Month: July 2025

ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ

ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ ଅନୁଗୋଳ,ତା. ୨୪.୦୭:- ଆଜି ପୂର୍ବାହ୍ନରେ ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ରାହୁଳ…

ଅବସର ଗ୍ରହଣ ଶିକ୍ଷୟିତ୍ରୀଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ଅବସର ଗ୍ରହଣ ଶିକ୍ଷୟିତ୍ରୀଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ତାଳଚେର, ୨୪/୦୭ ଆଜି ସନ୍ଥପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ତରଫରୁ ଅବସର ଗ୍ରହଣ କରିଥିବା ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଉଷାରଣୀ ପଣ୍ଡାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା କ୍ଷ ଏଥିରେ…

ଅଘୋଷିତ ବିଦ୍ୟୁତ୍ କାଟରେ ଲାଗୁନି ରୋକ୍ : ଜନ ଅସନ୍ତୋଷ ଟିପିସିଓଡ଼ିଏଲର ମନମାନି, କେବଳ ବିଲ କଲେକସନରେ ବ୍ୟସ୍ତ

ଅଘୋଷିତ ବିଦ୍ୟୁତ୍ କାଟରେ ଲାଗୁନି ରୋକ୍ : ଜନ ଅସନ୍ତୋଷ ଟିପିସିଓଡ଼ିଏଲର ମନମାନି, କେବଳ ବିଲ କଲେକସନରେ ବ୍ୟସ୍ତ ତାଳଚେର, ୨୪/୦୭ କୋଇଲା ନଗରୀ ତାଳଚେରରେ ଏବେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସାଙ୍ଗକୁ ଘନଘନ ଅଘୋଷିତ ବିଦ୍ୟୁତ କାଟ…

ନୀଳକଣ୍ଠେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

ନୀଳକଣ୍ଠେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ତାଳଚେର, ୨୪/୦୭ ତାଳଚେର ସାଉଥବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି…

୪ବର୍ଷ ଝିଅକୁ ଦୁଷ୍କର୍ମ ଉଦ୍ୟମ, ନ୍ୟାୟ ପାଇଁ ମା’ ଜିଲ୍ଲାପାଳଙ୍କୁ ଗୁହାରୀ

୪ବର୍ଷ ଝିଅକୁ ଦୁଷ୍କର୍ମ ଉଦ୍ୟମ, ନ୍ୟାୟ ପାଇଁ ମା’ ଜିଲ୍ଲାପାଳଙ୍କୁ ଗୁହାରୀ ଢୂମିସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗ୍ରାମର ପ୍ରଶାନ୍ତ ପଧାନଙ୍କ ପତ୍ନୀ ଶ୍ରୀମତୀ ପଧାନ ନିଜ ୪ ବର୍ଷର ଝିଅକୁ ସେହି ସାହିର ଶରତ ନାଏକ ଦୁଷ୍କର୍ମ ଉଦ୍ୟମ କରିଥିବାରୁ…

ଏଫ୍. ଏମ୍. କଲେଜ ଛାତ୍ରୀ ସୌମ୍ୟାଶ୍ରୀ ର ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ ବଳଙ୍ଗା, ନବରଙ୍ଗପୁର ସହ ଜଗତ୍ସିଂହପୁର ଛାତ୍ରୀ ଙ୍କ ଆଶୁ ଆରୋଗ୍ୟ ନିମନ୍ତେ ପ୍ରଦୀପ ପ୍ରଜ୍ଜ୍ଵଳନ

ଏଫ୍. ଏମ୍. କଲେଜ ଛାତ୍ରୀ ସୌମ୍ୟାଶ୍ରୀ ର ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ ବଳଙ୍ଗା, ନବରଙ୍ଗପୁର ସହ ଜଗତ୍ସିଂହପୁର ଛାତ୍ରୀ ଙ୍କ ଆଶୁ ଆରୋଗ୍ୟ ନିମନ୍ତେ ପ୍ରଦୀପ ପ୍ରଜ୍ଜ୍ଵଳନ : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ…

*ୱାକୋ ଇଣ୍ଡିଆ ନେସ୍ ନାଲ୍ କିକ୍ ବକ୍ସିଂ ଚମ୍ପିଆନ୍ ସିପ୍ ୨୦୨୫ ରେ ଢେ଼ଙ୍କାନାଳ କୁ ୮ ପଦକ*

*ୱାକୋ ଇଣ୍ଡିଆ ନେସ୍ ନାଲ୍ କିକ୍ ବକ୍ସିଂ ଚମ୍ପିଆନ୍ ସିପ୍ ୨୦୨୫ ରେ ଢେ଼ଙ୍କାନାଳ କୁ ୮ ପଦକ* ଛତିଶଗଡ଼ ରାଇପୁର ର ବଲ୍ ବିର୍ ସିଂ ଜୁନେଜା ଇଣ୍ଡୋର ଷ୍ଟାଡିୟମ୍ ରେ ଜୁଲାଇ ୧୬ ରୁ ୨୦ ୱାକୋ ଇଣ୍ଡିଆ…

ଶ୍ରାବଣ ମାସର ଚିତା ଲାଗି ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଶ୍ରାବଣ ମାସର ଚିତା ଲାଗି ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା,…

ବ୍ରିଟେନ୍‍ -ମାଳଦ୍ୱୀପକୁ ୪ ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ,ମୁକ୍ତ ବ୍ୟାପାର ବୁଝାମଣା ନେଇ ହେବ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜିଠାରୁ ବ୍ରିଟେନ୍‍ ଏବଂ ମାଳଦ୍ୱୀପକୁ ୪ଦିନିଆ ଗସ୍ତ ଆରମ୍ଭ ହୋଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ସନ୍ଧ୍ୟାରେ ଶ୍ରୀ ମୋଦୀ ଲଣ୍ଡନଠାରେ ପହଞ୍ôଚବେ । ଭାରତ-ବ୍ରିଟେନ୍‍ ଦ୍ୱିପାକ୍ଷିକ ସମ୍ପର୍କକୁ…

କଲେଜ ହେବ ନିଶା ମୁକ୍ତ, କଲେଜରେ ମଦ ଦେଖିଲେ ହେଲ୍ପଲାଇନ ୧୯୩୩କୁ କଲ କରି ଜଣାଅ”

ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ । ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି । ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରତି କଲା ଉଚ୍ଚଶିକ୍ଷା ବିଭାଗ । ଏନସିବିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନସର ଶୁଭାରମ୍ଭ । ନିଶା…