Month: November 2025

ଆଜି ଜାତୀୟ ପ୍ରେସ୍ ଦିବସ: ସ୍ୱାଧୀନ ଗଣମାଧ୍ୟମ ହିଁ ଗଣତନ୍ତ୍ରର ମୂଳଦୁଆ

📰 ଜାତୀୟ ପ୍ରେସ୍ ଦିବସ: ସ୍ୱାଧୀନ ଗଣମାଧ୍ୟମ ହିଁ ଗଣତନ୍ତ୍ରର ମୂଳଦୁଆ ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି, ନଭେମ୍ବର ୧୬ ତାରିଖରେ ସାରା ଦେଶରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଉଛି। ଭାରତରେ ଏକ ସ୍ୱାଧୀନ ଏବଂ ଦାୟିତ୍ୱବାନ ଗଣମାଧ୍ୟମର ଉପସ୍ଥିତିକୁ ସମ୍ମାନ ଜଣାଇବା…

ଆଜିର ରାଶିଫଳ – 16 ନଭେମ୍ବର 2025

ଜାଗ୍ରତ ଭାରତ ନ୍ୟୁଜ୍ ପାଇଁ ଆଜିର ରାଶିଫଳ (16 ନଭେମ୍ବର 2025) — ଶୁଭ ସଂଖ୍ୟା, ଶୁଭ ରଙ୍ଗ, ଶୁଭ ସମୟ ଓ ପ୍ରତିକାର ସହିତ ପ୍ରସ୍ତୁତ:🔮 ଆଜିର ରାଶିଫଳ – 16 ନଭେମ୍ବର 2025 ♈ ମେଷ ରାଶିଫଳ: ଆଜି…

ବିହାରରେ ପୁଣି ଏନଡିଏ ସରକାର, ୧୦ମ ଥର ପାଇଁ ପୁଣି ଶପଥ ନେବେ ନୀତିଶ

ବିହାରରେ ଏନଡିଏ ଏକ ବଡ଼ ବିଜୟ ହାସଲ କରିଛି । ଭାରତୀୟ ଜନତା ପାର୍ଟି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ଏନଡିଏ ମୋଟ ୨୦୨ଟି ଆସନରେ ବିଜୟୀ ହୋଇଥିବା ବେଳେ ତାମଧ୍ୟରୁ ବିଜେପି ୯୫ଟି ଓ ଜେଡିୟୁ…

ଶିମିଳିପାଳରେ ବାଘ ଗଣନା ଆରମ୍ଭ

ଶିମିଳିପାଳରେ ବାଘ ଗଣନା ଆରମ୍ଭ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥୋରିଟିର ଗାଇଡ ଲାଇନକୁ ଆଧାର କରି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ଆକଳନ ପ୍ରକିୟା ଆରମ୍ଭ କରାଯାଇଛି। NTCA ପ୍ରୋଟୋକଲ୍ ଅନୁଯାୟୀ ଆକଳନ ଦୁଇଟି ପର୍ଯ୍ୟାୟରେ କରାଯିବ, ପ୍ରଥମ…

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶନିବାର AIIMS ଯାଇ ସେଠାକାର ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହ୍ୟୁମାନ ସାଗର ଓଡ଼ିଶାର…

ସିଆଇଏସଏଫର ୪୭ତମ ବ୍ୟାଚର ଦୀକ୍ଷାନ୍ତ ସମାରୋହ

କଟକ: କଟକ ମୁଣ୍ଡଳୀସ୍ଥିତ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତାବାହିନୀ – ସିଆଇଏସଏଫର ୪୭ତମ ବ୍ୟାଚର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚରେ ୧୧ ଶହ ୨୮ ଜଣ ସିଆଇଏସଏଫ କର୍ମୀ ୪୩ ସପ୍ତାହର ପ୍ରଶିକ୍ଷଣ ପରେ ପ୍ରମାଣପତ୍ର ପାଇଛନ୍ତି। ସିଆଇଏସଏଫ ପୂର୍ବାଞ୍ଚଳ…

ଜନଜାତିଙ୍କ ବୀରତ୍ବର ଗାଥା ଉଜ୍ଜୀବିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ: ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ

ଖୋର୍ଦ୍ଧା: ଶନିବାର ଅପରାହ୍ନରେ ଜିଲ୍ଲା ସଦର ମହକୁମା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲା…

ଗୋପାଳପୁର ଆଶ୍ରମ ସ୍କୁଲରେ ସହୀଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ

*ବିର୍ସା ମୁଣ୍ଡା: ଜାତୀୟ ନାୟକ ଓ ଉପନିବେଶବାଦୀ ଶାସନ ବିରୁଦ୍ଧରେ ପ୍ରତିରୋଧର ପ୍ରତୀକ* *(ଗୋପାଳପୁର ଆଶ୍ରମ ସ୍କୁଲରେ ସହୀଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ)* ବରଗଡ଼:୧୫/୧୧(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଆଶ୍ରମ…

ଅର୍ଡ଼ାବାହାଳ ମହିଳା କନିଷ୍ଠ ମହାବିଦ୍ୟାଳୟରେ ଜନଜାତି ଗୌରବ ଦିବସ ସହ ଅଭିଭାବକ ସମାବେଶ

ଅର୍ଡ଼ାବାହାଳ ମହିଳା କନିଷ୍ଠ ମହାବିଦ୍ୟାଳୟରେ ଜନଜାତି ଗୌରବ ଦିବସ ସହ ଅଭିଭାବକ ସମାବେଶ କୁଚିଣ୍ଡା, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡ଼ା ବାହାଲସ୍ଥିତ କଲ୍ୟାଣ ବିଭାଗ ପରିଚାଳିତ ମହିଳା କନିଷ୍ଠ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ରଞ୍ଜନ ନାଏକଙ୍କ ସଭାପତିତ୍ବରେ ବିର୍ସା…

ଜନଜାତି ଗୌରବ ଦିବସ: ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ

ଜନଜାତି ସ୍ୱାଧୀନତା ସଂଗ୍ରାମୀ ଏବଂ ଉପନିବେଶ ଶାସନ ବିରୋଧୀ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀକୁ ମନେ ପକାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୧୫ ତାରିଖରେ ଭାରତରେ ଜନଜାତି ଗୌରବ ଦିବସ ପାଳନ କରାଯାଏ। ବିର୍ସା ମୁଣ୍ଡା ୧୮୭୪ ମସିହାରେ ଜନ୍ମଗ୍ରହଣ କରିଥିଲେ।…