Month: July 2025

ସୌମ୍ୟାଶ୍ରୀଙ୍କ ନିଜ ଗାଁରେ ହେଲା ଅନ୍ତିମ ସଂସ୍କାର

ଭୂବନେଶ୍ୱର,୧୫/୭ : ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ନିଜ ଗାଁ ପଳାସିଆରେ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭୁବନେଶ୍ଵରରୁ ମରଶରୀରକୁ ତାଙ୍କ ଗାଁକୁ ନିଆଯିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟିପଡ଼ିଥିଲା। ଲୁହ…

୨୦ ଲକ୍ଷ ୫୮ ହଜାର ହିତାଧିକାରୀଙ୍କ ଚାଉଳ ବନ୍ଦ : ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୂବନେଶ୍ୱର ୧୫/୦୭: ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର । ଇ-କେୱାଇସି କରିନଥିବା ଲୋକଙ୍କୁ ସରକାର ଦେଲେ ଶେଷ ଚେତାବନୀ । ୩ ମାସ ମଧ୍ୟରେ ଇ-କେୱାଇସି ନକଲେ କାର୍ଡ ଗୁଡ଼ିକ କାଟିଦିଆଯିବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ…

ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ହୀରାକୁଦ

ସମ୍ବଲପୁର: ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାକୁ ନେଇ ହୀରାକୁଦ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏସଏଏସସିଆଇ ଯୋଜନାରେ ବହୁ କୋଟି ଟଙ୍କାର ପ୍ରକଳ୍ପ ତିଆରି ହେବ । ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ହୀରାକୁଦ…

‘ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ଆଦିକବି ସାରଳା ଦାସ’

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ଠାରେ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଆଦିକବି ସାରଳା…

ଦୃଷ୍ଟିହୀନଙ୍କ ପାଇଁ ଜୀବନ ବ୍ୟାପି ସାଧନାକୁ ସମ୍ମାନ: ଶିକ୍ଷାବିତ୍ ବିଜୟ କୁମାର ରଥଙ୍କୁ ଡ଼କ୍ଟରେଟ୍ ଉପାଧି ପ୍ରଦାନ କଲେ ରାଷ୍ଟ୍ରପତି

ଭୂବନେଶ୍ବର: ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍, ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଃ । ସଂସ୍କୃତର ଏହି ଶ୍ଲୋକର ମହତ୍ତ୍ୱକୁ ପ୍ରତିପାଦନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁରର ଦୃଷ୍ଟିହୀନ ଶିକ୍ଷାବିତ୍ ବିଜୟ କୁମାର ରଥ ।…

ଲୋକସେବା ଭବନ ଘେରାଉ କରିବ ବିଜେଡି; ସବୁ କର୍ମଚାରୀଙ୍କୁ ସାଢ଼େ ୯ ସୁଦ୍ଧା ଅଫିସ୍‌ ପହଞ୍ଚିବାକୁ ନିର୍ଦ୍ଦେଶ

ଭୂବନେଶ୍ୱର: ବୁଧବାର ବିଜୁ ଜନତା ଦଳ (ବିଜେଡି) ଲୋକସେବା ଭବନ ଘେରାଉ କରିବାକୁ ଯାଉଛି। ସମ୍ଭାବ୍ୟ ଆଇନ ଶୃଙ୍ଖଳା ସମସ୍ୟା ଆଶଙ୍କା କରି ଓଡ଼ିଶା ସରକାର ଭୁବନେଶ୍ୱରର ପ୍ରମୁଖ ସରକାରୀ କୋଠାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ଏକ ବିସ୍ତୃତ…

ହରଚଣ୍ଡି ମନ୍ଦିରର ଦଧିନଉତି ସ୍ଥାପନ

ହରଚଣ୍ଡି ମନ୍ଦିରର ଦଧିନଉତି ସ୍ଥାପନ ଯାଜପୁର ___ ବିଂଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ନାଉବାଙ୍କ ଠାରେ ଥିବା ହରଚଣ୍ଡି ମନ୍ଦିରର ଦଧିନଉତି ସ୍ଥାପନ କରାଯାଇଛି।ଏହି ଦଧିନଉତି ସ୍ଥାପନ କାର୍ଯ୍ୟ କ୍ରମରେ ପଣ୍ଡିତ ମହେଶ୍ୱର ନନ୍ଦ, ଦେବେନ୍ଦ୍ର ପତି,ବାସୁଦେବ ପଣ୍ଡା ପ୍ରମୁଖ…

ପାଲଲହଡା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

ପାଲଲହଡା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ଅନୁଗୋଳ,ତା. ୧୫. ୦୭:- ଆଜି ପୂର୍ବାହ୍ନରେ ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳଲହଡା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ ପାଳଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ଆଗାମୀ ୧୭ ତାରିଖ ଦିନ ସୌମ୍ୟଶ୍ରୀ ବିଶିଙ୍କ ନ୍ୟାୟ ଲଢେଇରେ ମୃତ୍ୟୁ ଘଟଣାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଓଡ଼ିଶା ବନ୍ଦ ଘୋଷଣାକୁ ସଫଳ ପାଇଁ ଆହ୍ବାନ

ଆଗାମୀ ୧୭ ତାରିଖ ଦିନ ସୌମ୍ୟଶ୍ରୀ ବିଶିଙ୍କ ନ୍ୟାୟ ଲଢେଇରେ ମୃତ୍ୟୁ ଘଟଣାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଓଡ଼ିଶା ବନ୍ଦ ଘୋଷଣାକୁ ସଫଳ ପାଇଁ ଆହ୍ବାନ ଅନୁଗୋଳ ୧୫/୦୭ ନାୟ ପାଇଁ ଲଢେ଼ଇ କରି ବାଲେଶ୍ୱର ଫକିର ମୋହନ…

ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଧାରଣାରତ ଲୋକଙ୍କ ଠାରୁ ମୋବାଇଲ ଚୋରି – ଶାନ୍ତିପୂର୍ଣ ଧାରଣାକୁ ଭଣ୍ଡୁରୁ କରିବା ଚାଲିଛି କି ପ୍ରୟାସ – ସୁରକ୍ଷା ପାଇଁ ଦାବି

ଶାନ୍ତିପୂର୍ଣ ଧାରଣାକୁ ଭଣ୍ଡୁରୁ କରିବା ଚାଲିଛି କି ପ୍ରୟାସ ଅନୁଗୋଳ – ଧାରଣାକୁ ଭଣ୍ଡୁରୁ କରିବାକୁ ରାତ୍ରୀ ୨ଘ ସମୟରେ କିଛି ଦୃବୃତ ମାନେ ଆସି ଧାରଣା ସ୍ଥଳରେ ନ୍ୟାୟ ପାଇଁ ବସି ଥିବା ସଦସ୍ୟଙ୍କ ଠାରୁ ମୋବାଇଲ ସହିତ ଟଙ୍କା…