Month: November 2025

୧୯୫୪ କୋଟି ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିର୍ସା ମୁଣ୍ଡା ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଭାରତ ଇତିହାସରେ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି। ଇଂରେଜ ଶାସନ ସମୟରେ ବିର୍ସା ଅନ୍ୟାୟ, ଅତ୍ୟାଚାରକୁ ବିରୋଧ କରି ବିହାର, ଝାଡଖଣ୍ଡ ଅଞ୍ଚଳର ସଂଗ୍ରାମୀ ମାନଙ୍କୁ ଏକାଠି ଏକ ବଡ…

୧୯ ନଭେମ୍ବରରେ ପିଏମ୍ କିସାନ୍ ସମ୍ମାନ ନିଧିର ୨୧ତମ କିସ୍ତି ମିଳିବ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ନଭେମ୍ବରରେ ପିଏମ୍ କିସାନ୍ ସମ୍ମାନ ନିଧିର ୨୧ତମ କିସ୍ତ ଜାରି କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବର୍ଷକୁ ୬୦୦୦ ଟଙ୍କାର ସିଧାସଳଖ ଆର୍ଥିକ ସହାୟତା ମିଳୁଛି ଏବଂ ପ୍ରତ୍ୟେକ କିସ୍ତ ଜାରି…

ବନ ବିଭାଗ ଦ୍ୱାରା ଆହତ ମାଇ ହାତୀର ଚିକିତ୍ସା ପ୍ରଦାନ

୧୫ ନଭେମ୍ବର, ୨୦୨୫ ଦିନ ପ୍ରାୟ ୧୨:୩୦ ସମୟରେ, ଅନୁଗୁଳ ବନ ବିଭାଗର ତାଳଚେର ରେଞ୍ଜର FCI ସେକ୍ସନର ଗଣ୍ଠିଗାଡ଼ିଆ ବିଟ୍ ଅଧୀନରେ ତୁଳସୀପାଳ ଆଲୁମୁଣ୍ଡା ରଗୁଡ଼ି ନିକଟରେ ଅନୁଗୁଳ ବନ ବିଭାଗର ମୋବାଇଲ୍ ପଶୁଚିକିତ୍ସା ୟୁନିଟ୍ (MVU) ଏବଂ ରାପିଡ୍…

ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା 2025

ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା 2025 ଅନୁଗୋଳ -15.11.25ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକର ବର ପଡିଆ ଠାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା 2025…

ବିହାରରେ ଏନ୍ ଡି ଏ ବିଜୟ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଣକ୍ୟ ନୀତି

ବିହାରରେ ଏନ୍ ଡି ଏ ବିଜୟ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଣକ୍ୟ ନୀତି ବିହାର: ନମସ୍କାର! ସ୍ୱାଗତ କରୁଛି ‘ନିର୍ବାଚନ ସ୍ପେଶାଲ୍’ କାର୍ଯ୍ୟକ୍ରମକୁ। ବିହାର ବିଧାନସଭା ନିର୍ବାଚନରେ ଜନତା ଦଳ (ୟୁନାଇଟେଡ୍) ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଏନ୍ ଡି…

ପାରାଦୀପ ସମୁଦ୍ରରେ ଛାୟା ସମରାଭ୍ଯାସ

ପାରାଦୀପ: ଜଗତ୍ସିଂହପୁର ଜିଲ୍ଲା ପାରାଦୀପ ସମୁଦ୍ରରେ ଛାୟା ସମରାଭ୍ଯାସ ଆରମ୍ଭ ହୋଇଛି। ଭାରତୀୟ କୋଷ୍ଟ ଗାର୍ଡ ପକ୍ଷରୁ ଚାଲିଛି ଦିନିକିଆ ସମରାଭ୍ଯାସ। ଜଳପଥରେ ଅନୁପ୍ରବେଶ ରୋକିବା ଏହାର ଲକ୍ଷ୍ୟ। Post Views: 19

କୁଚିଣ୍ଡା ଆଦିବାସୀ ଭବନରେ ନେହେରୁ ଜୟନ୍ତୀ ପାଳିତ

କୁଚିଣ୍ଡା ଆଦିବାସୀ ଭବନରେ ନେହେରୁ ଜୟନ୍ତୀ ପାଳିତ କୁଚିଣ୍ଡା:୧୪/୧୧: କୁଚିଣ୍ଡା ସ୍ଥିତ ଆଦିବାସୀ ଭବନରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଙ୍କ ସଭାପତିତ୍ବରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହର ଲାଲ ନେହେରୁ ଙ୍କ ଜୟନ୍ତୀ ଉତ୍ସବ ତଥା ଶିଶୁ ଦିବସ…

ଶିଶୁ ଦିବସରେ ଚିତ୍ରାଙ୍କନ ଓ କବିତା ପ୍ରତିଯୋଗିତା

ଶିଶୁ ଦିବସରେ ଚିତ୍ରାଙ୍କନ ଓ କବିତା ପ୍ରତିଯୋଗିତା: ସୃଜନଶୀଳତାର ଉତ୍ସବ ୧୪ ନଭେମ୍ବର ୨୦୨୫: ଶିଶୁ ଦିବସ ଉପଲକ୍ଷେ “ଚିଲ୍ଡରେନ୍ସ କର୍ନର” ଶିଶୁ ସୃଜନ ସଚେତନତା ଚିନ୍ତନ ଗୋଷ୍ଠୀ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ଓ କବିତା ଲିଖନ ପ୍ରତିଯୋଗିତା ଅତ୍ୟନ୍ତ ଉତ୍ସାହର…

ନୂଆପଡ଼ା ଉପ ନିର୍ବାଚନ ରେ ବିଜେପି ର ବିଶାଳ ବିଜୟ ଭବାନୀପାଟଣା ଠାରେ ବିଜୟ ଉତ୍ସବ ପାଳିତ

ନୂଆପଡ଼ା ଉପ ନିର୍ବାଚନ ରେ ବିଜେପି ର ବିଶାଳ ବିଜୟ ଭବାନୀପାଟଣା ଠାରେ ବିଜୟ ଉତ୍ସବ ପାଳିତ ନୂଆପଡା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ଭାଇ ଢୋଲକିଆ ଙ୍କ ଐତିହାସିକ ବିଜୟ ରେ ଓ ବିହାର ବିଧାନସଭା ନିର୍ବାଚନ…

କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ମାର୍ଗଶିର ମାସର ଉତ୍ପନ୍ନା ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ମାର୍ଗଶିର ମାସର ଉତ୍ପନ୍ନା ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା,…