Month: July 2025

୫୦୦ କୋଟି ଟଙ୍କାର ରିଲିଫ୍ ଟ୍ରଷ୍ଟ ଗଠନ କରିବ ଟାଟା ଗ୍ରୁପ୍, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପୀଡିତଙ୍କୁ ମିଳିବ ସାହାଯ୍ୟ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଶୁକ୍ରବାର ଟାଟା ଗ୍ରୁପ୍ ୫୦୦ କୋଟିର ଏକ ଟ୍ରଷ୍ଟ ଗଠନ ଘୋଷଣା କରିଛି । ଏହାର ନାମ AI-171 ମେମୋରିଆଲ୍ ଏବଂ ୱେଲଫେୟାର ଟ୍ରଷ୍ଟ ହେବ । ଏହା…

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନ ମାମଲା; ହାଇକୋର୍ଟରେ ଶୁଣାଣି ଶେଷ

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ମାମଲାର ଶୁଣାଣି ଶେଷ । ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନ ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ଶୁକ୍ରବାର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରଖିଲେ…

ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ; ମହିଳା ସହାୟତା ନଂ ୧୮୧ ତୁରନ୍ତ ଲେଖ

ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ, ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବିଏଡ୍‌ ଛାତୀଙ୍କୁ ବିବାହର ପ୍ରତିଶ୍ରୁତି ଶାରୀରିକ ସଂପର୍କ ଭଳି ଘଟଣା ପରେ ରାଜ୍ୟ ସରକାର ସତର୍କ ହୋଇ ପ୍ରତିକାର ସ୍ବରୂପ ପଦକ୍ଷେପ ନେଇଛନ୍ତି।…

ବାପା ଠାରୁ ଅଲଗା ହେବ ପୁଅ, ବିହାରରେ ନୂଆଦଳ ଗଢ଼ିବେ ତେଜପ୍ରତାପ

ବିହାର ରାଜନୀତିରେ ହଲଚଲ । ନୂଆ ରାଜନୈତିକ ଦଳ ଗଠନ କରିବେ ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ । ଆରଜେଡି ଏବଂ ନିଜ ପରିବାରରୁ ବହିଷ୍କାର ହୋଇଛନ୍ତି ତେଜ ପ୍ରତାପ । ଶେଷରେ…

ଢେଙ୍କାନାଳ ମିଳିତ ଗଣେଶପୂଜା କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

ଢେଙ୍କାନାଳ ମିଳିତ ଗଣେଶପୂଜା କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଢେଙ୍କାନାଳ ସହରର ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ଚଳିତ ୨୦୨୫ ବର୍ଷ ଗଣେଶ ପୂଜା ସମ୍ବନ୍ଧୀୟ ଏକ ବୈଠକ ସଭାପତି ସୁଧାଂଶୁ କୁମାର…

ଗର୍ଭବତୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲେ ଦାରିଙ୍ଗବାଡି ସିଡିପିଓ

ଗର୍ଭବତୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲେ ଦାରିଙ୍ଗବାଡି ସିଡିପିଓ ବାଲିଗୁଡା, (ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଗର୍ଭବତୀ ବନିଆ ପ୍ରଧାନଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମଙ୍ଗଳବାର…

ରାଜ୍ୟ ଜୁନିୟର ଓ ସବ ଜୁନିୟର ରାଙ୍କିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ

ଅଦ୍ୟ ତା ୧୮.୦୭.୨୦୨୫ରିଖ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ତତ୍ୱାବଧାନରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାଜ୍ୟ ଜୁନିୟର ଓ ସବ ଜୁନିୟର ରାଙ୍କିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ସଂଘ ସଭାପତି ପ୍ରଦୀପ…

ଅଚାନକ ବଜ୍ରାଘାତ ନେଲା ଏଗାରଟି ଗୃହ ପାଳିତ ପ୍ରାଣୀ ର ଜୀବନ: ଅଳ୍ପକେ ବର୍ତ୍ତିଲେ ଛେଳି ଚରାଳି

ଅଚାନକ ବଜ୍ରାଘାତ ନେଲା ଏଗାରଟି ଗୃହ ପାଳିତ ପ୍ରାଣୀ ର ଜୀବନ: ଅଳ୍ପକେ ବର୍ତ୍ତିଲେ ଛେଳି ଚରାଳି ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କୁଟିକିଆ ପଞ୍ଚାୟତ ସାଉଟିକିଆ ଗ୍ରାମର କୁମ୍ଭାର ସାହି ତେନ୍ତୁଳି ଗଛ ମୂଳେ ଏଗାରଟି…

ଚିକିତ୍ସାଧିନ ଅବସ୍ଥାରେ ଟାଟାଷ୍ଟିଲ ଯୋଡ଼ା ମେଡିକାଲ୍ ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଚିକିତ୍ସାଧିନ ଅବସ୍ଥାରେ ଟାଟାଷ୍ଟିଲ ଯୋଡ଼ା ମେଡିକାଲ୍ ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଟାଟାଷ୍ଟିଲ ହସ୍ପିଟାଲରେ ମହିଳା ରୋଗୀଙ୍କ ଚିକିତ୍ସା କରାଉଥିବା ବେଳେ ସନ୍ଦେହ ଜନକ ମୣତ୍ୟୁ ଅଭିଯୋଗ, ସୂଚନା ଅନୁଯାୟୀ ଯୋଡ଼ା ୭…

ଚମ୍ପୁଆ ସ୍କୁଲଛାତ୍ର ଆତ୍ମହତ୍ୟା ମାମଲାରେ ୪ଜଣଙ୍କୁ କୋର୍ଟଚାଲାଣ

ଚମ୍ପୁଆ ସ୍କୁଲଛାତ୍ର ଆତ୍ମହତ୍ୟା ମାମଲାରେ ୪ଜଣଙ୍କୁ କୋର୍ଟଚାଲାଣ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସ୍ଥିତ କେରଳା ଇଁରାଜୀ ମିଡିୟମ ସ୍କୁଲ ର ଦଶମ ଶ୍ରେଣୀ ଛାତ୍ର କ୍ରୀଷ୍ଣା ପ୍ରଧାନ ଗତ ୧୨ ତାରିଖରେ ହଷ୍ଟେଲ ୪ ମହଲା କୋଠାରୁ…