ଭାରତ ବନାମ ଇଂଲଣ୍ଡ ଟେଷ୍ଟ: ଭାରତ ପ୍ରଥମ ଦିନରେ ୨୬୪/୪
ଇଁଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଦିନରେ ୪ ୱିକେଟ୍ ହରାଇ ୨୬୪ ରନ୍ କରି ନେଇଛି । ରାହୁଲ-ଜୟସ୍ବାଲ ମଧ୍ୟାହ୍ନଭୋଜନ ବିରତି ପର୍ଯ୍ୟନ୍ତ ଅପୂର୍ବ ଏକାଗ୍ରତାର ପରିଚୟ ଦେବାରୁ ଭାରତ ବିନା କ୍ଷତିରେ ୭୮ ରନ୍ କରିନେଇଥିଲା ।…
ଇଁଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଦିନରେ ୪ ୱିକେଟ୍ ହରାଇ ୨୬୪ ରନ୍ କରି ନେଇଛି । ରାହୁଲ-ଜୟସ୍ବାଲ ମଧ୍ୟାହ୍ନଭୋଜନ ବିରତି ପର୍ଯ୍ୟନ୍ତ ଅପୂର୍ବ ଏକାଗ୍ରତାର ପରିଚୟ ଦେବାରୁ ଭାରତ ବିନା କ୍ଷତିରେ ୭୮ ରନ୍ କରିନେଇଥିଲା ।…
ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଛତିଶଗଡ଼ି ପର୍ଯ୍ୟଟକ ଉଦ୍ଧାର । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସି ଯାଇଥିଲେ ଛତିଶଗଡ଼ର ୧୭ ପର୍ଯ୍ୟଟକ । ନୃସିଂହନାଥଠାରୁ ୫ କି.ମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଫସି ଯାଇଥିଲେ ।ବରଗଡ଼…
ଭୂବନେଶ୍ୱର, ୨୩/୦୭ : ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ଉନ୍ନତିମୂଳକ କାର୍ଯ୍ୟ, ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ମନ୍ଦିର ଚତୁଃପାର୍ଶ୍ୱର ରାସ୍ତା ଉନ୍ନତିକରଣ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ…
ଭୂବନେଶ୍ୱର, ୨୩/୦୭ : ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ । BMC ଅଫିସ୍ ସମେତ ଭୁବନେଶ୍ବର ଘରେ ଚଢାଉ ଜାରି । ଭୁବନେଶ୍ବର, ଖୋର୍ଦ୍ଧା…
ଭୂବନେଶ୍ୱର, ୨୩/୦୭ : ରାଜ୍ୟରେ ଖୋଲିବ ଆଉ ୫୬ଟି ସିଭିଲ କୋର୍ଟ । ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ର ବିଭିନ୍ନ…
ଭୂବନେଶ୍ବର, ୨୪/୦୭ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆଗାମୀ ୪୮ ଘଣ୍ଟାରେ ଆହୁରି ଘନିଭୂତ ହେବ । ଅଧିକ ଘନିଭୂତ ହେବା ପାଇଁ ଅନୁକୂଳ ରହିଛି ପାଗ ।…
ସ୍ୱାସ୍ଥ୍ୟବିଭାଗ ଷ୍ଟାଣ୍ଡିଙ୍ଗ କମିଟି ଦିନିକିଆ ତାଳଚେର ଗସ୍ତ ତାଳଚେର, ୨୪/୦୭ ଆଜି ସ୍ୱାସ୍ଥ୍ୟବିଭାଗ ଷ୍ଟାଣ୍ଡିଙ୍ଗ କମିଟି ତାଳଚେର ଗସ୍ତରେ ଆସିଥିଲେ । କମିଟି ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନାରେ ପଂହଚି ରୋଗୀସଂଖ୍ୟା ଦେଖିବା ସହ ଡ଼ାକ୍ତର ଅଭାବ, ଭିତିଭୂମି ଓ ବିଭିନ୍ନ ସମସ୍ୟା…
ଅପରାହ୍ଣ ବୟସରେ ଦୌଡ଼ି ଦୌଡ଼ି ହେଉପାରୁନି ମଧୁବାବୁ ପେନସନ୍ଅଧିକାରୀମାନେ ତାରିଖ ପରେ ତାରିଖ ଦେଇ ଚାଲିଛନ୍ତି ତାଳଚେର, ୨୩/୦୭ ତାଳଚେର ପୌରପରିଷଦ ଅନ୍ତର୍ଗତ ୯ନମ୍ବରୱାର୍ଡ଼ ଜାମ୍ବୁବଣିଆ ସାହିର ବସନ୍ତ ସାହୁ (୭୩)ବର୍ଷରେ ଏକାର୍ଯ୍ୟାଳୟ ରୁ ସେ କାର୍ଯ୍ୟାଳୟ ଦୌଡ଼ିଦୌଡ଼ି ଅଣାୟତ ହୋଇଥିଲେ…
ଦବୁନାରେ ହେବ ଜିଲ୍ଲା ସ୍ତରୀୟ ନନ୍ଦ ଉତ୍ସବ କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘର ପ୍ରସ୍ତୁତି ବୈଠକ ଯୋଡା,୨୩।୭ : ଭକ୍ତି ଭାବନା ମାଧ୍ୟମରେ ସାମାଜିକ ସଂସ୍କାର ବୃଦ୍ଧି ଲକ୍ଷ୍ୟରେ କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘ,କେନ୍ଦୁଝର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମରେ…
ତାଳ ଗୋଟମା ରୋପଣ ସଚେତନତା ସଭା ଅନୁଷ୍ଠିତ ଭଟଲି ୨୩/୭(ଅଭିମନ୍ୟୁ ପଧାନ): – ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ତାଳ ଗୋଟମା ରୋପଣ ସଚେତନତା ସଭା ୨୦୨୫ ଅନୁଷ୍ଠିତ ହୋଇଥିଲା। ଭଟଲି ଚକ୍ରବନ୍ଧ ନିକଟସ୍ଥ…