ଆସନ୍ତା ୩୦ ତାରିଖରେ ସର୍ବଦଳୀୟ ବୈଠକ, କିରେନ ରିଜିଜୁଙ୍କ ସୂଚନା
ଆସନ୍ତା ୩୦ ତାରିଖରେ ସର୍ବଦଳୀୟ ବୈଠକ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସୂଚନା । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବୈଠକ । ଡିସେମ୍ବର ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ । Post Views: 12
ଆସନ୍ତା ୩୦ ତାରିଖରେ ସର୍ବଦଳୀୟ ବୈଠକ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସୂଚନା । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବୈଠକ । ଡିସେମ୍ବର ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ । Post Views: 12
ଡିଜିଟାଲ ଡେସ୍କ: ଇଥୋପିଆରେ ୧୨ହଜାର ବର୍ଷ ପରେ ରବିବାର ହଠାତ୍ ଫାଟିଲା ଜ୍ୱାଳାମୁଖୀ । ଏହି ବିସ୍ଫୋରଣରୁ ନିର୍ଗତ ପାଉଁଶ ଏବଂ ସଲଫର ଡାଇଅକ୍ସାଇଡ୍ ପ୍ରାୟ ୧୫ହଜାର କିଲୋମିଟର ଉଚ୍ଚତାରେ ପହଞ୍ଚିଥିଲା । ଏହା ଲାଲ ସାଗର ଦେଇ ବ୍ୟାପି ୟେମେନ…
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା । ଧର୍ମଧ୍ବଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା। ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍’ ।ମାର୍ଗଶିର ମାସ ଶୁକ୍ଳପକ୍ଷ…
ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତ ଆଜିର ରାଶିଫଳ – 25 ନଭେମ୍ବର 2025(ଶୁଭ ସଂଖ୍ୟା • ଶୁଭ ରଙ୍ଗ • ଶୁଭ ସମୟ • ପ୍ରତିକାର ସହ) ♈ ମେଷ – ଆଜି ଆପଣଙ୍କ ପ୍ରୟାସର ସଠିକ୍ ଫଳ ମିଳିବ। କାମରେ…
ମସ୍କୋ: ୟୁକ୍ରେନ୍ ଉପରେ ରୁଷ୍ ବର୍ଷର ସବୁଠାରୁ ବଡ ଆକ୍ରମଣ କରିଛି। ରୁଷ୍ର ଏହି ଭୟଙ୍କର ଆକ୍ରମଣରେ ପ୍ରାୟ ୩୩ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଶିଶୁ ଏବଂ କିଛି ମହିଳା ମଧ୍ୟ ସାମିଲ ଅଛନ୍ତି। ସେହିପରି ଶହେରୁ ଊର୍ଦ୍ଧ୍ୱ…
ନୁଆ ସିଜେଆଇ ଭାବେ ଶପଥ ନେଳଏ ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ଚିଫ୍ ଜଷ୍ଟିସ ଭାବେ ନେଇଛନ୍ତି ଦାୟିତ୍ୱ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପୂର୍ବରୁ ସିଜେଆଇ ବିଆର…
ଅତିରିକ୍ତ ବଜେଟ୍ କୁ ଅନୁମୋଦନ ଭୁବନେଶ୍ବର: ଓଡ଼ିଶା ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ୍ କୁ ଅନୁମୋଦନ ମିଳିଛି। ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା। ନଭେମ୍ବର ୨୮ ତାରିଖରେ ଓଡ଼ିଶା ବିଧାନସଭାରେ ଉପସ୍ଥାପନ ହେବ ୧୦ ହଜାର…
ଭାରତର ଲୌହ ପୁରୁଷ ସର୍ଦାର ପଟେଲଙ୍କ ୧୫୦ତମ ଜନ୍ମ ଦିବସ ଉପଲକ୍ଷେ ଏକତା ପଦଯାତ୍ରା”ଯୋଗଦେଲେ ମାନ୍ୟବର ସାଂସଦ,ବିଧାୟକ, ଜିଲ୍ଲାପାଳ, ବରିଷ୍ଠ ପଦାଧିକାରୀ, ଜନସାଧାରଣ, ଛାତ୍ର ଛାତ୍ରୀ” ଭବାନୀପାଟଣା:-ତା 24.11.2025 ମହାପୁରୁଷ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ 150 ତମ…
ଵଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ ଡିସଚାର୍ଜ କରାଯାଇ…
ଅନୁଗୋଳ ବନ ବିଭାଗର ଭ୍ରାମ୍ୟମାଣ ପଶୁଚିକିତ୍ସା ୟୁନିଟ୍ (MVU) ଦଳ ବିଭିନ୍ନ ବନାଞ୍ଚଳ ଅନ୍ତର୍ଗତ ଅନେକ ଗ୍ରାମରେ ପଶୁ ସ୍ୱାସ୍ଥ୍ୟ, ଟୀକାକରଣ ଏବଂ କୃମିନାଶକ ଶିବିର ପରିଚାଳନା କରିଥିଲେ। ଏହି ଶିବିରଗୁଡ଼ିକର ଲକ୍ଷ୍ୟ ଥିଲା ପଶୁପାଳନ ଏବଂ ସମ୍ପ୍ରଦାୟ-ମାଲିକାନାଧୀନ ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟକୁ…