ରବିବାରରେ ମଧ୍ଯ ଅବ୍ୟାହତ ଜାତୀୟ ସେବା ଯୋଜନା ଶିବିର
ରବିବାରରେ ମଧ୍ଯ ଅବ୍ୟାହତ ଜାତୀୟ ସେବା ଯୋଜନା ଶିବିର ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ସଂପାଦିତ ହେଲା ଜାତୀୟ ସେବା ଯୋଜନାର ତୃତୀୟ ଦିବସ।ରବିବାର ୮ଘଟିକା ମଧ୍ଯରେ, ପ୍ରଭାତ ପ୍ରାର୍ଥନା ସମେତ ଶାରୀରିକ ଶିକ୍ଷା ଗ୍ରହଣ କଲେ ସ୍ବେଚ୍ଛାସେବୀ ଛାତ୍ରୀ। ମହାବିଦ୍ୟାଳୟ ଅନ୍ତର୍ଭୁକ୍ତ…
