Month: December 2025

ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନର ମୂର୍ତ୍ତକାର ରାମ ସୂତାରଙ୍କ ପରଲୋକ

ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି, ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନ୍ କରିଥିବା ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ…

୧୯ରେ ହାଇଦରାବାଦରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ଼ ଶୋ

ଓଡ଼ିଶାକୁ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟ ନେଇ ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାଇଦରାବାଦରେ ରୋଡ଼ ଶୋ’ରେ ଯୋଗଦେବେ। ଏହି ଦୁଇଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ…

ସୁରକ୍ଷାବଳଙ୍କୁ ବଡ ସଫଳତା; ୩ ମାଓବାଦୀ ସଫା

ଟଳି ପଡ଼ିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଗୋଲାପାଲ୍ଲୀ ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା । ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ…

ଖଣ୍ଡଗିରିରୁ ଏମ୍ସକୁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର

ଭୁବନେଶ୍ବର: ଭୁବନେଶ୍ବର ଖଣ୍ଡଗିରିରୁ ଏମ୍ସକୁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର। ଏହି ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଖଣ୍ଡଗିରିରୁ କଳିଙ୍ଗନଗର ଛକ ଯାଏଁ ୩ ଲେନ ଲେଖାଏଁ ସର୍ଭିସ ରୋଡ୍‌ ହେବ। ୩ ଲେନ ସର୍ଭିସ ରୋଡ…

ଧଉଳି ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ଗିରଫ

ଧଉଳି ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ଗିରଫ ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଧଉଳି ଦୟାନଦୀ ପଠାରେ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ଓରଫ୍ ଜୋକର ହାପି ଗିରଫ ହୋଇଥିବା ସୂଚନା। ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଘଟଣାରେ…

ଢେଙ୍କାନାଳ ମାଟିର ଝିଅ ଶୁଭଶ୍ରୀ ଶୁଭସ୍ମିତା ଖୁଣ୍ଟିଆ ପି ଏଚ ଡି (Ph.D.) ପ୍ରାପ୍ତ

ଢେଙ୍କାନାଳ ମାଟିର ଝିଅ ଶୁଭଶ୍ରୀ ଶୁଭସ୍ମିତା ଖୁଣ୍ଟିଆ ପି.ଏଚ୍.ଡି (Ph.D.) ପ୍ରାପ୍ତ ଗବେଷିକା ଶୁଭଶ୍ରୀ ଶୁଭସ୍ମିତା ଖୁଣ୍ଟିଆ ପଞ୍ଜାବ ଚଣ୍ଡିଗଡରେ ଥିବା ଭାରତୀୟବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ (IISER), ମୋହାଲି ଠାରେ ଭୌତିକ ଵିଜ୍ଞାନ ରେ ଗବେଷଣାତ୍ମକସନ୍ଦର୍ଭ “From Self…

ପୁରୁଷୋତ୍ତମ ସରକାରୀ ହାଇସ୍କୁଲ ରୁଚିଦାରେ ବାର୍ଷିକ କ୍ରୀଡା ଉଦଯାପିତ

*ପୁରୁଷୋତ୍ତମ ସରକାରୀ ହାଇସ୍କୁଲ ରୁଚିଦାରେ ବାର୍ଷିକ କ୍ରୀଡା ଉଦଯାପିତ* ( ବରଗଡ଼):୧୭/୧୨ (ପବିତ୍ର ମେହେର)::ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ରୁଚିଦା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି।ଏଥିରେ ବିଦ୍ୟାଳୟର ୧୩୫ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର ପତାକା…

ଗୋପାଳପୁର ଆଶ୍ରମ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ

*ଗୋପାଳପୁର ଆଶ୍ରମ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ* ଭଟଲି (ଅଭିମନ୍ୟୁ ପଧାନ ):-ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଆଶ୍ରମ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ହନୁମନ୍ତ ରେଡ୍ଡୀଙ୍କ…

ଧନ, ଐଶ୍ୱର୍ଯ୍ୟ ଓ ସମୃଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା’ ମହାଲକ୍ଷ୍ମୀ: ଜାଣନ୍ତୁ କେମିତି କରିବେ ମା’ଙ୍କୁ ପ୍ରସନ୍ନ

ବ୍ୟୁରୋ ରିପୋର୍ଟ, ଜାଗ୍ରତ ଭାରତ (ଭୁବନେଶ୍ୱର): ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ଦେବୀ ଲକ୍ଷ୍ମୀ ହେଉଛନ୍ତି ଭାଗ୍ୟ, ସମ୍ପଦ ଏବଂ ଶୁଭଫଳର ପ୍ରତୀକ। କେବଳ ଆର୍ଥିକ ସ୍ୱଚ୍ଛଳତା ନୁହେଁ, ବରଂ ଜୀବନରେ ଶାନ୍ତି, ସନ୍ତୋଷ ଏବଂ ବୈଭବ ପ୍ରାପ୍ତି ପାଇଁ ମା’ଙ୍କ ଆରାଧନା…

ଭାରତ-ଓମାନ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଆଜି

ନୁଆଦିଲ୍ଲୀ: ଭାରତ ଏବଂ ଓମାନ ଆଜି (ଡିସେମ୍ବର ୧୮)ରେ ମସ୍କଟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବେ। ଏହାର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ବୃଦ୍ଧି କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହି ଚୁକ୍ତି…