Month: June 2025

ରାଣୀପାର୍କ ଜମି ଜବରଦଖଲ ଉଚ୍ଛେଦ ପାଇଁ ୩୦ଜଣଙ୍କୁ ନୋଟିସ୍‌ ଏକମାସରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ନୋହିଲା ଉଚ୍ଛେଦ କାର୍ଯ୍ୟ, କେଉଁଥିପାଇଁ ସାଜିଛି ବାଧକ

ରାଣୀପାର୍କ ଜମି ଜବରଦଖଲ ଉଚ୍ଛେଦ ପାଇଁ ୩୦ଜଣଙ୍କୁ ନୋଟିସ୍‌ ଏକମାସରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ନୋହିଲା ଉଚ୍ଛେଦ କାର୍ଯ୍ୟ, କେଉଁଥିପାଇଁ ସାଜିଛି ବାଧକ ତାଳଚେର, ୦୪/୦୬ ତାଳଚେର ବହୁ ପୂରାତନ ରାଣୀପାର୍କ ଜଙ୍ଗଲଟି ସିଲିଙ୍ଗ ପ୍ଲସ୍‌ରେ ସରକାର ହାତକୁ ଚାଲିଯିବାପରେ ଏହି…

ତାଳଚେରରେ ସ୍ୱୟଂକ୍ରିୟ ପରୀକ୍ଷଣ କେନ୍ଦ୍ର ଉଦଘାଟିତ

ତାଳଚେରରେ ସ୍ୱୟଂକ୍ରିୟ ପରୀକ୍ଷଣ କେନ୍ଦ୍ର ଉଦଘାଟିତ ତାଳଚେର, ୦୪/୦୬ ଲୋକସେବା ଭବନର କନଭେନସନ ସେଂଟର ଠାରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲୋକର୍ପଣ ଓ ଶିଳାନ୍ୟାସ ଭିଡ଼ିଓ କନଫ୍ରେନସ୍ ମାଧ୍ୟମରେ ମଙ୍ଗଳବାର ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ତାଳଚେର ପୌରାଚଂଳର ବିଭିନ୍ନ ସମସ୍ୟା ଉପସ୍ଥାପନା କଲେ ସାଂସଦଙ୍କ ପ୍ରତିନିଧି

ତାଳଚେର ପୌରାଚଂଳର ବିଭିନ୍ନ ସମସ୍ୟା ଉପସ୍ଥାପନା କଲେ ସାଂସଦଙ୍କ ପ୍ରତିନିଧି ତାଳଚେର, ୦୪/୦୬ ତାଳଚେର ପୌରପରିଷଦ କାଉନସିଲ ପରିଷଦ ଆଜି ଅନୁଷ୍ଠିତ ହୋଇଯାଇଛି । ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅନୁପସ୍ଥିତିରେ ସାଂସଦଙ୍କ ପ୍ରତିନଧି ଭାବେ ପ୍ରାକ୍ତନ କାଉନସିଲର ଜିତେନ୍ଦ୍ର ଦାସ…

ସୁକିନ୍ଦା ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସୁକିନ୍ଦା ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଯାଜପୁର ___ ଯାଜପୁର ଜିଲ୍ଲା ସୁକିନ୍ଦା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁନ ୬ ତାରିଖରେ ବିଜେଡିର କଳା ଦିବସ ପାଳନକୁ ତୀବ୍ର ବିରୋଧ…

ଭଉଣୀ କୁ ମାଡ ମାରିବା ଅଭିଯୋଗ ରେ ଭାଇ ନାଁ ରେ ଥାନାରେ ମାମଲା

ଭଉଣୀ କୁ ମାଡ ମାରିବା ଅଭିଯୋଗ ରେ ଭାଇ ନାଁ ରେ ଥାନାରେ ମାମଲା ଅନୁଗୋଳ:କ୍ୟାନ୍ସର ପୀଡ଼ିତା ମାଙ୍କୁ ଦେଖିବାକୁ ବାପା ଘର କୁ ଭଉଣୀ ଯାଇଥିବା ବେଳେ ଭାଇ ମାଡ଼ ରେ ଭଉଣୀ ଆହତ ହୋଇଥିବା ନେଇ ନାଲକୋ ଥାନା…

ସରିଲା ସର୍ଭେ କେବେ ମିଳିବ ଆବାସ ଘର ଖଣ୍ଡିଏ

ସରିଲା ସର୍ଭେ କେବେ ମିଳିବ ଆବାସ ଘର ଖଣ୍ଡିଏ…? ବାରଦୁଆର ହେଲା ପରେ ମଧ୍ୟ ଲୋକଙ୍କ ସହ ପ୍ରଶାସନର ଲୁଚକାଳି ଖେଳ।ସନ୍ଦେହରେ ଅଞ୍ଚଳର ଜନପ୍ରତିନିଧି ବରଗଡ:୪/୬(ପବିତ୍ର ମେହେର) ତା: ଗତ ତା:୭/୮/୨୦୨୩ ବରଗଡ଼ ଜିଲ୍ଲାପାଳଙ୍କ ଜନଶୁଣାଣୀକୁ ଭିତ୍ତି କରି ପ୍ରଶାସନିକ ଅଧିକାରୀ…

ଦେବଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୧୫ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୂବନେଶ୍ୱର: ଦେବଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭେଟି। ବିକାଶର ମୁଖ୍ୟସ୍ରୋତରେ ଯୋଡ଼ି ହେବ ଦେବଗଡ଼ ଜିଲ୍ଲା। ଆଜି ଜିଲ୍ଲା ଗସ୍ତ କରି ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି…

ଡିଜିଟାଲ୍‌ ଆରେଷ୍ଟକୁ ନେଇ ସତର୍କ ରହିବାକୁ କିହିଲା ଓଡ଼ିଶା ପୋଲିସ

ଭୂବନେଶ୍ୱର: ଭାରତୀୟ ଆଇନରେ ଡିଜିଟାଲ୍‌ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ସୂଚନା ଦେଇଛି ଓଡ଼ିଶା ପୋଲିସ। ଆଜିକା ଦିନରେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି। ତେଣୁ ସାଧାରଣ ଜନତା ସାବଧାନ ରହିବା…

ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଚେତାବନୀ

ଭୂବନେଶ୍ବର: ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ ଜେଇଇ ଓ ବିଡ଼ିଓଙ୍କୁ ନିଳମ୍ବନ କରିଛି । ଆମକୁ କିଛି ଅଭିଯୋଗ ଆସିଥିଲା , ଏହା ପରେ ବିଭାଗ ତଦନ୍ତ ନିର୍ଦ୍ଦେଶ…

ଆଇପିଏଲ ଫାଇନାଲ ଟକ୍କରରେ ବାଜି ମାରିନେଲା RCB; ୧୮ ବର୍ଷ ପରେ ଆରସିବି ହାତେଇଲା ଟ୍ରଫି

ନୂଆଦିଲ୍ଲୀ : ୧୮ ବର୍ଷର ପ୍ରତୀକ୍ଷାର ଘଟିଛି ଅନ୍ତ । ୧୮ ବର୍ଷର ସ୍ୱପ୍ନକୁ ରୟାଲ ଷ୍ଟାଇଲରେ ପୂରଣ କରିଛି ଚ୍ୟାଲେଞ୍ଜର୍ସ । ଆଇପିଏଲର ୧୮ ତମ ସିଜନରେ ଟ୍ରଫି ହାତେଇ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତାହାସହ ଚୂରମାର୍…

You missed