Month: July 2025

କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ ଗିରଫ

କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ ଗିରଫ । ନିତ୍ୟାନନ୍ଦଙ୍କୁ ନିଆଗଲା କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ୩ ଦିନ ହେବ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ୍ । ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ…

ଦିଲ୍ଲୀ ଗସ୍ତରେ ବିଜେପି ସଭାପତି ମନମୋହନ ସାମଲ

ଭୂବନେଶ୍ୱର: ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ। ଦିଲ୍ଲୀରେ ଶୀର୍ଷ ନେତାଙ୍କୁ ମନମୋହନ ଭେଟି ପାରନ୍ତି । ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ…

ଆଇନ ମନ୍ତ୍ରୀଙ୍କ ଘରକୁ ଗଲେ ରାଜ୍ୟପାଳ

ଭୂବନେଶ୍ୱର, ୨୨/୦୭ : ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତାଙ୍କ ସରକାରୀ ବାସଭବନଠାରେ ଭେଟିଛନ୍ତି। ତେବେ ରାଜ୍ୟପାଳ ଆଇନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳ ସେଠାରୁ…

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ମାନସ ରଞ୍ଜନ ପାଠକ। ହାଇକୋର୍ଟର ନୂତନ କୋଠାରେ ଥିବା ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ତାଙ୍କୁ ଶପଥ ପାଠ…

ବନ୍ୟା ଘେରରେ ପ୍ରସିଦ୍ଧ ବାବା ଶ୍ୟାମେଶ୍ଵରଙ୍କ ପୀଠ

ବନ୍ୟା ଘେରରେ ପ୍ରସିଦ୍ଧ ବାବା ଶ୍ୟାମେଶ୍ଵରଙ୍କ ପୀଠ ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିକଟ ବର୍ତ୍ତୀ ଅଙ୍ଗାଳୋ ପଞ୍ଚାୟତର ଅରିଲୋ ଓ ରଣପୁର ପଞ୍ଚାୟତର କଣ୍ଟିପୁର ସିମାରେ ଥିବା ପ୍ରସିଦ୍ଧ ବାବା ଶ୍ୟାମେଶ୍ଵରଙ୍କ ପୀଠରେ ଖରସ୍ରୋତା ନଦୀରେ ବଢ଼ି ପାଣି…

ଜିଲ୍ଲା ଆଇନଶୃଙ୍ଖଳା ପରିଚାଳନା ବୈଠକ ଅନୁଷ୍ଠିତ

ଜିଲ୍ଲା ଆଇନଶୃଙ୍ଖଳା ପରିଚାଳନା ବୈଠକ ଛୋଟ ଅପରାଧକୁ ବି ଅଣଦେଖା କରନାହିଁ :ଜିଲ୍ଲାପାଳ ପ୍ରଶାସନ ଓ ପୁଲିସ ମିଳିତଭାବେ କାର୍ଯ୍ୟ କରିବା ଜରୁରୀ: ଆରକ୍ଷୀ ଅଧିକ୍ଷକ ଢେଙ୍କାନାଳ୨୧/୦୭ : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ଆଇନଶୃଙ୍ଖଳା…

ଭାଇ, ଭଉଣିର ଜନ୍ମଦିନ ପାଲନକଲେ ଧର୍ମଗଡ଼ ଜଶୋଦାଅନାଥଶ୍ରମରେ ବଡଭଉଣି

ଭାଇ, ଭଉଣିର ଜନ୍ମଦିନ ପାଲନକଲେ ଧର୍ମଗଡ଼ ଜଶୋଦାଅନାଥଶ୍ରମରେ ବଡଭଉଣି କଲାହାଣ୍ଡି ଜିଲ୍ଲା ଧର୍ମଗଡ ଯଶୋଦା ଅନାଥଶ୍ରମ ଠାରେ ଆଜି ମହିଭର ଗ୍ରାମର ସମାଜଶେବି ଶ୍ରୀ ବାଲେଶ୍ବର ସୁନାନୀ ଙ୍କ ଝିଅ ଶୁଶ୍ରୀ କବିତାଞ୍ଚଲି ସୁନାନୀ ସାନଭାଇ ସ୍ବର୍ଗତ ଶ୍ରୀସୁଜିତ କୁମାର ସୁନାନୀ(ଅଜୁ)ଓସାନ…

ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ କୃଷକ ସଂଗଠନର ଦାବୀପତ୍ର ପ୍ରଦାନ

*ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ କୃଷକ ସଂଗଠନର ଦାବୀପତ୍ର ପ୍ରଦାନ-* ବରଗଡ:୨୧/୭(ପବିତ୍ର ମେହେର) ଜନ ଶୁଣାଣି ରେ ସଂଯୁକ୍ତ କୃଷକ ସଂଗଠନ ଧାନ କାର୍ଡ ପଞ୍ଜିକରଣ ନୂତନ ନୀତି ବିରୋଧ କରି ଜିଲ୍ଲାପାଳ ଆଦିତ୍ୟ ଗୋୟଲ…

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ପଥରଖମ୍ବ ଗ୍ରାମର ହରିଜନ ସାହିର ସ୍ଥାୟୀ ବାସୀନ୍ଦା ମାନେ ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ ଜଣାଇଛନ୍ତି । ପ୍ରକାଶ ଯେ, ଗତ ଦୁଇବର୍ଷ ପୂର୍ବେ ତା.୧୫.୦୨.୨୦୨୩ରିଖରେ…

ବେପରୁଆ ଢ଼ଙ୍ଗରେ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଦୁଇ ଗୁରୁତର ଆହତ

ବେପରୁଆ ଢ଼ଙ୍ଗରେ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଦୁଇ ଗୁରୁତର ଆହତ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ ବେପରୁଆ ଢ଼ଙ୍ଗରେ ଓ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟି ଦୁଇଜଣ…