Month: November 2025

ରବିବାରରେ କାମ କଲେ ମୁଖ୍ୟମନ୍ତ୍ରୀ, ତିନି ଦିନିଆ ଦିଲ୍ଲୀଗସ୍ତର ଥିଲେ

ତିଦିନିଆ ଦିଲ୍ଲୀ ଗସ୍ତରୁ ଫେରି ସିଧାସଳଖ ଲୋକସେବା ଭବନ ଆସି ସରକାରୀ କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଦୁଇଟି କାର୍ଯ୍ୟକ୍ରମ ଏବଂ ରାଜ୍ୟ…

ଆଜିର ରାଶିଫଳ

ଏହା ୨୩ ନଭେମ୍ବର ୨୦୨୫ (ରବିବାର) ପ୍ରସ୍ତୁତ “ଜାଗ୍ରତ ଭାରତ ନ୍ୟୁଜ୍” ଆଜିର ରାଶିଫଳ, ଶୁଭ ସଂଖ୍ୟା – ଶୁଭ ରଙ୍ଗ – ଶୁଭ ସମୟ – ପ୍ରତିକାର ସହ ତିଆରି କରାଗଲା ✔️ ♈ ମେଷ – ଆଜି ପରିଶ୍ରମର…

ଆନ୍ତଃରାଜ୍ୟ ସାଇବର-ଆର୍ଥିକ ଠକେଇ ରାକେଟର ପର୍ଦ୍ଦାଫାସ

ନୂଆଦିଲ୍ଲୀ – ଦିଲ୍ଲୀ ପୋଲିସର ଅପରାଧ ଶାଖା ସାଇବର ସେଲ୍ ଏକ ଆନ୍ତଃରାଜ୍ୟ ସାଇବର-ଆର୍ଥିକ ଠକେଇ ରାକେଟର ପର୍ଦ୍ଦାଫାସ କରିଛି ଏବଂ ଏକ ନିବେଶ ଠକେଇରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗ ନକଲି ବାଣିଜ୍ୟ ପ୍ଲାଟଫର୍ମ ବ୍ୟବହାର…

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମାଲାକା ଷ୍ଟ୍ରେଟ୍ ଓ ଏହାର ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି…

ରତ୍ନଭଣ୍ଡାର ଗଣତିମଣତି ପାଇଁ ଜାରୀ ହେବ ଏକ ନୂଆ ଏସଓପି, ପର୍ଯ୍ୟାୟ କ୍ରମେ ହେବ କାର୍ଯ୍ୟ

ପୁରୀ: ଖୁବ ଶିଘ୍ର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଜିନିଷ ଗଣତିମଣତି ପାଇଁ ଜାରୀ ହେବ ନୂଆ ଏସଓପି। ସେହି ଅନୁସାରେ କମିଟ ଏହି ଜିନିଷର ନାମ ଓ ସଂଖ୍ୟା ନିର୍ଦ୍ଧାରଣ କରିବେ। ତେବେ ଗୋଟିଏ ଦିନରେ ନୁହେଁ ପର୍ଯ୍ୟାୟ କ୍ରମେ ଏହି…

ସିଏସଆର ଏବଂ ସଷ୍ଟେନେବିଲିଟି କନକ୍ଲେଭ ୨୦୨୫ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ

ଭୁବନେଶ୍ଵର: ଓଡ଼ିଶା ଷ୍ଟେଟ କନଭେନସନ ହଲରେ ଉପମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଦୁଇ ଦିନିଆ ସିଏସଆର ଏବଂ ସଷ୍ଟେନେବିଲିଟି କନକ୍ଲେଭ ୨୦୨୫ ଉଦ୍ଘାଟିତ ହୋଇଯାଇଛି। ଏହି ସମ୍ମିଳନୀ ସିଏସଆର-ନିଧିକୃତ ନବସୃଜନ ପ୍ରଦର୍ଶନ କରିବ, ବିଭିନ୍ନ କ୍ଷେତ୍ରୀୟ ସହଯୋଗକୁ…

ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଦୃଢୋକ୍ତି ପ୍ରକାଶ…

୧୨୦ ସୁନ୍ଦରୀଙ୍କୁ ପଛରେ ପକାଇ ଫାତିମା ବସ୍‌ଚ୍ ମିସ୍ ୟୁନିଭର୍ସ

ବିଶ୍ୱର ୧୨୦ରୁ ଅଧିକ ଦେଶର ସୁନ୍ଦରୀମାନଙ୍କୁ ପଛରେ ପକାଇ ଥାଇଲ୍ୟାଣ୍ଡର ନନ୍ଥବୁରିରେ ଆୟୋଜିତ ହୋଇଥିବା ୭୪ତମ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ମେକ୍ସିକୋର ପ୍ରତିନିଧି ଫାତିମା ବସ୍‌ଚ୍ ବିଜୟୀ ହୋଇଛନ୍ତି। ୨୪ ବର୍ଷୀୟ ଫାତିମା ଏହି ମର୍ଯ୍ୟାଦାଜନକ ମୁକୁଟ ହାସଲ କରିଛନ୍ତି।…

ଆତଙ୍କବାଦୀ ଆଡ୍ଡା ଧ୍ୱଂସ; ବିପୁଳ ସଂଖ୍ୟକ ରାଇଫଲ୍ ଏବଂ ଗ୍ରେନେଡ୍ ଉଦ୍ଧାର

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ ଘାଟିରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ନିୟନ୍ତ୍ରଣ ରେଖା ନିକଟରେ ହନ୍ଦୱାଡା-ନୌଗାମ ସେକ୍ଟରରେ ଏକ ମିଳିତ ଅପରେସନ ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ଆତଙ୍କବାଦୀ ଆଡ୍ଡାକୁ ଠାବ କରିଛନ୍ତି ।…

ବିଶ୍ୱ ଟେଲିଭିଜନ ଦିବସ ୨୦୨୫; ସାରା ଭାରତରେ ୨୩୦ ନିୟୁତ ପରିବାରକୁ କରୁଛି ସଂଯୋଗ

ନୁଆଦିଲ୍ଲୀ: ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯାଏ। ଏହି ଦିବସ ଟେଲିଭିଜନକୁ ସୂଚନା ଦେବା, ଶିକ୍ଷା ଦେବା ଏବଂ ଜନମତକୁ ପ୍ରଭାବିତ କରିବା ଏବଂ ଯୋଗାଯୋଗ ତଥା ବିଶ୍ୱ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ…