Month: December 2025

ଭୁବନେଶ୍ବର ବିମାନ ବନ୍ଦରରେ ହୋହଲ୍ଲା

ଭୁବନେଶ୍ବର ବିମାନ ବନ୍ଦରରେ ହୋହଲ୍ଲା ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ବାତିଲ ହୋଇଛି। ୫୦ଜଣ ଯାତ୍ରୀ ଭୁବନେଶ୍ବରରୁ ଦିଲ୍ଲୀ ଯାଇଥାନ୍ତେ। ସେଠାରୁ କନେକ୍ଟିଙ୍ଗ ଫ୍ଲାଇଟରେ ଜେଦା ଯିବାର ଥିଲା। କୁହୁଡ଼ି ପାଇଁ ଭୁବନେଶ୍ବରରୁ ୩ଟି ବିମାନ…

ଗୋତମରା ହାଇସ୍କୁଲ ବାର୍ଷିକ କ୍ରୀଡା ଉଦଯାପିତ

ବଅଁରପାଳ, ୧୯/୧୨-ବଅଁରପାଳ ବ୍ଲକ ଗୋତମରା ସରକାରୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ପ୍ରଧାନଶିକ୍ଷକ ଅର୍ଜୁନ କୁମାର ସାହୁ କ୍ରୀଡା ପତାକା ଉତ୍ତୋଳନ କରି ବାର୍ଷିକ କ୍ରୀଡାର…

ଅବସରପ୍ରାପ୍ତ ଯବାନଙ୍କ ପରଲୋକ, ସମ୍ମାନ ଜଣାଇଲା ସଙ୍ଘ

ବଅଁରପାଳ,୧୭/୧୯ -୧୨ (ନିପ୍ର)- ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମର ଅବସରପ୍ରାପ୍ତ ଯବାନ ତଥା ବଅଁରପାଳ ହବର ସଦସ୍ୟ ଦେବରାଜ ସାହୁ(୮o)ଙ୍କର ପରଲୋକ ଅବସରରେ ଅନୁଗୋଳ ଡିଫେନ୍ସ ଭେଟେରାନ ଆସୋସିଏସନ ସଦସ୍ୟ ମାନେ ଗ୍ରାମରେ ପହଞ୍ଚି ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେବା ସହ…

ବଅଁରପାଳ ମାଟିର ପୁଅ କାହ୍ନl ଙ୍କ କୃତିତ୍ୱ

ବଅଁରପାଳ,୧୯/୧୨ – ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତ ତାଳବାହାଳି ଗ୍ରାମର କାହ୍ନା ନାଏକ ଜୁନିୟର ନ୍ୟାସନାଲ ଭଲିବଲ ଚାମ୍ପିୟନସିପ ରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ୧୬ ରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନରେ ଖେଳାଯାଉଥ‌ିବା…

ସତ୍ୟପ୍ରକାଶ ହାତୀର କ୍ରାଇମ ସିନ୍ ରିକ୍ରିଏସନ୍

ଭୁବନେଶ୍ବର : ସତ୍ୟପ୍ରକାଶ ହାତୀର କ୍ରାଇମ ସିନ୍ ରିକ୍ରିଏସନ୍ । ଭୁବନେଶ୍ବର ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀକୁ କ୍ରାଇମସ୍ପଟକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କମିଶନରେଟ ପୋଲିସ । ଘଟଣା ପରଠୁ ଫେରାର ଥିଲା ମୁଖ୍ୟ…

ଲୋକସଭାରେ ଗୃହୀତ ହେଲା VB-G RAM G ବିଲ୍

ନୂଆଦିଲ୍ଲୀ : ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ପାସ୍ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ) ବା ‘VB G-RAM-G ’ ବିଲ୍ ୨୦୨୫ । ଲୋକସଭାରେ ଗୃହୀତ ହେଲା VB-G RAM…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କୁ ଶୁଭ ସକାଳ। ଆଜି ଶୁକ୍ରବାର, ୧୯ ଡିସେମ୍ବର ୨୦୨୫। ଆସନ୍ତୁ ଜାଣିବା ଆଜି ଆପଣଙ୍କ ରାଶି ପାଇଁ ଦିନଟି କିପରି ରହିବ: ୧. ମେଷ (Aries)ଫଳାଫଳ: କର୍ମକ୍ଷେତ୍ରରେ ସଫଳତା ମିଳିବ। ପରିବାରରେ ହସଖୁସିର ବାତାବରଣ…

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ କରାଯାଇଥିବା ଏକ ରାଜନୈତିକ ଅଭ୍ୟାସ ଥିଲା। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଭାରତକୁ ବାଂଲାଦେଶରୁ ସୀମିତ…

ବମ୍ବେ ହାଇକୋର୍ଟକୁ ବୋମା ଧମକ

ଵମ୍ବେ ଉଚ୍ଚ ଅଦାଲତକୁ ବୋମା ଧମକ ଦିଅଯାଇଛି । ଫଳସ୍ଵରୂପ ନ୍ୟାୟଳୟ ପରିସରରେ ଆତଙ୍କ ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ମୁମ୍ବଇର ବାନ୍ଦ୍ରା ଏବଂ ଏସ୍ପ୍ଲାନେଡ୍ ଅଦାଲତ ସମେତ ଅନ୍ୟ ଅଦାଲତକୁ ଖାଲି କରିଦିଆଯାଇଛି । ସୂଚନା ଅନୁସାରେ ଦକ୍ଷିଣ…

ଲାଞ୍ଚ ନେଇ ଗିରଫ ହେଲେ ଆଇଆଇସି

କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି କୋର୍ଟରେ ମାମଲା ଡାଏରୀ ଦାଖଲ କରିବା ପାଇଁ ଉକ୍ତ ପିଏସ୍‌ରେ ପୂର୍ବରୁ ପଞ୍ଜୀକୃତ ଏକ…