Month: November 2025

କମିବ ବାଲି ଦର

ଭୁବନେଶ୍ବର: ବାଲି ପାଇଁ MSP ଲାଗୁ କରିବେ ସରକାର । ଆଉ ମନ ଇଚ୍ଛା ଦର ବଢାଇ ପାରିବେନି ଲିଜ ଧାରୀ । ସରକାର ନିର୍ଦ୍ଧାରିତ କରିଥିବା MSP ଦରରେ ହିଁ ବିକ୍ରି କରିବେ ଲିଜ୍ ଧାରୀ । ସାରା ରାଜ୍ୟରେ…

ହିନ୍ଦୋଳର ଫେରାର ପୂର୍ବ ଟ୍ରେଜେରି ଅଫିସର ଗିରଫ

*ହିନ୍ଦୋଳର ଫେରାର ପୂର୍ବ ଟ୍ରେଜେରି ଅଫିସର ଗିରଫ* ହିନ୍ଦୋଳ -ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସବ଼ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ମନୋରଞ୍ଜନ ସାହୁ ଭିଜିଲାନ୍ସ ଦ୍ୱାରା ଗିରଫ କୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।…

ଅସହାୟର ସହାୟକ ହେଲେ “ଛୋଟଏକ ପ୍ରୟାସ” ଅନୁଷ୍ଠାନ”

*ଅସହାୟର ସହାୟକ ହେଲେ “ଛୋଟଏକ ପ୍ରୟାସ” ଅନୁଷ୍ଠାନ ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଥିବା ଅଗ୍ରଣୀ ସ୍ୱଚ୍ଛସେବୀ ସଂଗଠନ “ଛୋଟ ଏକ ପ୍ରୟାସ ” ସଦାସର୍ବଦା ଅସହାୟ ମାନଙ୍କ ସହ ଛିଡା ହୋଇ ସହାୟତା କରି ଆସୁଛି। ସେହିପରି ଏକ ମହତ…

ମହୁଲପାଲି ହାଇ ସ୍କୁଲରେ ସହିଦ ଲକ୍ଷ୍ମଣ ନାଏକ ଜୟନ୍ତୀ ପାଳିତ ,ବନ୍ୟ ପ୍ରାଣୀ ଓ ଅହିଂସା ଶୀର୍ଷକ ଆଲୋଚନା ଚକ୍ର

ମହୁଲପାଲି ହାଇ ସ୍କୁଲରେ ସହିଦ ଲକ୍ଷ୍ମଣ ନାଏକ ଜୟନ୍ତୀ ପାଳିତ ,ବନ୍ୟ ପ୍ରାଣୀ ଓ ଅହିଂସା ଶୀର୍ଷକ ଆଲୋଚନା ଚକ୍ର ବାମରା:୨୨ /୧୧: ବାମରା ବ୍ଲକ ଅନ୍ତର୍ଗତ ମହୁଲପାଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ସଭା କକ୍ଷରେ ବିଶିଷ୍ଟ ସ୍ଵାଧୀନତା…

ସେଣ୍ଟଜାଭିଅର ସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ

*ସେଣ୍ଟଜାଭିଅର ସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ଷ୍ଟିତ ଇଂରାଜୀ ମିଡ଼ିଅମ ସେଣ୍ଟ ଜାଭିଅର ସ୍କୁଲର ବିଜ୍ଞାନମେଳା ଆଜି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ହିନ୍ଦୋଳର ଆସିଷ୍ଟାଣ୍ଟ କଲେକ୍ଟର ବିଶ୍ୱଜିତ ରାଉତ ଯୋଗଦେଇ ଉଦଘାଟନ କରିଥିବାବେଳେ ସମ୍ନାନିତ…

