ମା ସୁକିଆବାଉତି ଙ୍କ ପୀଠରେ ନବରାତ୍ର ଖୁବ ଧୁମ ଧାମରେ ପାଳନ ହେଉଥିବାବେଳେ, ଆଜି ଦୁର୍ଗାଅଷ୍ଟାମୀରେ ଶ୍ରଦ୍ଧାଳୁଙ୍କ ଭିଡ଼
ମା ସୁକିଆବାଉତି ଙ୍କ ପୀଠରେ ନବରାତ୍ର ଖୁବ ଧୁମ ଧାମରେ ପାଳନ ହେଉଥିବାବେଳେ, ଆଜି ଦୁର୍ଗାଅଷ୍ଟାମୀରେ ଶ୍ରଦ୍ଧାଳୁଙ୍କ ଭିଡ଼। ହିନ୍ଦୋଳ :29/09/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର କୁନୁଆ ଠାରେ ପ୍ରସିଦ୍ଧ ମା ସୁକିଆବାଉତି ଙ୍କ ପୀଠରେ ମାଙ୍କର ନବରାତ୍ର ପୂଜା ଖୁବ…
