Month: July 2025

ମୌସୁମୀ ଅଧିବେଶନ ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ, ଆମର ସାମୂହିକ ସଫଳତାର ଏକ ପ୍ରକୃତ ଉତ୍ସବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦ ପରିସରରେ 2025 ମସିହାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ମୌସୁମୀ ଅଧିବେଶନକୁ ସମସ୍ତଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୌସୁମୀ ନବସୃଜନ ଏବଂ…

ପ୍ରାୟ ସମୟ ପଡ଼ୁଛି ରେଳଫାଟକ, ପଥଚାରୀ ଓ ବିଭିନ୍ନ ମହଲରେ ଅସନ୍ତୋଷ

ପ୍ରାୟ ସମୟ ପଡ଼ୁଛି ରେଳଫାଟକ, ପଥଚାରୀ ଓ ବିଭିନ୍ନ ମହଲରେ ଅସନ୍ତୋଷ ତାଳଚେର, ୨୧/୦୭ ତାଳଚରେ ବାଇପାସ୍ ଛକ ଠାରୁ ହାଟତୋଟାକୁ ଯାଇଥିବା ମୁଖ୍ୟରାସ୍ତାରେ ରେଲୱେ ଫାଟକ ରହିଛି । ପ୍ରାୟ ସମୟରେ ଏହି ଫାଟକ ପଡ଼ୁଥିବାରୁ ଲୋକମାନେ ନାହିଁ ନଥିବା…

ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଦୂରବସ୍ଥା ଆସନ୍ତା ୨୯ ରିଖ ଠାରୁ ତାଳଚେରରୁ ବସ୍ ଚଳାଚଳ ବନ୍ଦ କରିବା ନେଇ ମାଲିକ ସଂଘ ପକ୍ଷରୁ ଦାବୀପତ୍ର

ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଦୂରବସ୍ଥା ଆସନ୍ତା ୨୯ ରିଖ ଠାରୁ ତାଳଚେରରୁ ବସ୍ ଚଳାଚଳ ବନ୍ଦ କରିବା ନେଇ ମାଲିକ ସଂଘ ପକ୍ଷରୁ ଦାବୀପତ୍ର ତାଳଚେର, ୨୧/୦୭ ତାଳଚେର ଦେଇ ଯାଇଥିବା ୧୪୯ ନଂ ଜାତୀୟ ରାଜପଥର ଗୋଡିବନ୍ଧ…

ଡିଏଫ୍‌ଓଙ୍କ ଜମି କିଣା ସଉକ: ପରିବାର ନାଁରେ ୧୧୫ ପ୍ଲଟ

କେନ୍ଦୁଝର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ କେନ୍ଦୁଝର କେନ୍ଦୁପତ୍ର ବନଖଣ୍ଡ ତଥା କେନ୍ଦୁଲିଫ୍‌ ଡିଭିଜନର ବନଖଣ୍ଡ ଅଧିକାରୀ ନିତ୍ୟାନନ୍ଦ ନାୟକଙ୍କ ଘର ଓ କାର୍ଯ୍ୟାଳୟ ଉପରେ ରବିବାର ଚଢ଼ଉ କରାଯାଇଛି। ବିଭାଗ ପକ୍ଷରୁ କେନ୍ଦୁଝର,…

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ କଲା ମହିଳା କଂଗ୍ରେସ

ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର AIIMS ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡିଥିବା ଅଭିଯୋଗ…

ଆଜି ବିଜେଡିର ସବୁ ଆରଡିସି ଅଫିସ ଘେରାଉ

ଭୂବନେଶ୍ବର: ସୌମ୍ୟାଶ୍ରୀଙ୍କ ଘଟଣାରେ ନ୍ୟାୟ ଦାବିରେ ଆଜି ରାଜ୍ୟର ସବୁ ଆରଡିସି ଅଫିସ ଘେରାଉ କରିଛି ବିଜେଡି । ବାଲେଶ୍ୱର ଏଫ୍‍ଏମ୍‍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣାରେ ସରକାରଙ୍କୁ କାଠଗଡାକୁ ଟାଣିଛି ବିଜେଡି । ରାଜ୍ୟରେ ଆଇନ…

ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ

ଭୂବନେଶ୍ଵର: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଉଦିତ ପ୍ରଧାନ ନିଲମ୍ବିତ। ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ। ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି। ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଦଳରୁ ନିଲମ୍ବିତ ହୋଇଛନ୍ତି ଉଦିତ ପ୍ରଧାନ।…

ଛାତ୍ର କଂଗ୍ରେସ ସଭାପତି ଦୁଷ୍କର୍ମ ମାମଲାରେ ଗିରଫ, ଭକ୍ତ ଦାସଙ୍କ ଇସ୍ତଫା ଦାବି କରି ଘେରିଲା ଏବିଭିପି

ଭୂବନେଶ୍ବର: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ବର ଥନା ପୋଲିସ ତାଙ୍କୁ ଗିରଫ କରିଛି। ଏହି ଘଟଣାକୁ ଗୁରୁତର ସହ ନେଇ ଜାତୀୟ ଛାତ୍ର କଂଗ୍ରେସ (NSUI) ଉଦିତଙ୍କୁ ସଭାପତି ପଦ ଓ ଦଳରୁ…

ଜଳବନ୍ଦୀରେ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ, ଡେଙ୍ଗୁ ବ୍ୟାପିବା ସମ୍ଭାବନା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ କାଣ୍ଡଶର ପଞ୍ଚାୟତ କାର୍ଯ୍ୟାଳୟ

ଜଳବନ୍ଦୀରେ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ, ଡେଙ୍ଗୁ ବ୍ୟାପିବା ସମ୍ଭାବନା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ କାଣ୍ଡଶର ପଞ୍ଚାୟତ କାର୍ଯ୍ୟାଳୟ ଅନୁଗୋଳ: ବଅଁରପାଳ ବ୍ଳକ ଅନ୍ତର୍ଗତ କାଣ୍ଡସର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଜଳବନ୍ଦୀ ଘେରରେ ରହିଛି । ବର୍ଷା ଦିନ ହେତୁ ଗ୍ରାମର ଡ୍ରେନ…

ଶ୍ରାବଣ ମାସର କାମଦା ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଶ୍ରାବଣ ମାସର କାମଦା ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା,…