ଓ.ପି. ଜିନ୍ଦଲ ସ୍କୁଲରେ ୧୧ତମ ବାର୍ଷିକ ପୁସ୍ତକ ମେଳା ଆୟୋଜିତ

ଓ.ପି. ଜିନ୍ଦଲ ସ୍କୁଲରେ ୧୧ତମ ବାର୍ଷିକ ପୁସ୍ତକ ମେଳା ଆୟୋଜିତ ଅନୁଗୁଳ, ୨୨ ନଭେମ୍ବର, ୨୦୨୫ : ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ୨୧ ଏବଂ ୨୨ ନଭେମ୍ବର ଦୁଇ ଦିନ ଧରି ୧୧ତମ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି…

ଆମେରିକା ସହିତ ତିକ୍ତ ଶୁଳ୍କ ଯୁଦ୍ଧ ମଧ୍ୟରେ ଭାରତ ନେଲା ବଡ ପଦକ୍ଷେପ: ଖୁସି ହେବ ପଡ଼ୋଶୀ ଚୀନ୍

ନୁଆଦିଲ୍ଲୀ: ଆମେରିକା ଏକ ବାଣିଜ୍ୟ ଚୁକ୍ତି ପାଇଁ ରାଜି ହେବାର ନିକଟତର ବୋଲି କୁହାଯାଉଛି। ଏହା ଆଶା କରାଯାଉଛି ଯେ, ଆମେରିକା ଶୁଳ୍କ ହାର ହ୍ରାସ କରିବ, ଭାରତୀୟ ରପ୍ତାନିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ସେମାନଙ୍କୁ ଆମେରିକା ବଜାରରେ…

ଚାରୋଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀକୁ ସ୍ୱାଗତ କଲା ଭାରତୀୟ ମଜଦୁର ସଂଘ

ନୂଆଦିଲ୍ଲୀ- ଭାରତୀୟ ମଜଦୁର ସଂଘ ଚାରୋଟି ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀକୁ ସ୍ୱାଗତ କରିଛି। ମଜଦୁର ସଂଘର ଜାତୀୟ ସମ୍ପାଦକ ଗିରିଶ ଆର୍ଯ୍ୟ କହିଛନ୍ତି ଯେ, ସ୍ୱାଧୀନତା ପରଠାରୁ ଏହା ଶ୍ରମିକଙ୍କ ସପକ୍ଷରେ ସବୁଠାରୁ ବଡ଼ ସଂସ୍କାର। ସେ କହିଛନ୍ତି ଯେ,…

ଜି-୨୦ ନେତା ସମ୍ମିଳନୀରେ ବିଭିନ୍ନ ଦେଶର ନେତାଙ୍କ ସହ ଆଲୋଚନା କଲେ ପିଏମ ମୋଦୀ

ଜୋହାନ୍ସବର୍ଗ (ଦକ୍ଷିଣ ଆଫ୍ରିକା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ନେତା ସମ୍ମିଳନୀରେ ବିଭିନ୍ନ ଦେଶର ନେତାଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭା, ଆବୁଧାବିର କ୍ରାଉନ ପ୍ରିନ୍ସ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ, ଦକ୍ଷିଣ…

ମୁମ୍ବାଇ ଧାରାଭିରେ ଭୟଙ୍କର ଅଗ୍ନିକାଣ୍ଡ, ହାର୍ବର ଲାଇନ ଲୋକାଲ ଟ୍ରେନ୍ ସେବା ପ୍ରଭାବିତ

ମୁମ୍ବାଇ -ଶନିବାର ଅର୍ଥାତ୍ ଆଜି ଅପରାହ୍ନରେ ମୁମ୍ବାଇର ଧାରାଭି ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହା ବ୍ୟାପକ ଆତଙ୍କ ସୃଷ୍ଟି କରିଛି । ରେଳ କ୍ରସିଂ ଏବଂ ନୁର ରେଷ୍ଟୁରାଣ୍ଟ ନିକଟରେ ଥିବା ପ୍ଲଟ୍ ନମ୍ବର ୧ର ନଭରଙ୍ଗ…