯୋଗିତା ଅନୁଷ୍ଠିତ ହେଲା। ଏହି ପ୍ରତିଯୋଗିତାରେ ମୁଖ୍ୟ…

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଉଦଯାପିତ: ଶହ ଶହ ଶ୍ରଦ୍ଧାଳୁ ଙ୍କ ଗହଣ ରେ ପଞ୍ଚ ଠାକୁରାଣୀ ନିଜସ୍ୱ ମନ୍ଦିରକୁ ଫେରିଲେ

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଉଦଯାପିତ: ଶହ ଶହ ଶ୍ରଦ୍ଧାଳୁ ଙ୍କ ଗହଣ ରେ ପଞ୍ଚ ଠାକୁରାଣୀ ନିଜସ୍ୱ ମନ୍ଦିରକୁ ଫେରିଲେ ବାଲିଗୁଡା, (ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ…

ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କୋର କମିଟି ବୈଠକ ଅନୁଷ୍ଠିତ

ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କୋର କମିଟି ବୈଠକ ଅନୁଷ୍ଠିତ ଆମ୍ ଆଦମୀ ପାର୍ଟି ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କୋର କମିଟି ବୈଠକ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ଵରେ କୁନୂଆ ସ୍ଥିତ ସୁକିଆ ବାଉତି ମନ୍ଦିର ଠାରେ ଜୁନ୍ ୪…

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ : ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ: କଡା ସୁରକ୍ଷା ବ୍ୟବସ୍ଥା

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ : ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ: କଡା ସୁରକ୍ଷା ବ୍ୟବସ୍ଥା କନ୍ଧମାଳ,(ସୁଶିଲ କୁମାର ପାଣିଗ୍ରାହୀ): ଆଦିବାସୀ ଅଧୁଷିତ ବହୁଳ କନ୍ଧମାଳ ଜିଲ୍ଲା ଫୁଲବାଣୀ କୁ ୭ ତାରିଖ ଶନିବାର ଦିନିକିଆ ଗସ୍ତରେ ଆସୁଛନ୍ତି…

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଜେଷ୍ଠ ମାସର ନିର୍ଜଳା ଏକାଦଶୀ ଓ ରୁକ୍ମିଣୀ ବିବାହ ଉତ୍ସବ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଜେଷ୍ଠ ମାସର ନିର୍ଜଳା ଏକାଦଶୀ ଓ ରୁକ୍ମିଣୀ ବିବାହ ଉତ୍ସବ ନୀତି ପାଳନ କରାଯାଇଛି।ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ…

ଆମ ସଙ୍କଳ୍ପ-ନିଶା ନୁହେଁ ,ଜୀବନ ଉପଲକ୍ଷେ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶୁଭାରମ୍ଭ

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଆମ ସଙ୍କଳ୍ପ-ନିଶା ନୁହେଁ ,ଜୀବନ ଉପଲକ୍ଷେ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶୁଭାରମ୍ଭ ହୋଇଛି। ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଅବଗତ କରିବା ସହିତ ଅପମିଶ୍ରିତ,ବିଷାକ୍ତ ଏବଂ ଚୋରା ମଦ…

ବଣିଆପଡ଼ା ଗ୍ରାମ ବାସି ମାନେ ଜିଲ୍ଲାପାଳ ଙ୍କ ଦ୍ଵାରାସ୍ଥ

ବଣିଆପଡ଼ା ଗ୍ରାମ ବାସି ମାନେ ଜିଲ୍ଲାପାଳ ଙ୍କ ଦ୍ଵାରାସ୍ଥ ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଓଡ଼ାପଡ଼ା ପଞ୍ଚାୟତ ଅନ୍ତର୍ଗତ ବଣିଆପଡ଼ା ଗ୍ରାମ ପାର୍ଶ୍ଵରେ ଥିବା ବ୍ରାହ୍ମଣୀ ନଦୀ ରୁ ବେଆଇନୀ ଭାବେ ବାଲି ବୋଝେଇ ଶହ ଶହ ହାଇବା ଗ୍ରାମ ମଧ୍ୟ…

You missed