Month: January 2026

ସୁବାଷ ସଂଗଠନ ପକ୍ଷରୁ ଦସ୍ତଖତ ଅଭିଯାନ

ସୁବାଷ ସଂଗଠନ ପକ୍ଷରୁ ଦସ୍ତଖତ ଅଭିଯାନ କଟକ ସ୍ଥାନୀୟ ସ୍ବର୍ଣ୍ଣଦେବୀ କ୍ଲବ ଠାରେ ସୁବାଷ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ହୋଇଥିଲା, ଓଡ଼ିଆ ବଜ଼ାର ରେ ନେତାଜୀ ସୁବାଷ ବୋଷଙ୍କ ଜନ୍ମ ସ୍ଥାନ ହୋଇଥିବାରୁ ସୁବାଷ ସଂଗଠନ ଦାବୀ କରୁଛି…

ନିର୍ବାଚନ ପୂର୍ବରୁ ଚରମ ସୀମାରେ ରାଜନୈତିକ ହିଂସା; ଟିଏମ୍‌ସି-ବିଜେପି କର୍ମୀ ମୁହାଁମୁହିଁ, ମଞ୍ଚରେ ଲଗାଇଲେ ନିଆଁ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କୋଲକାତାର ସାଖେରବଜାର ଏବଂ ବେହାଲା ପଶ୍ଚିମ ଅଞ୍ଚଳରେ ଭାଜପା ଏବଂ ତୃଣମୂଳ କଂଗ୍ରେସ (TMC) କର୍ମୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଏହି ସଂଘର୍ଷ ଯୋଗୁଁ…

ଛତିଶଗଡ଼ ସୀମାନ୍ତ ବିଜାପୁରରେ ଆଇଇଡି ବିସ୍ଫୋରଣ:୧୧ ସୁରକ୍ଷାକର୍ମୀ ଆହତ

ବିଜାପୁରରେ ଆଇଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ରବିବାର ଦିନ ନକ୍ସଲ ବିରୋଧୀ ଅଭିଯାନ ସମୟରେ ଛତିଶଗଡ ବିଜାପୁର ଜିଲ୍ଲାର କାରେଗୁଟ୍ଟା ପାହାଡର ଜଙ୍ଗଲରେ ସିରିଜ୍ ଆଇଇଡି ବିସ୍ଫୋରଣ ହୋଇଥିଲା…

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ନୀତିନ ନବୀନ

ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ମଙ୍ଗଳବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ସେ ଜାନୁଆରି ୨୭ ଏବଂ ୨୮ ତାରିଖରେ ଦୁର୍ଗାପୁର ଏବଂ ଆସାନସୋଲ ଗସ୍ତ କରିବେ। ଦଳର ଜାତୀୟ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର…

ଆଜିର ରାଶିଫଳ (Daily Horoscope)

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କୁ ମଙ୍ଗଳମୟ ଅଭିନନ୍ଦନ। ଆଜି ୨୭ ଜାନୁଆରୀ ୨୦୨୬, ମଙ୍ଗଳବାର। ଆସନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଆପଣଙ୍କ ଦିନକୁ ସୁବିଧାଜନକ କରିବାରେ ସାହାଯ୍ୟ କରିବ। ​ଆଜିର ରାଶିଫଳ (Daily Horoscope) ରାଶି ଶୁଭ ରଙ୍ଗ…

ପଞ୍ଚମ ସୁବାସ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଟଲା ଷ୍ଟାଡିୟମ ରେ, ପଞ୍ଚମ ସୁବାସ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି. ଆଜି ସାଧାରଣତନ୍ତ୍ର ଦିବସ ରେ ଫାଇନାଲ ମ୍ୟାଚ ଗଡ଼ ଦୁଦୁରକୋଟ ଓ ଗଡ଼ ତଳମୂଳ ମଧ୍ୟରେ ତିନି ପର୍ଯ୍ୟାୟ ବିଶିଷ୍ଠ…

ପ୍ରଶାସନିକ ଅବହେଳା ଯୋଗୁଁ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ।

ପ୍ରଶାସନିକ ଅବହେଳା ଯୋଗୁଁ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ। କଳାହାଣ୍ଡି -ଜୁନାଗଡରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ)ସରକାର ଜନମଙ୍ଗଲପାଇ ପରିବେଶ କିପରି ଭାବରେ ସୁରକ୍ଷିତ ରହିବ,ଜନଜିବନ ସୁଖରେ ରହିବବୋଲି ସରକାର ମାଁ ପାଇଁ ଗଛଟିଏ ଲଗେଇ ବା…

ବାବା ଆଖଣ୍ଡଳମଣି ଙ୍କ ପୀଠରେ ଆଜି ମାଘ ମାସର ଶେଷ ସୋମବାର ଥିବାରୁ ବିଶେଷ ପୂଜା ଅର୍ଚ୍ଚନା

ଢେ଼ଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣି ଙ୍କ ପୀଠରେ ଆଜି ମାଘ ମାସର ଶେଷ ସୋମବାର ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହା ସ୍ନାନ,ବେଲ ପତ୍ର ବିଭିନ୍ନ ପ୍ରକାରର ପୁଷ୍ପ ଓ…

ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୁଆଦିଲ୍ଲୀ: ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ। ୟୁରୋପୀୟ ୟୁନିଅନର ୨ ପ୍ରମୁଖ ନେତା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଅଛନ୍ତି। ଆଜି ସାରା ଦେଶ ପାଳନ କରୁଛି ୭୭ତମ…

୨୦ ପୋଲିସ କର୍ମଚାରୀଙ୍କୁ ମିଳିଲା ରାଜ୍ୟପାଳ ପଦକ

ଦେଶ ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ । ତ୍ରିରଙ୍ଗା ରଙ୍ଗରେ ରଂଗୀନ ସାରା ଦେଶ । ୨୦୨୫ ପାଇଁ ଗୃହ ବିଭାଗ ପକ୍ଷରୁ ଘୋଷଣା ହୋଇଥିଲା ରାଜ୍ୟପାଳ ପଦକ । ଆଜି ଏହି ଅବସରରେ ମୋଟ୍ ୨୦ ଜଣଙ୍କୁ ମିଳିଛି…

You missed