କାରାଖେଣ୍ଡରା ଯୁବକ ସଂଘ ପକ୍ଷରୁ ନକ୍ ଆଉଟ୍ ଫୁଟବଲ୍ ଟୁର୍ନାମେଣ୍ଟ ଆୟୋଜିତ
କାରାଖେଣ୍ଡରା ଯୁବକ ସଂଘ ପକ୍ଷରୁ ନକ୍ ଆଉଟ୍ ଫୁଟବଲ୍ ଟୁର୍ନାମେଣ୍ଟ ଆୟୋଜିତ କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ପଞ୍ଚାୟତ ସ୍ଥିତ କାରାଖେଣ୍ଡରା ଗ୍ରାମରେ ନକଆଉଟ୍ ଫୁଟବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏହି…
