Month: November 2025

କଟକରେ ଭୁଶୁଡିଲା କୋଠା ,୩ଜଣଙ୍କ ମୃତ୍ୟୁ

କଟକ ସହର ସ୍ଥିତ ମଣି ସାହୁ ଛକରେ କୋଠା ବାଲକୋନୀ ଭୁଶୁଡ଼ି ୩ ଜଣଙ୍କ ଜୀବନ ଯାଇଛି । କୁହାଯାଉଛି, ଏକ ପୁରୁଣା କୋଠାର ବାଲକୋନି ଭୁଶୁଡ଼ିବାରୁ ଘଟିଛି ଏହି ଅଘଟଣ। କୋଠାର ବାଲକୋନୀ, ଏକ ଆଜବେଷ୍ଟସ୍ ଘର ଉପରେ ପଡ଼ିଛି।…

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ନୂଆପଡ଼ା: ନୂଆପଡ଼ାରେ ରୋଡ୍‌ ଶୋ’ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ୍‌ ଶୋ’ କଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ରୋଡ୍‌ ଶୋ’ କରାଯାଇଛି। ରୋଡ୍‌ ଶୋ’…

ବଡ଼ବିଲ ବାନାଞ୍ଚଳ ଅନ୍ତର୍ଗତ ରେ ଶ୍ରୀଜଗନ୍ନାଥ ଷ୍ଟିଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚାଲିଛି ଅବୈଧ ଡ୍ରେନ ଖୋଲୁଛି

ବଡ଼ବିଲ ବାନାଞ୍ଚଳ ଅନ୍ତର୍ଗତ ରେ ଶ୍ରୀଜଗନ୍ନାଥ ଷ୍ଟିଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚାଲିଛି ଅବୈଧ ଡ୍ରେନ ଖୋଲୁଛି । ବଡ଼ବିଲ: କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ବଡବିଲ ବନାଞ୍ଚଳ ଅନ୍ତର୍ଗତ ଉଲିବୁରୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ଡ୍ରେନ ଖୋଲୁଛି…

ନାଲକୋ ଜୁନିଅର ଡିପିଏସ ସ୍କୁଲରେ ଫୁଟିଲା ବୋମା, ଦୁଇଗୋଷ୍ଠୀ ମଧ୍ୟରେ ବିବାଦ

ନାଲକୋ ଜୁନିଅର ଡିପିଏସ ସ୍କୁଲରେ ଫୁଟିଲା ବୋମା,ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଘରୋଇ କୋଚିଙ୍ଗ ଅନୁଷ୍ଠାନକୁ ବିଦ୍ୟାଳୟ ପରିସରରେ କୋଚିଙ୍ଗ ପାଇଁ ଅନୁମତି ଦେଲା କିଏ ଓ କାହିଁକି? ତିନି ଜଣ ସୁରକ୍ଷାକର୍ମୀ ବଦଳରେ ଜଣେ ସୁରକ୍ଷାକର୍ମୀ ଥିବାରୁ ଘଟୁଛି କି ଅଘଟଣ…

ଜାତୀୟ ରାଜପଥ ୫୨୦ରେ ଦୁର୍ଘଟଣା ଥମିବାର ନାଁ ଧରୁନି

ଜାତୀୟ ରାଜପଥ ୫୨୦ରେ ଦୁର୍ଘଟଣା ଥମିବାର ନାଁ ଧରୁନି କେନ୍ଦୁଝର ଜିଲ୍ଲା ଯେlଡାଥାନା ଅନ୍ତର୍ଗତରେ ଦୁଇ ଭାରିଯାନ ମଧ୍ୟରେ ମୁହାମୁହିଁ ଧକ୍କା ଚାଳକ ଗୁରୁତର। ସୂଚନା ଅନୁଯାୟୀ ଗତକାଲି ମଧ୍ୟ ରାତ୍ରୀ ରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା…

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ଭବାନୀପାଟଣା, ୭।୧୧: ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁରଭି-୨୦୨୫ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ…

୨୦୨୬ ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ

୨୦୨୬ ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ । ଆଜିଠୁ ୨୨ ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ରେଗୁଲାର, ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ଅନଲାଇନ୍‌ ବ୍ୟବସ୍ଥା ।…

ଜଗଦ୍‌ଗୁରୁ ଠାକୁର ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ଉଦ୍‌ଘାଟିତ

ଜଗଦ୍‌ଗୁରୁ ଠାକୁର ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ଉଦ୍‌ଘାଟିତ ଢେଙ୍କାନାଳ, ୭/୧୧: ଜଗଦ୍‌ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀ ତରଫରୁ ଠାକୁରଙ୍କ ଦ୍ବାବିଂଶତମ ବାର୍ଷିକ ଉତ୍ସବ…

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ “ବନ୍ଦେ ମାତରମ @୧୫୦” କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ “ବନ୍ଦେ ମାତରମ @୧୫୦” କାର୍ଯ୍ୟକ୍ରମ ଅନୁଷ୍ଠିତ ଢେଙ୍କାନାଳ, ୭ ନଭେମ୍ବର : ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ସଂଗୀତ “ବନ୍ଦେ ମାତରମ” ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ…

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ ଢେଙ୍କାନାଳ, ତା. ୦୭.୧୧.୨୦୨୫- ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ଉତ୍ସବରେ…