‘ସନ୍ତ୍ରାସବାଦ ବିରୁଦ୍ଧରେ ମୁକାବିଲା ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି’
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍.ଜୟଶଙ୍କର କହିଛନ୍ତି, ବିଭିନ୍ନ ଆହ୍ୱାନ ବିଶେଷକରି ସନ୍ତ୍ରାସବାଦ ବିରୋଧରେ ମୁକାବିଲା ନିମନ୍ତେ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ନୂଆଦିଲ୍ଲୀଠାରେ ଆଜି ସ୍ପେନ୍ ପ୍ରତିପକ୍ଷ ଯୋଶେ ମାନୁଏଲ୍ ଆଲ୍ବେୟାର୍ସ ବୁଏନୋଙ୍କ ସହ ଆଲୋଚନା ବେଳେ ଡକ୍ଟର…
