Month: November 2025

ଚାଷୀ-ଶ୍ରମିକ-ଛାତ୍ର-ମହିଳାଙ୍କ ଜ୍ବଳନ୍ତ ଦାବିରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଗଣବିକ୍ଷୋଭ

ଭୁବନେଶ୍ୱର: ଜନଜୀବନର ଜ୍ୱଳନ୍ତ ଦାବି ନେଇ ଆଜି ରାଜ୍ୟ ସଚିବାଳୟ ମାର୍ଗରେ ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମଗ୍ର ୩୦ଟି ଜିଲ୍ଲାରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ, ମୂଲିଆ, ମହିଳା, ଶ୍ରମିକ, କର୍ମଚାରୀ, ସ୍କିମ୍ ଶ୍ରମିକ, ଛାତ୍ର, ଯୁବକ,…

ୟୁସିସିଆଇଏଲ କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଚାମ୍ୱର୍‌ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (UCCIL) ପକ୍ଷରୁ ଅନୁଷ୍ଠିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି, ଯାହା…

ହାଇୱା ଗାଡ଼ିରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତକଲେ ଅଗ୍ନିଶମ ବିଭାଗ

ହାଇୱା ଗାଡ଼ିରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତକଲେ ଅଗ୍ନିଶମ ବିଭାଗ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରୁଗୁଢ଼ି ଥାନା ଅନ୍ତର୍ଗତ ପାଞ୍ଚଶହ କୋଡ଼ିଏ ନମ୍ବର୍ ରାଜପଥ ଭଦ୍ରାସାହି ରୁଗୁଢି ରାସ୍ତା ବାରବାଙ୍କ ନିକଟରେ ଚଳନ୍ତା ହାଇୱା ଗାଡ଼ିରେ ଲାଗିଲା ନିଆଁ। ରାସ୍ତା…

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଦ୍ୱାରା ଓଡ଼ିଶା କୃଷି ଶିଳ୍ପ ନିଗମର ନୂତନ ମୁଖ୍ୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଓଡ଼ିଶା କୃଷି ଶିଳ୍ପ ନିଗମର ନୂତନ ମୁଖ୍ୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଭୁବନେଶ୍ୱର ସତ୍ୟନଗର ସ୍ଥିତ ପ୍ଲଟ ନମ୍ବର ୯୫ ରେ ଅବସ୍ଥିତ ଓଡ଼ିଶା କୃଷି ଶିଳ୍ପ…

ବିହାର ବିଧାନସଭା : ନରେନ୍ଦ୍ର ଯାଦବ ହେଲେ କାମଚଳା ବାଚସ୍ପତି

ଜେଡିୟୁ ବିଧାୟକ ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ । ଗୟା ଆସନରୁ ନବମ ଥର ପାଇଁ ଜିତିଥିବା ବିଜେପି ବିଧାୟକ ପ୍ରେମ କୁମାର ବାଚସ୍ପତି ଭାବରେ ନିର୍ବାଚିତ ହୋଇପାରନ୍ତି । ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଲଗାତାର…

ରାଜଧାନୀର ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ, ୧୧ ଦଫା ଦାବି

ଭୁବନେଶ୍ୱର : ଗର୍ଜିଲେ ଅଙ୍ଗନବାଡି କର୍ମୀ । ରାଜଧାନୀର ଲୋୟର ପିଏମଜିରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ । ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ କର୍ମୀ । ୧୧ ଦଫା ଦାବି ପୂରଣ ପାଇଁ ରଣହୁଙ୍କାର ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ । ଅଙ୍ଗନବାଡ଼ିକର୍ମୀ…

ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ, ୪ ଶହ ପାର କଲା ଦିଲ୍ଲୀ AQI

ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ । ୪ ଶହ ପାର କଲା AQI । ଲଗାତାର ଦିଲ୍ଲୀର ପ୍ରଦୂଷଣ ସ୍ତର ବଢ଼ିବାରେ ଲାଗିଛି। ଫଳରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ତରରେ ପହଞ୍ଚିଛି । କିଛି କ୍ଷେତ୍ରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪…

୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଅତିରିକ୍ତ ବଜେଟକୁ ମୋହର; ୨୮ରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ନଭେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ଅତିରିକ୍ତ ବଜେଟ ଅଧିବେଶନର ଅବ୍ୟବହିତ ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବାଭବନର ତୃତୀୟ ମହଲାରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ…

ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: କମିଶନରେଟ୍ ପୋଲିସର ଟ୍ରାଫିକ୍ କଟକଣା ଜାରି

କମିଶନରେଟ୍ ପୋଲିସ ଆଜି ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ପାଇଁ ଏକ ଟ୍ରାଫିକ୍ ପରାମର୍ଶ ଜାରି କରିଛି, ଯାହା ନଭେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି । କମିଶନରେଟ୍ ପୋଲିସ ଏକ କଟକଣା ଜାରି କରି ସହର ପୋଲିସ ଓଡ଼ିଶା…

ଭାରତ ଜିତିଲା ମହିଳା କବାଡ଼ି ବିଶ୍ବକପ୍

ଭାରତୀୟ ମହିଳା କବାଡ଼ି ଦଳ ଲଗାତାର ଦ୍ବିତୀୟ କବାଡ଼ି ବିଶ୍ବକପ୍ ଜିତି ସମଗ୍ର ଦେଶକୁ ଗର୍ବିତ କରିଛି। ସୋମବାର ଫାଇନାଲ୍‌ରେ ଭାରତୀୟ ଦଳ ଚାଇନିଜ୍ ତାଇପେଇକୁ ୩୫-୨୮ରେ ହରାଇଥିଲା। ପୂରା ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଆଧିପତ୍ୟ ବିସ୍ତାର କରିଥିଲେ। ଯାହା ଏହି…