ଦୁଇ ଚକିଆ ଯାନ ଉପରେ ଟୋଲ୍ ଟ୍ୟାକ୍ସ ନେବେ କି ସରକାର; ଜାଣନ୍ତୁ କଣ କହିଲେ ନୀତିନ ଗଡ଼କରୀ
ନୂଆଦିଲ୍ଲୀ: ଦେଶରେ ଜାତୀୟ ରାଜପଥରେ ଦୁଇ ଚକିଆ ଯାନକୁ ଟୋଲ୍ ଟିକସ ଦେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଭାରତରେ ବହୁ ସଂଖ୍ୟକ ଲୋକ ସ୍କୁଟର ଏବଂ ବାଇକରେ…
