ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଗିରଫ
ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନ୍.ଆଇ.ଏ. ଆଉ ଜଣେ କଥିତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନ୍.ଆଇ.ଏ ଦେଇଥିବା ସୂଚନା ଅନୁଯାୟୀ, ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅର୍ନ୍ତଗତ ସୋଫିଆନ୍ର ବାସିନ୍ଦା ୟସିର ଅହମ୍ମଦଦାରଙ୍କୁ ଏହି ଘଟଣାରେ ଜଡ଼ିତ ଅଭିଯୋଗରେ ଦିଲ୍ଲୀରୁ ଗିରଫ…
