RPI Repulic party of India ତରଫରୁ ଅନୁଗୋଳ ଜିଲ୍ଲା ଅଫିସ ତାଳଚେର ହାଣ୍ଡିଧୂଆଁ ଠାରେ ଏକ ବୈଠକ
ତାଳଚେର 10/07:-ଆଜି RPI Repulic party of India ତରଫରୁ ଅନୁଗୋଳ ଜିଲ୍ଲା ଅଫିସ ତାଳଚେର ହାଣ୍ଡିଧୂଆଁ ଠାରେ ଏକ ବୈଠକ ହୋଇଥିଲା। ଏହି ବୈଠକ ରେ ଜିଲ୍ଲାର ର ସମସ୍ତ ଅଂଚଳରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ।ଅନୁଗୋଳ ଜିଲ୍ଲାର ବିଭିନ୍ନ…
