Month: December 2025

ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି: ପୃଥୀରାଜ ହରିଚନ୍ଦନ

ରାଜ୍ୟରେ ୧୩୩ଟି ଶୀତଳ ଭଣ୍ଡାରରୁ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଆଜି ଗୃହରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାଜ୍ୟରେ ଶୀତଳ ଭଣ୍ଡାର…

ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ନିଷ୍ପତ୍ତି

ଵରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ନିଷ୍ପତ୍ତି ।୨୦୦ କଳାକାରମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ରାଶି ମଞ୍ଜୁର କରିଛି…

ପ୍ରାକୃତିକ କୃଷି ପଦ୍ଧତିକୁ ଗ୍ରହଣ କରିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି, ପ୍ରାକୃତିକ ଜୈବ ବିବିଧତା ପାଇଁ ଉଦ୍ଭିଦ ଏବଂ ପଶୁପାଳନ ସହାବସ୍ଥାନ ଆଦି ବିବିଧ କ୍ଷେତ୍ରକୁ ପ୍ରାକୃତିକ କୃଷି ପଦ୍ଧତି…

ଶିକ୍ଷକଙ୍କ ବିଭିନ୍ନ ଦାବିକୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ

ଶିକ୍ଷକଙ୍କ ବିଭିନ୍ନ ଦାବିକୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ । ଅବସରପ୍ରାପ୍ତ ଆଇଏଏସ ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ବିଧାନସଭାରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିକ୍ଷକ/ ଅଧ୍ୟାପକ…

ଲୋକସଭାରେ ପାରିତ ହେଲା କେନ୍ଦ୍ରୀୟ ଅବକାରୀ ବିଲ୍

ସଂସଦର ଶୀତ ଅଧିବେଶନର ତୃତୀୟ ଦିନରେ ଲୋକସଭାରେ କେନ୍ଦ୍ରୀୟ ଅବକାରୀ (ସଂଶୋଧନ) ବିଲ୍‌ ୨୦୨୫ ବାଚନିକ ଭୋଟରେ ଗୃହୀତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହି ବିଲ୍‌କୁ ଗୃହରେ ଆଗତ କରିଥିଲେ। ଏହି ବିଲ୍‌ ଅନୁଯାୟୀ ତମାଖୁ ଓ ଏ…

ଛତିଶଗଡ଼ ବିଜାପୁରରେ ପୁଣି ଏନ୍‌କାଉଣ୍ଟର: ଆଉ ୩ ମାଓବାଦୀ ନିହତ

ଛତିଶଗଡ଼ରେ ପୁଣି ଏକ ବଡ଼ ଏନକାଉଣ୍ଟର। ଛତିଶଗଡ଼ ବିଜାପୁର ଏନ୍‌କାଉଣ୍ଟରରେ ଆଉ ୩ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି। କାଲି ୧୨ ମାଓବାଦୀ ନିହତ ହୋଇଥିଲେ, ତେବେ ଆଜିକୁ ମିଶାଇ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ…

ହାତ ତିଆରି ବନ୍ଧୁକ ସହ କାଟ୍ରିଜ୍ ଜବତ କଲା ବନ ବିଭାଗ

ଅନୁଗୋଳ – ନଭେମ୍ୱର ୦୩, ୨୦୨୫ ରେ, ପ୍ରାୟ ରାତି ୯:୪୫ ସମୟରେ, ବନ୍ତଳା ରେଞ୍ଜର ରେଞ୍ଜ ଅଫିସର ଏବଂ କଞ୍ଜା ସେକ୍ସନ କର୍ମଚାରୀଙ୍କ ଦ୍ୱାରା ରାତ୍ରି ପାଟ୍ରୋଲିଂ ସମୟରେ, ଦଳ କଞ୍ଜା ସେକ୍ସନ ଏବଂ ନୂଆଖେତା ସେକ୍ସନ ମଧ୍ୟରେ ସୀମା…

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ଢେଙ୍କାନାଳ – ଆଜି ତା-୦୩.୧୨.୨୦୨୫ ରିଖ ଢେଙ୍କାନାଳ ଜିଲ୍ଲା ସ୍ଥିତ ଗନ୍ଦିଆ ବ୍ଲକ୍ ଲାଉଲଇ ଠାରେ ସ୍ଵେଚ୍ଛାସେବୀ ସଂଗଠନ “ପ୍ରିୟ” ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଅଛି। ଏଥିରେ “ପ୍ରିୟ” ର ନିର୍ଦ୍ଦେଶକ ଟଙ୍କଧର…

ବିରୂପା ନଦୀରୁ ମିଳିଲା ମୃତଦେହ

ବିରୂପା ନଦୀରୁ ମିଳିଲା ମୃତଦେହ କଟକ: କଟକ ବିରୂପା ନଦୀରୁ ମିଳିଲା ନିଖୋଜ ଥିବା ଉଦିତ୍ ସାହୁଙ୍କ ମୃତଦେହ । ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି। ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଥିଲା କାର୍।…

ଶ୍ରୀଦଧିବାମନ ମନ୍ଦିରରେ ଗୀତା ଜୟନ୍ତୀ ପାଳନ

ଶ୍ରୀଦଧିବାମନ ମନ୍ଦିରରେ ଗୀତା ଜୟନ୍ତୀ ପାଳନ ଭଟଲି (ଅଭିମନ୍ୟୁ ପଧାନ):- ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିର ପରିସରରେ ବୁଧବାର ଗୀତା ସାଂସ୍କୃତିକ ସମିତିର ବାର୍ଷିକ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇ…

You missed