Month: July 2025

ଓଡ଼ିଶାକୁ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ; ଏହି ସମ୍ମାନ ରାଜ୍ୟର ଅନ୍ନଦାତାଙ୍କୁ ଉତ୍ସର୍ଗୀକୃତ କଲେ ଉପମୁଖ୍ୟମନ୍ତ୍ରୀ

ଭୂବନେଶ୍ବର: ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ଦେଇ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ…

ଆଇପିଏସ୍ ସ୍ତରରେ ଅଦଳବଦଳ; ସଞ୍ଜୀବ ପଣ୍ଡାଙ୍କୁ ମିଳିଲା ଏହି ଦାୟିତ୍ଵ

ଭୂବନେଶ୍ୱର: ଆଇପିଏସ୍ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ବୁଧବାର ଦିନ ନକ୍ସଲ ବିରୋଧୀ ଅଭିଯାନ ଏବଂ ସ୍ୱତନ୍ତ୍ର ଗୁପ୍ତଚର ୱିଙ୍ଗ (SIW) ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସହିତ ଜଡିତ ବରିଷ୍ଠ ଅଧିକାରୀଙ୍କ ବଦଳି ଘୋଷଣା କରିଛନ୍ତି।…

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଧଳା ଜହର ଜବତ; ୫ ଗିରଫ

ଭୂବନେଶ୍ବର: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ। ମୈତ୍ରୀବିହାର ଥାନା ଅଞ୍ଚଳରେ କାରବାର ବେଳେ ଧରିଛି ପୋଲିସ । ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ତିନୋଟି ବାଇକ୍‌ ଓ ୩ ହଜାର ଟଙ୍କା ଜବତ କରିଛି ପୋଲିସ । ପୋଲିସ…

ସମସ୍ତ ଲେଭଲ୍ କ୍ରସିଂ ଗେଟରେ ଲାଗିବ ସିସି କ୍ୟାମେରା ଓ ରେକର୍ଡିଂ ସିଷ୍ଟମ୍ !

ନୁଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ବୋର୍ଡର ଅଧ୍ୟକ୍ଷ ଏବଂ ବୋର୍ଡର ସଦସ୍ୟ ଏବଂ ଜୋନାଲ ରେଳବାଇର ମହାପ୍ରବନ୍ଧକମାନଙ୍କ ସହିତ ଲେଭଲ୍ କ୍ରସିଂ ଗେଟ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ। ତାଙ୍କ ପିତାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ, ବ୍ୟକ୍ତିଗତ ଶୋକ…

ଖୁବ୍ ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ

ଭୁବନେଶ୍ୱର – ରାଜ୍ୟରେ ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ । ଏଥିପାଇଁ କେନ୍ଦ୍ର ନେତୃତ୍ୱଙ୍କ ସହିତ ଆଲୋଚନା ଜାରି ରହିଛି ବୋଲି ଆଜି କହିଛନ୍ତି ମନମୋହନ ସାମଲ । ବିଜେପି ରାଜ୍ୟ ସଭାପତିଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ମନମୋହନ ସାମଲ…

୧୫ ଜଣଙ୍କୁ ପଛରେ ପକାଇ ୬ ନମ୍ବରକୁ ଡେଇଁଲେ ଟିମ୍ ଇଣ୍ଡିଆ ଅଧିନାୟକ ଶୁବମନ ଗିଲ୍

ନୂଆଦିଲ୍ଲୀ -ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦମଦାର ପାରିର ଲାଭ ମିଳିଛି ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କୁ । ୧୫ ଜଣ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି ଗିଲ୍ । ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାକିଂରେ…

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡ଼ିରୁ ଜବତ ହେଲା ୩ ଲକ୍ଷ ଟଙ୍କା

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ । ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଘରେ ରେଡ୍ ହୋଇଛି । ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ।…

କେଶାଇପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

କେଶାଇପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ବରଗଡ଼:(ପବିତ୍ର ମେହେର)::ବିଦ୍ୟାଳୟ ତଥା ଗ୍ରାମ୍ୟ ପରିବେଶକୁ ସବୁଜ ସୁନ୍ଦର କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳନ ଅବସରରେ “ମାଁ…

ବାଞ୍ଜିପାଲି ଅଙ୍ଗନବାଡି କେନ୍ଦ୍ରରେ ଆଣ୍ଠୁଏ ପାଣି, ପାଠପଢାରେ ବ୍ୟାଘାତ

ବାଞ୍ଜିପାଲି ଅଙ୍ଗନବାଡି କେନ୍ଦ୍ରରେ ଆଣ୍ଠୁଏ ପାଣି, ପାଠପଢାରେ ବ୍ୟାଘାତ ବରଗଡ:୯/୭(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲୁଣ୍ଡା ଗ୍ରାମ ପଂଚାୟତ ବାଞ୍ଜିପାଲି ଅଙ୍ଗନବାଡି କେନ୍ଦ୍ରଟି ବିପଦ ଶଂକୁଳ ଅବସ୍ଥାରେ ଅଛି |ବର୍ଷାରେ କୋଠା ଭିତରେ ପାଣି ଗଳୁଛି |ଏପରି କି…

ବିପଦ ମୁଖା ହଳଦୀପାଲି ଖରଜୁରା ନାଲା କୁ ବିକାଶ କେବେ ଛୁଇଁବ? ବିକାଶ ଫାଟି ଆଁ କରିଛି

ବିପଦ ମୁଖା ହଳଦୀପାଲି ଖରଜୁରା ନାଲା କୁ ବିକାଶ କେବେ ଛୁଇଁବ? ବିକାଶ ଫାଟି ଆଁ କରିଛି ବରଗଡ:୮/୭(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମ ପଂଚାୟତରୁ ହଳଦୀପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଖରଜୋରା…