ବ୍ଲକ ସ୍ତରୀୟ ଭଲ୍ଲୀ ବଲ ପ୍ରତିଯୋଗିତା, ପାରିକୁଳ ଷ୍ଟାଡିୟମ ରେ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ଭଲ୍ଲୀ ବଲ ପ୍ରତିଯୋଗିତା, ପାରିକୁଳ ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇ ଯାଇଛି.. ଏଥିରେ ହିନ୍ଦୋଳ ର ବିଭିର୍ଣ ବିଦ୍ୟାଳୟ ରୁ 70ଜଣ ଛାତ୍ରଛାତ୍ରୀ…
