Month: July 2025

ଅପରେସନ ସିନ୍ଦୂରକୁ ୧୯୩ ଦେଶରୁ ସମର୍ଥନ ମିଳିଲା, ହେଲେ କଂଗ୍ରେସ ଆଜି ବି ସମର୍ଥନ କରିବାକୁ ଚାହୁଁନି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ପହଲଗାମ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଭାଗ ନେଇଛନ୍ତି। ମଙ୍ଗଳବାର ସଦନରେ ମୋଦି କହିଛନ୍ତି ଯେ ସେ ଭାରତର ପକ୍ଷ ରଖିବା ପାଇଁ ଏବଂ ଯେଉଁମାନେ ଭାରତର ପକ୍ଷ ଦେଖି ପାରୁନାହାନ୍ତି, ସେମାନଙ୍କୁ…

୧୦୦ଟି ଦେଶକୁ ରପ୍ତାନୀ କରାଯାଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ; ପ୍ରତିରକ୍ଷା ମନ୍ତ୍ରୀ

ରାଜ୍ୟସଭାରେ ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଦୃଢ଼ ସଫଳତମ ଏବଂ ନିର୍ଣ୍ଣାୟକ ଅପରେସନ୍‍ ସିନ୍ଦୂର ଉପରେ ବିଶେଷ ଆଲୋଚନା ହୋଇଛି । ସେମାନେ ଯଦି ନିରିହ ଲୋକଙ୍କ ଜୀବନ ନିହନ୍ତି ତେବେ ସେମାନଙ୍କ ଆଡ୍ଡାଗୁଡ଼ିକୁ ନଷ୍ଟ କରାଯିବ ବୋଲି…

ଟାଟା ଷ୍ଟିଲ ମେରାମଣ୍ଡଳୀରେ ଭାରତରତ୍ନ ଜେ.ଆର.ଡି. ଟାଟାଙ୍କ ୧୨୧ତମ ଜୟନ୍ତୀ

ଟାଟା ଷ୍ଟିଲ ମେରାମଣ୍ଡଳୀରେ ଭାରତରତ୍ନ ଜେ.ଆର.ଡି. ଟାଟାଙ୍କ ୧୨୧ତମ ଜୟନ୍ତୀ ଢେଙ୍କାନାଳ, ଜୁଲାଇ ୨୯, ୨୦୨୫: ଟାଟା ଷ୍ଟିଲ ମେରାମଣ୍ଡଳୀରେ ଭାରତରତ୍ନ ଜେ.ଆର.ଡି. ଟାଟାଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର…

ରାସ୍ତା ସମସ୍ୟା ନିମନ୍ତେ ଦେଇଥିବା ଦାବିପତ୍ର କାର୍ଯ୍ୟକାରୀ ନହେବାରୁ ତାଳଚେର ରେ ବସ ଚଳାଚଳ ବନ୍ଦ

ରାସ୍ତା ସମସ୍ୟା ନିମନ୍ତେ ଦେଇଥିବା ଦାବିପତ୍ର କାର୍ଯ୍ୟକାରୀ ନହେବାରୁ ତାଳଚେର ରେ ବସ ଚଳାଚଳ ବନ୍ଦ ତାଳଚେର – ୨୯/୦୭/୨୫ – (ଦୁର୍ଯ୍ୟୋଧନ ପ୍ରଧାନ )- ୧୪୯ ନମ୍ବର ଜାତୀୟ ରାଜପଥ ର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅତି…

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକି ବନ୍ଧା ହେଲେ ଅଭିଯୁକ୍ତ

ଢେଙ୍କାନାଳ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଠକାମି ମାମଲାର ଅଭିଯୁକ୍ତ ଗିରଫ ହୋଇଛି। ଆଜି ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ଢେଙ୍କାନାଳ ସଦର…

ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ : ସବୁଜ ନୁହେ ପାଇବେ ଗେରୁଆ

ଭୂବନେଶ୍ୱର, ୨୮/୦୭ : ଏଣିକି ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ । ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍…

ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ଯାଜପୁର,୨୯/୦୭ : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବୃତ୍ତିଗତ ସମସ୍ୟା…

ଜନନୀ ଯନ୍ତ୍ରଣା : ୨ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ

ଭୂବନେଶ୍ୱର, ୨୮/୦୭ : ନବରଙ୍ଗପୁରରେ ଥମୁନି ଜନନୀ ଯନ୍ତ୍ରଣା । ୨କିମି ଭାରରେ ବୁହାହେଲେ ଗର୍ଭବତୀ । ମେଡିକାଲରେ ପହଞ୍ଚିବାପରେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ବ୍ଲକର ବରଡ଼ାଯୋଡ଼ି…

ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ଥାନାରେ ମାମଲା ରୁଜୁ

ଭୂବନେଶ୍ୱର, ୨୯/୦୭ : ପୁଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଗାଡ଼ି ଜ‌ାଳିଦେବା ପାଇଁ ଧମକ ଦେବା, ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ (ଡାନି)ଙ୍କ ସମେତ ୭ଜଣଙ୍କ…

ବିମାନବନ୍ଦରରୁ ୩୦ କୋଟିର ଗଞ୍ଜେଇ ଜବତ

ଭୂବନେଶ୍ୱର, ୨୯/୦୭ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ କୋଟି ହେବ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ବ୍ୟାଙ୍କଙ୍କ୍…