Month: July 2025

ଫେସ୍ ବୁକ୍ ରୁ ପ୍ରେମ, ପ୍ରେମରୁ ବାହାଘର ପରେ ପ୍ରତାରଣା କରି ମାରିଦେଲେ ବୋଲି ସାଙ୍ଘାତିକ ଅଭିଯୋଗ ଆଣିଲେ ବାପା ମା

ଫେସ୍ ବୁକ୍ ରୁ ପ୍ରେମ, ପ୍ରେମରୁ ବାହାଘର ଓ ପରେ ପ୍ରତାରଣା କରି ମାରିଦେଲେ ହଟାକଟା ୨୧ବର୍ଷ ଯୁବକକୁ, ମାଆ ବାପାଙ୍କର ନ୍ୟାୟ ପାଇବା ପାଇଁ ଆକୁଳ ନିବେଦନ ତାଳଚେର, ୧୫/୦୭ ଫେସ୍ୱୁକରୁ ପ୍ରେମ, ପ୍ରେମରୁ ବାହାଘର ପରେ ପ୍ରତାରଣା କରି…

ବିକାଶ ଠାରୁ ଅପହଂଚ ୧୬ନମ୍ବର ୱାର୍ଡ଼ : ପୌରପରିଷଦକୁ ପ୍ରତିନିଧିତ୍ୱ କରୁଥିବା ନେତାଚୁପ୍‌

ବିକାଶ ଠାରୁ ଅପହଂଚ ୧୬ନମ୍ବର ୱାର୍ଡ଼ : ପୌରପରିଷଦକୁ ପ୍ରତିନିଧିତ୍ୱ କରୁଥିବା ନେତାଚୁପ୍‌ ତାଳଚେର୧ ୧୭/୦୭ କୌଣସି ଗ୍ରାମାଚଂଳ ବା ସୁଦୁର ଜଙ୍ଗଲ ନୁହେଁ ତାଳଚେର ସହର ପୌରପରିଷଦ ଠାରୁ ମାତ୍ର ୧କିମି ଦୂର ୧୬ନମ୍ବର ୱାର୍ଡ଼ ଗୋପିନାଥପୁର ଆଜି ସାଜିଛି…

ଛାଡ଼ିଗଲା ବର୍ଷା : ଘନେଇଲାଣି ଡ଼େଙ୍ଗୁ ଓ ମ୍ୟାଲେରିଆ ଭୟ

ଛାଡ଼ିଗଲା ବର୍ଷା : ଘନେଇଲାଣି ଡ଼େଙ୍ଗୁ ଓ ମ୍ୟାଲେରିଆ ଭୟ ତାଳଚେର, ୧୬/୦୭ ମଶା ଉପଦ୍ରବ ସହରରେ ବଢ଼ୁଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ପୌରସଂସ୍ଥା ପକ୍ଷରୁ ଏହା ଉପରେ ପ୍ରତିକାର ଓ ପଦକ୍ଷେପ ନିଆଯାଉ ନାହିଁ । ସରକାରଙ୍କ ଜନସ୍ୱାସ୍ଥ୍ୟ…

ସତ୍ୟସାଇ ସେବା ସମିତି ପକ୍ଷରୁ ୨୦ ତାରିଖରେ ଆରମ୍ଭ ହେବ ରକ୍ତଦାନ ଶିବିର

ସତ୍ୟସାଇ ସେବା ସମିତି ପକ୍ଷରୁ ୨୦ ତାରିଖରେ ଆରମ୍ଭ ହେବ ରକ୍ତଦାନ ଶିବିରତାଳଚେର, ୧୭/୦୭ ତାଳଚେର ସତ୍ୟସାଇ ସେବାସମିତି ପକ୍ଷରୁ ତାଳଚେର ପୌରପରିଷଦ ହାଇସ୍କୁଲରେ ଆସନ୍ତା ୨୦/୦୭/୨୦୨୫ ତାରିଖ ରବିବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ସକାଳ ୮ଘଟିକା…

