66 ତମ ରାଜ୍ୟ ପୁରୁଷ ଓ ମହିଳା ବର୍ଗ ବାସ୍କେଟବଲ ପ୍ରତିଯୋଗିତା
66 ତମ ରାଜ୍ୟ ପୁରୁଷ ଓ ମହିଳା ବର୍ଗ ବାସ୍କେଟବଲ ପ୍ରତିଯୋଗିତା କଟକ ବାରବାଟୀ ଷ୍ଟାଡିୟମ ଠାରେ ବାସ୍କେଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି,ଏହି ପ୍ରତିଯୋଗିତାରେ 33 ଟି ଜିଲ୍ଲା ରୂ ତଥା କ୍ଲବ ମାନେ ଅଂଶଗ୍ରହଣ କରିଛନ୍ତି,ପୁରୁଷ ବିଭାଗରେ 33 ଟି…
