Month: July 2025

ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଖୋଲିଲା ଅନ୍ନପୂର୍ଣ୍ଣା ଫାଉଣ୍ଡେସନ ର ରୋଟି ସେଣ୍ଟର୍

ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଖୋଲିଲା ଅନ୍ନପୂର୍ଣ୍ଣା ଫାଉଣ୍ଡେସନ ର ରୋଟି ସେଣ୍ଟର୍ ସମାଜରେ ଅବହେଳିତ ଅବସ୍ଥାରେ ରହୁଥିବା ମହିଳା ମାନଙ୍କୁ ସଶକ୍ତିକରଣ ଏବଂ ସ୍ବାବଲମ୍ବୀ କରିବା ପାଇଁ ଅଣ୍ଟା ଭିଡିଛି ଅନ୍ନପୂର୍ଣ୍ଣା ଫାଉଣ୍ଡେସନ। କଟକ ସହରରେ ୧୦ ରୁ ଉର୍ଦ୍ଧ୍ୱ…

ଆଲୁମିନିୟମ ମଜ଼ଦୂର ସଂଘର ବିଶାଳ ଗଣବିକ୍ଷୋଭ

ଆଲୁମିନିୟମ ମଜ଼ଦୂର ସଂଘର ବିଶାଳ ଗଣବିକ୍ଷୋଭ ଅନୁଗୋଳ ଜିଲ୍ଲା ରେ ଠାରେ ଗଢ଼ି ଉଠିଥିବା ନାଲକୋ ନବରତ୍ନ ଆଲୁମିନିୟମ କାରଖାନାର ପ୍ରଶାସନ ର ସ୍ଥାଣୁତା,ମନମୁଖୀ ଶାସନ, ବୈମାତୃକ ମନୋଭାବ ଏବଂ ଶ୍ରମିକ ଙ୍କ ମୌଳିକ ସମସ୍ୟା କୁ ଦୃଷ୍ଟିରେ ରେ ରଖି…

ଆଜି ପ୍ରକାଶ ପାଇବ +୨ ଇନ୍‍ଷ୍ଟାଣ୍ଟ ପରୀକ୍ଷା ଫଳ !

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନ୍‍ଷ୍ଟାଣ୍ଟ ପରୀକ୍ଷା ଫଳ ଆସନ୍ତାକାଲି (ଶୁକ୍ରବାର) ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଆଜି ଅପରାହ୍ଣ ୪ଟା ୩୦ରେ…

କଟକଣା ପ୍ରତ୍ୟାହାର କରିନେଲା ରେଭେନ୍ସା

ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ରେଭେନ୍ସା ବିଶ୍ବବିଦ୍ୟାଳୟ । ହେଲେ ନିର୍ଦ୍ଦେଶର ଘଣ୍ଟାକ ମଧ୍ୟରେ ନିଷ୍ପତ୍ତି ପ୍ରତ୍ୟାହୃତ କରିନେଇଛି। ଖୁବଶୀଘ୍ର ଏ ନେଇ ନୂଆ ବିଜ୍ଞପ୍ତି ଆସିବ ବୋଲି…

ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍‌ର ସଫଳ ପରୀକ୍ଷଣ

ଭାରତକୁ ମିଳିଛି ଦୁଇ ଦୁଇଟି ବଡ଼ ସଫଳତା। ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍‌ର ଗୁରୁବାର ସଫଳ ପରୀକ୍ଷଣ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ଗୁରୁବାର ପୃଥ୍ବୀ-୨ ମିଜାଇଲର ସଫଳ ପରୀକ୍ଷଣ…

ଚତୁର୍ଥ ଟେଷ୍ଟ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ; ବୁମ୍‌ରା, ପନ୍ତ ଖେଳିବେ

ନୁଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଚତୁର୍ଥ ମ୍ୟାଚ ଓଲ୍‌ଡ ଟ୍ରାଫୋର୍ଡରେ ଚଳିତ ଜୁଲାଇ ୨୩ରୁ ଖେଳାଯିବ। ଏଥିପାଇଁ ଭାରତୀୟ ଦଳର ପ୍ରସ୍ତୁତି ଗୁରୁବାରଠାରୁ ଆରମ୍ଭ କରିଛି। ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ…

ଆସନ୍ତାକାଲିଠାରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ

ଭୂବନେଶ୍ୱର: ୧୯ ତାରିଖ (ଆସନ୍ତାକାଲି)ରୁ ଆରମ୍ଭ ହେବ ଚାଷୀ ପଞ୍ଜିକରଣ। ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୫-୨୬ ବର୍ଷର ଖରିଫ ଧାନ ଫସଲ ପାଇଁ ୧୯ରୁ ଏହି ପଞ୍ଜୀକରଣ କରାଯିବ। ଏନେଇ ଡିଆରସି ଓ ଏଆରସି ମାନଙ୍କୁ…

ଟିଆରଏଫ ନେଇ ଆମେରିକାର ଆଭିମୁଖ୍ୟକୁ ସ୍ବାଗତ କଲେ ଜୟଶଙ୍କର: କହିଲେ, ‘ଭାରତ-ଆମେରିକାର ଦୃଢ଼ ସମନ୍ୱୟ’

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପଛରେ ଥିବା ପାକ୍ ସମର୍ଥିତ ଗୋଷ୍ଠୀ ଟିଆରଏଫକୁ ଆମେରିକାର ଆତଙ୍କବାଦୀ ଟ୍ୟାଗ୍ ଦେବାକୁ ସ୍ୱାଗତ କରିଛି ଭାରତ । ନୂଆଦିଲ୍ଲୀ କହିଛି ଯେ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆକ୍ରମଣ ପଛରେ ଥିବା ପାକିସ୍ତାନ-ଭିତ୍ତିକ ଗୋଷ୍ଠୀକୁ ବିଦେଶୀ…

ଭୁବନେଶ୍ବରରେ ଏକ ଘରେଇ କଲେଜରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ

ଭୂବନେଶ୍ବରର ଜାଗମରା ସ୍ଥିତ ଏକ ଘରୋଇ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ । AC କମ୍ପ୍ରେସରରୁ ଅଡିୟୋରିୟମରେ ନିଆଁ ଲାଗିଥିବା ସୂଚନା ମିଳିଛି । ସେହି ସମୟରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

ଛାତ୍ରୀମାନଙ୍କୁ ସଶକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି; ରାଜ୍ୟରେ ଖୋଲିବ ଆଉ ୫ଟି ନୂଆ ମହିଳା NCC ବାଟାଲିୟନ

ଛାତ୍ରୀମାନଙ୍କୁ ସଶକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ରାଜ୍ୟରେ ଖୋଲିବ ଆଉ ୫ଟି ନୂଆ ମହିଳା NCC ବାଟାଲିୟନ । ଏନେଇ ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ବର୍ତ୍ତମାନ ଏଏନସିସି କ୍ୟାଡେଟ…