Month: December 2025

ଓମାନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

ଓମାନ (ମସ୍କଟ)- ଓମାନରେ ଥିବା ଭାରତୀୟ ସମ୍ପ୍ରଦାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ମସ୍କାଟରେ ଏକ ବିରାଟ ଜନସମାଗମ ହୋଇଥିଲା। ଲୋକମାନେ “ଭାରତ ମାତା କି ଜୟ” ଏବଂ “ମୋଦୀ ମୋଦି!”…

ନୂଆ ବର୍ଷରୁ ବଣ୍ଟାଯିବ ଆଉ ୧୫ ଲକ୍ଷ ରାସନ କାର୍ଡ

ନୂଆ ବର୍ଷରୁ ଆଉ ୧୫ ଲକ୍ଷ ରାସନ କାର୍ଡ ବଣ୍ଟାଯିବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ ଘୋଷଣା । ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପାଖରେ ରାସନ କାର୍ଡର ଅଭାବ ନାହିଁ । ଏଯାଏଁ ରାଜ୍ୟରେ…

ହଟିବ ଠିକା ଶିକ୍ଷକ ବ୍ୟବସ୍ଥା, ଏଣିକି କେବଳ ନିୟମିତ ଶିକ୍ଷକ ନିଯୁକ୍ତି ‘, ମୁଖ୍ୟମନ୍ତ୍ରୀ

ହଟିବ ଠିକା ଶିକ୍ଷକ ବ୍ୟବସ୍ଥା, ଏଣିକି କେବଳ ନିୟମିତ ଶିକ୍ଷକ ନିଯୁକ୍ତି । ଆସନ୍ତା ୩ ବର୍ଷରେ ଆମେ ୪୫ ହଜାର ନିୟମିତ ଶିକ୍ଷକ ନିଯୁକ୍ତି କରିବୁ । ନୀଳକଣ୍ଠନଗର ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।…

ଡାଲିପଡିବା ଘଟଣାରେ ଅନ୍ୟଛାତ୍ରମାନେ ହତ୍ୟା କରିଥିବା ପୁଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂ କହିଲେ

ଭୁବନେଶ୍ୱର: କିସ୍‌ରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣା । ଉପରେ ଡାଲିପଡିବା ଘଟଣାରେ ଅନ୍ୟଛାତ୍ରମାନେ ହତ୍ୟା କରିଥିବା ପୁଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂ କହିଛନ୍ତି । ବିଦ୍ୟାଳୟ ପରିସରରେ କିଛି ଛାତ୍ର ଜୋକର ଗ୍ୟାଙ୍ଗ ଗଢିଥିଲେ । ସେମାନେ…

ଜାନୁଆରୀ ୬ରୁ ପକ୍ଷୀ ଗଣନା

ଭୁବନେଶ୍ବର: ଜାନୁଆରୀ ୬ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପକ୍ଷୀ ଗଣନା। ଚିଲିକା, ନଳବନ ଓ ମଙ୍ଗଳାଯୋଡ଼ିରେ ହେବ ଗଣନା। ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ମଧ୍ୟ ହେବ ଗଣନା। ବିଦେଶୀ ପକ୍ଷୀଙ୍କ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ।…

ଆଜିର ରାଶିଫଳ

ଆଜି ୧୮ ଡିସେମ୍ବର ୨୦୨୫, ଗୁରୁବାର। ଜାଗ୍ରତ ଭାରତ ନ୍ୟୁଜ୍ର ସମସ୍ତ ପାଠକଙ୍କୁ ସ୍ୱାଗତ। ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ଆସନ୍ତୁ ଜାଣିବା ରାଶିଫଳ: ମେଷ (Aries)ଫଳାଫଳ: କର୍ମକ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ସୁଖଶାନ୍ତି ବଜାୟ ରହିବ। ଶୁଭ…

ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ନିର୍ମାଣ ହେବ ୧୦ ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା, ଖର୍ଚ୍ଚ ହେବ ୫୨ କୋଟି ୧୭ ଲକ୍ଷ ଟଙ୍କା

ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ନିର୍ମାଣ ହେବ ୧୦ ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା, ଖର୍ଚ୍ଚ ହେବ ୫୨ କୋଟି ୧୭ ଲକ୍ଷ ଟଙ୍କା ଭୁବନେଶ୍ୱର : ଗଞ୍ଜାମ ଓ ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର…

Big breking, ମାର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ମୃତ

Big breking, ମାର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ମୃତ, କେନ୍ଦୁଝର – ବର୍ତ୍ତମାନର ବଡ଼ ଖବର ଏବଂ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ମାର୍ମନ୍ଦୂନ୍ତ…

ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଖଣ୍ଡଗିରିର ବାର୍ଷିକ ଉତ୍ସବ ୨୦୨୫

ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଖଣ୍ଡଗିରିର ବାର୍ଷିକ ଉତ୍ସବ ୨୦୨୫ ଭୁବନେଶ୍ୱର ତା ୧୭-୧୨-୨୦୨୫ ରିଖ ଖଣ୍ଡଗିରିରେ ଥିବା ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ ଶ୍ରୀ ଜନ ଉତ୍ସବ ୨୦୨୫। ପ୍ରତି ବର୍ଷ ଭଳି ଏହି ବର୍ଷର ଦୁଇଦିନ ଧରି ବିଦ୍ୟାଳୟର…

କୂଟୁରାଚୁଆଁ କନିଷ୍ଠ ମହାବିଦ୍ୟାଳୟ ର ୩୫ ତମ କ୍ରୀଡ଼ା ଉତ୍ସବ ଉଦଯାପିତ

କୂଟୁରାଚୁଆଁ କନିଷ୍ଠ ମହାବିଦ୍ୟାଳୟ ର ୩୫ ତମ କ୍ରୀଡ଼ା ଉତ୍ସବ ଉଦଯାପିତ କୁଚିଣ୍ଡା ଆଜି କୁଚିଣ୍ଡା ଉପଖଣ୍ଡର କୁ ଟୁ ରା ଚୁ ଆଁ କନିଷ୍ଠ ମହାବିଦ୍ୟାଳୟରେ ୩୫ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇ ଯାଇଛି ।ଏଥିରେ ବିଶିଷ୍ଟ…