Month: July 2025

ମତ୍ସ୍ୟ ସେବା ଓ ଉଦ୍ୟାନ-କୃଷି ସେବା କ୍ୟାଡରର ପୁର୍ନବିନ୍ୟାସକୁ ଅନୁମୋଦନ: ସୃଷ୍ଟି ହେବ ୨୮୪ଟି ନୂତନ ପଦବୀ

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ମତ୍ସ୍ୟଚାଷ ସେବା ଏବଂ ଓଡିଶା ଉଦ୍ୟାନ କୃଷି ସେବା କ୍ୟାଡରର ବିଭିନ୍ନ ପଦବୀ ଗୁଡିକର ପୁର୍ନବିନ୍ୟାସ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟ ସରକାର ମତ୍ସ୍ୟଚାଷ ଓ ଉଦ୍ୟାନ କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର…

ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୂବନେଶ୍ୱର: ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମହିଳା କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିଛନ୍ତି । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ…

ଦେଶରେ ତିଆରି ହେଲା ପ୍ରଥମ ସୁପର ଫାଷ୍ଟ ମାଉଣ୍ଟେଡ୍ ବନ୍ଧୁକ, ମିନିଟରେ ଶତ୍ରୁକୁ କରିବ ଧ୍ୱଂସ

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ, DRDO ଆଉ ଏକ ପ୍ରମୁଖ ସଫଳତା ହାସଲ କରିଛି । DRDOର ଯାନବାହନ ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (VRDE) ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ମାଉଣ୍ଟେଡ୍ ଗନ୍ ସିଷ୍ଟମ୍ (MGS) ବିକଶିତ…

ରାସୋଳ କୁମାର କ୍ଲବ ର ସଭାଗୃହ ଉଦଘାଟିତ

ରାସୋଳ କୁମାର କ୍ଲବ ର ସଭାଗୃହ ଉଦଘାଟିତ ହିନ୍ଦୋଳ :7/7/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ପଂଚାୟତ ର ବହୁ ପୁରାତନ ଓ ପ୍ରତିଷ୍ଠିତ କୁମାର କ୍ଲବ ର ନୂତନ ସଭାଗୃହ ଆଜି ବ୍ଲକ ଉପାଧ୍ୟକ୍ଷ ବରୁଣ ସର ଙ୍କ…

କାଣ୍ଡସର ଗ୍ରାମର ନୂତନ ଶ୍ମଶାନ ଗୃହ ଉଦଘାଟିତ

କାଣ୍ଡସର ଗ୍ରାମର ନୂତନ ଶ୍ମଶାନ ଗୃହ ଉଦଘାଟିତ ଅନୁଗୋଳ – ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମର ଭଣ୍ଡାରି ପୋଖରୀ ନିକଟରେ ଆଜି ନାଲକୋ ପାରିପାର୍ଶିକ ଉନ୍ନୟନ ପାଣ୍ଠି ରୁ ନିର୍ମିତ ଏକ ଶ୍ମଶାନ ଗୃହ ଓ ହରିଶ୍ଚନ୍ଦ୍ର ଗୃହ ଶୁଭ…

ପ୍ରସିଦ୍ଧ ତାଳଚେର ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପ୍ରସିଦ୍ଧ ତାଳଚେର ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଅଗଷ୍ଟ ୨୭ ରେ ପୂଜା ଓ ୭ ତାରିଖ ଇନ୍ଦୁ ପୂର୍ଣ୍ଣିମାରେ ଭସାଣି: ଡିଜେକୁ ସମ୍ପୂର୍ଣ୍ଣ ନିଷିଦ୍ଧ ।।ଶାନ୍ତି ଶୃଙ୍ଖଳା ପୂଜାଓ ଭସାଣି ଉପରେ ଗୁରୁତ୍ଵାରୋପ ତାଳଚେର,୭/୭: ତାଳଚେରର…

ଜଳବନ୍ଦୀରେ ରେମୁଁଆ ଓ ଚାଳିଆକୂଟ୍ଟା ଗ୍ରାମବାସୀ : ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି

ଜଳବନ୍ଦୀରେ ରେମୁଁଆ ଓ ଚାଳିଆକୂଟ୍ଟା ଗ୍ରାମବାସୀ : ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି ତାଳଚେର, ୦୭/୦୭ ତାଳଚେର ପୌରପରିଷଦ ଅନ୍ତର୍ଗତ ୧୨ନମ୍ବର ୱାର୍ଡ଼ ରେମୁଁଆ ଗ୍ରାମବାସୀ ଏଇକେଇ ଦିନ ହେବ ଲଗାଣ ବର୍ଷା ହେବା ଫଳରେ ୱାର୍ଡ଼ବାସୀ…

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ଭବାନୀପାଟଣା : ତା. ୦୭.୦୭.୨୦୨୫ – କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ…

ସ୍ବଚ୍ଛତା ହିଁ ସେବା, ଆସ ଆମେ ବଦଳିବା”ଏହି ଅଭିଯାନ କୁ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

“ସ୍ବଚ୍ଛତା ହିଁ ସେବା, ଆସ ଆମେ ବଦଳିବା”ଏହି ଅଭିଯାନ କୁ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓଡିଶା ର ପୁରୀ ଜିଲ୍ଲା ରେ ହେଉଥିବା ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ଅଟେ। ଏହି ସମୟରେ ସାରା ଭାରତ ରୁ ଲୋକେ…

ରାଜସ ଅମଲା ସଂଘର ଦାବୀ ପୂରଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ-ଦାବୀ ପୁରଣ ନହେଲେ ୧୪ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ଯିବେ

ରାଜସ ଅମଲା ସଂଘର ଦାବୀ ପୂରଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ-ଦାବୀ ପୁରଣ ନହେଲେ ୧୪ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ଯିବେ ଢେ଼ଙ୍କାନାଳ ରାଜସ୍ବ ଅମଲା ସଂଘର ୧୦ ଦଫା ଦାବୀ ପୂରଣ ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ) ଲଳିତ…