Month: January 2026

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବରଗଡ:୨୭/୧(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ

ନୂଆଦିଲ୍ଲୀ, ୨୬/୦୧ : ମହାକାଶଚାରୀ ତଥା ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି । ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗ୍ରୁପ୍ କ୍ୟାପଟେନ ଶୁଭାଂଶୁଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି…

ଆସନ୍ତାକାଲି ଠାରୁ ସଂସଦର ବଜେଟ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୨୭/୦୧ : ଆସନ୍ତାକାଲି ଠାରୁ ସଂସଦର ବଜେଟ ଅଧିବେଶନ । ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର । ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ ଲୋଡ଼ିବେ ସରକାର ।ଅଧିବେଶନର ଏଜେଣ୍ଡା ସଂପର୍କରେ ମଧ୍ୟ ଆଲୋଚନା ହେବ…

ଅନୁଗୋଳରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ଅନୁଗୋଳ ୨୬.୧ :- ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଆଜି ସୋମବାର ପୋଲିସ ଟ୍ରେନିଂ କଲେଜ ପଡିଆ ଠାରେ ପାଳନ ହୋଇଯାଇଅଛି। ଏହି ସମାରୋହରେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମୁଖ୍ୟଅତିଥି ଭାବେ…

ଓଡ଼ିଶା ପାଇଁ ନୁଆ ରାଜନୈତିକ ଦଳ ଗଠନ କରିବେ ମୋକିମ

ଭୁବନେଶ୍ବର – ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ଙ୍କ ସୂଚନା । ଗତ କିଛି ଦିନ ହେବ ତାଙ୍କ ନୂଆ ଦଳ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସେ ବଡ଼ ଖୁଲାସା କରିଛନ୍ତି । ଓଡ଼ିଶା…

ଆସନ୍ତାକାଲି ସକାଳ ୬ରୁ ଅପରାହ୍ନ ୨ଟା ଯାଏ ଓଡ଼ିଶା ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି…

ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ : ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ । ୨୦୦୭ ମସିହାରୁ ୧୮ ବର୍ଷ ଧରି ଚାଲିଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ଶେଷରେ…

ବ୍ୟାଙ୍କ ଶିଳ୍ପରେ ଦେଶବ୍ୟାପି ଧର୍ମଘଟ

ବ୍ୟାଙ୍କ ଶିଳ୍ପରେ ଦେଶବ୍ୟାପି ଧର୍ମଘଟ ତା. ୨୭.୦୧.୨୦୨୬ରିଖ ଷ୍ଟେଟ ବ୍ୟାଙ୍କ କଟକ ମୁଖ୍ୟଶାଖା ରେ ଅଫିସର ଓ କର୍ମଚାରୀ ସମବେତ ହୋଇ ଆଜିର ଧର୍ମଘଟରେ ସାମିଲଥିଲେ । ବ୍ୟାଙ୍କ ଶିଳ୍ପରେ ଦ୍ବାଦଶ ଦ୍ବିପାକ୍ଷିକ ରାଜିନାମରେ ପାଞ୍ଚଦିନିଆ ବ୍ୟାଙ୍କିଙ୍ଗ ପାଇଁ IBA UFBU…

ମହାନଗର ନିଗମର ୱାର୍ଡ଼ ନଂ 9ରେ ବିଭିନ୍ନ ପ୍ରକଳ୍ପ ଶୁଭ ଉତ ଘାଟନ

ମହାନଗର ନିଗମର ୱାର୍ଡ଼ ନଂ 9ରେ ବିଭିନ୍ନ ପ୍ରକଳ୍ପ ଶୁଭ ଉତ ଘାଟନ କଟକ ମହାନଗର ନିଗମ ତରଫରୁ ଆଜି (୨୭.୦୧.୨୦୨୬)* ୱାର୍ଡ ନଂ-୯, ଟିଭି ରୋଡ, ତୁଳସୀପୁରଠାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି*ଉକ୍ତ କାର୍ଯ୍ୟକ୍ରମରେ ସିଏମସିର ମାନ୍ୟବର ମେୟର…

୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ଧର୍ମଘଟ

୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ଧର୍ମଘଟ ଢେଙ୍କାନାଳ – ଆଜି ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିକୁ ନେଇ SBI ମେନ୍ ବ୍ରାଞ୍ଚ ସମ୍ମୁଖରେ ସମସ୍ତ ବ୍ୟାଙ୍କ କର୍ମଚାରୀମାନେ ଏକତ୍ରିତ ହୋଇ ଧର୍ମଘଟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସକାଳ ୯.୦୦ ଘଟିକାରେ ସମସ୍ତ…

You missed