ନାଲକୋର ନୂତନ ମାନବ ସମ୍ବଳ ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା

ନାଲକୋର ନୂତନ ମାନବ ସମ୍ବଳ ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା ନାଲକୋ ଏସ ଆଣ୍ଡ ପି କଂପ୍ଲେକ୍ସରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମାନବ ସମ୍ବଳ ଅଧିକାରୀ ଶ୍ରୀ ସୁନୀଲ କୁମାର ମହାପାତ୍ରଙ୍କୁ ନାଲକୋ ଯାଦବ ସମାଜ ତରଫରୁ ଉତ୍ତରୀୟ ଏବଂ…

ଆଶୀର୍ବାଦ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ

ଆଶୀର୍ବାଦ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ଅଦ୍ୟ ତା 16.7.25 ରିଖ ଦିଘି ଗ୍ରାମ ପଂଚାୟତ ର ଅଲେଖ ମହିମା ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଗ୍ରାମବାସୀ, ମହିଳା, ଛାତ୍ର ଛାତ୍ରୀ ତଥା କୁନି କୁନି ପିଲାମାନଙ୍କୁ ନେଇ 40 ଗୋଟି ବିଭିର୍ଣ୍ଣ ଫଳ…

ଆନ୍ତର୍ଜାତୀୟ ପାରା ବ୍ୟାଡମିଟନ୍ ବ୍ରୋଞ୍ଜ ପଦକ ପ୍ରାପ୍ତ ବିଭାସିନ୍ଧୁଙ୍କୁ-ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦେଲେ ସମ୍ବର୍ଦ୍ଧିନା

ଆନ୍ତର୍ଜାତୀୟ ପାରା ବ୍ୟାଡମିଟନ୍ ବ୍ରୋଞ୍ଜ ପଦକ ପ୍ରାପ୍ତ ବିଭାସିନ୍ଧୁଙ୍କୁ-ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦେଲେ ସମ୍ବର୍ଦ୍ଧିନା ଢେଙ୍କାନାଳ,୧୬।୭।୨୦୨୫: ଅନ୍ତର୍ଜାତୀୟ ସ୍ତରରେ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବ୍ରୋଞ୍ଜ ମେଡାଲ ପାଇଥିବା ବିଭାସିନ୍ଧୁ ବାରିକଙ୍କୁ ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି…

ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI, ଏଣିକି ଅନଲାଇନ ଉପସ୍ଥାପନା ଦେବେ ନେତା

ଏହି ମୌସୁମୀ ଅଧିବେଶନରୁ ସାଂସଦମାନେ ଲୋକସଭାରେ AI ଅନୁଭବ କରିପାରିବେ। ଏହା ବ୍ୟତୀତ, ସାଂସଦମାନଙ୍କ ଉପସ୍ଥିତି ବ୍ୟବସ୍ଥାକୁ ମଧ୍ୟ ଡିଜିଟାଲ୍ ଏବଂ ଉନ୍ନତ କରାଯାଉଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏଥିମଧ୍ୟରୁ କିଛି 21 ଜୁଲାଇରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରୁ…

ରେଖା ସରକାରଙ୍କ ନୂଆ ନିୟମ , ମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଧରିବେ ଦାମୀ ମୋବାଇଲ୍ ଫୋନ୍‌

ଜାତୀୟ ରାଜଧାନୀ ଦିଲ୍ଲୀରେ ରେଖା ସରକାର ନୂଆ ନିୟମ ଲାଗୁ କରିଛନ୍ତି। ଯାହା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀମାନେ ସରକାରୀ ଅର୍ଥରେ ଦାମୀ ମୋବାଇଲ୍ ଫୋନ୍ କିଣିପାରିବେ । ଏହାସହିତ ସେମାନଙ୍କ ବାସଭବନରେ ଥିବା ଲ୍ୟାଣ୍ଡଲାଇନ୍ ବିଲର ସମ୍ପୂର୍ଣ୍ଣ ଖର୍ଚ୍ଚ…

ଆଜି ବିଜେଡି ତରଫରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା; ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ବର ବନ୍ଦ

ଆଜି ବିଜେଡି ତରଫରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ବର ବନ୍ଦ ପାଳନ। ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ବନ୍ଦ ପାଳନ । ଦୋକାନ ବଜାର, ସରକାରୀ ଅଫିସ୍, ବେସରକାରୀ ଅନୁଷ୍ଠାନ…