Month: November 2025

ହିନ୍ଦୋଳର ବୟୋଜ୍ୟଷ୍ଠ ନବସନ୍ଦାଙ୍କ ପରଲୋକ

*ହିନ୍ଦୋଳର ବୟୋଜ୍ୟଷ୍ଠ ନବସନ୍ଦାଙ୍କ ପରଲୋକ ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ବରିଷ୍ଠ ଦଲିଲଲେଖକ ଶତାୟୁ ବ୍ୟକ୍ତିତ୍ବ ବାଲୁଙ୍କେଶ୍ୱର ଦାସ ବାଲି ବାବୁଙ୍କ ପରଲୋକ ହୋଇଥିବା ଜଣାପଡିଛି। ହିନ୍ଦୋଳ ଏନଏସି ୱାର୍ଡ ନଂ ୮ ବାସିନ୍ଦା ସ୍ବର୍ଗତ ବାଲୁଙ୍କେଶ୍ୱର ଦାସ ଯିଏକି ବାଲି…

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଢେଙ୍କାନାଳ,୧୬/୧୧: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦ୍‌ଭାବନା ସଭାଗୃହରେ ଆୟୋଜିତ ସଭାରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦିପ୍ତି ରଞ୍ଜନ ସେଠୀ ମୁଖ୍ୟଅତିଥିଭାବେ…

Breaking….ଚଳନ୍ତା କାରରେ ଲାଗିଲା ନିଆଁ, ରାଜ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଗାଡ଼ି

Breaking….ଚଳନ୍ତା କାରରେ ଲାଗିଲା ନିଆଁ, ରାଜ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଗାଡ଼ି।ରାଜ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆର୍ଟିଗା କାର,କାର ଥିବା ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ସୁରକ୍ଷିତ ଥିବା ନେଇ ସୂଚନା, ଯାହାକି ସୂଚନା ରହିଛି ବଡ଼ବିଲ…

ଆର୍‌ଏସ୍‌ଏସ୍ ନେତାଙ୍କ ପୁଅକୁ ଗୁଳି କରି ହତ୍ୟା

ପଞ୍ଜାବ: ଫିରୋଜପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହିତ ଜଡିତ ଜଣେ ସ୍ଥାନୀୟ ନେତାଙ୍କ ପୁଅକୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାମ ୩୨ ବର୍ଷୀୟ ନବୀନ ଆରୋରା, ଯିଏ ସହରରେ ଏକ ଦୋକାନ ଚଳାଉଥିଲେ। ପୋଲିସ ଅନୁସାରେ, ଏକ…

କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଅଟକଳ, ମନ୍ତ୍ରୀଙ୍କ ସୂଚନା

କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଅଟକଳ, ମନ୍ତ୍ରୀଙ୍କ ସୂଚନା କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଅଟକଳ। ପରିକ୍ରମା ପ୍ରକଳ୍ପ ପାଇଁ ସମୀକ୍ଷା ପରେ ଆଇନ ମନ୍ତ୍ରୀଙ୍କ ସୂଚନା । କେନ୍ଦ୍ରାପଡ଼ା…

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ଅନୁଗୋଳ, ତା.୧୬.୧୧:- ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷିରେ ଗଣମାଧ୍ୟମ ବିଶ୍ଵାସନୀୟତାର…

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଠିକ ଖବର ପରିବେଷଣ ଓ ଗଠନମୂଳକ ସମାଲୋଚନା ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିଥାଏ । ମାତ୍ର ସାମ୍ପ୍ରତିକ ଦୁନିଆରେ ଅନେକ ସମୟରେ…

ଜାତୀୟ ପ୍ରେସ ଦିବସ ୨୦୨୫ ଅନୁଷ୍ଠିତ

ଜାତୀୟ ପ୍ରେସ ଦିବସ ୨୦୨୫ ଅନୁଷ୍ଠିତ ଆଜି ଭାରତର କୋଣ ଅନୁକୋଣ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତ ପବ୍ଲିକ ସ୍କୁଲ ଠାରେ ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ…

କାନନବାଳା ନନ୍ଦଙ୍କ ୧୫ତମ ଶ୍ରୁତିରେ ସମାଜ ସେବୀଙ୍କୁ ସମ୍ବର୍ଦ୍ଧିତ

କାନନବାଳା ନନ୍ଦଙ୍କ ୧୫ତମ ଶ୍ରୁତିରେ ସମାଜ ସେବୀଙ୍କୁ ସମ୍ବର୍ଦ୍ଧିତ ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବଲାଣି ଠାରେ ବିବେକାନନ୍ଦ – କାନନବାଳା ଫାଉଣ୍ଡେସନ ପକ୍ଷରୁ କାନନବାଳା ନନ୍ଦଙ୍କ ୧୫ତମ ଶ୍ରୁତି ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟେକ…

ବାରିଆ ଥାନା ଅନ୍ତର୍ଗତରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ଜଣେ ଗୁରୁତର ଆହତ

ବାରିଆ ଥାନା ଅନ୍ତର୍ଗତରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ଜଣେ ଗୁରୁତର ଆହତ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତରେ ଅଜଣା ଗାଡି ଧକ୍କା ରେ ଜଣେ ମୣତ ଜଣେ ଗୁରତର ଆହତ ହୋଇଥିବା ନେଇ ସୂଚନା l ବାରିଆ…