Month: January 2026

ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ସେବା ଆରମ୍ଭ

ଟ୍ରାକ୍ ରେ ଦୌଡିଲା ବନ୍ଦେ ଭାରତ ସ୍ଲିପର କୋଚ । ହାୱାଡା ଗୌହାଟୀ ଭିତରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଡିଆନ ରେଲୱେର ସ୍ୱେଦେଶୀ ଜ୍ଞାନକୌଶଳର ନିର୍ମିତ ଏହି ଟ୍ରେନ ଘଣ୍ଟା ପ୍ରତି ୧୮୦ କିମି ସ୍ପିଡରେ…

୨୪ରୁ ସମସ୍ତ ଘରୋଇ ବସ୍‌ ବନ୍ଦ ରହିବ, ଚେତାବନୀ ଦେଲେ ବସ ମାଲିକ ସଂଘ

୨୪ରୁ ଗଡ଼ିବନି ଘରୋଇ ବସ୍‌। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ବସ ସେବା ବନ୍ଦ କରିବାକୁ ଘରୋଇ ବସ ମାଲିକ ସଂଘ…

୨୬ ଜାନୁଆରୀ ପୂର୍ବରୁ ଆକ୍ରମଣ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ, ଦିଲ୍ଲୀ ସମେତ କିଛି ରାଜ୍ୟରେ ହାଇ ଆଲର୍ଟ

ଗଣତନ୍ତ୍ର ଦିବସ ପାଳନ (ଜାନୁଆରୀ ୨୬) ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସତର୍କତା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ଏବଂ ବାଂଲାଦେଶ-ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରଗୁଡ଼ିକୁ ଟାର୍ଗେଟ…

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ

ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ୧୭ ଜାନୁଆରୀ ୨୦୨୬ ତାରିଖ ରେ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆୟୁକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଆରଡିସି ସ୍ତରୀୟ ପ୍ରାକ୍ ପ୍ରସ୍ତୁତି…

ନାଟକ ଉତ୍ସବ ଉଦ୍‌ଯାପିତ-ନାଟକ ‘ଦୌଡ’ ଓ ‘ବିଶ୍ଵାସ’ ମଞ୍ଚସ୍ଥ

ନାଟକ ଉତ୍ସବ ଉଦ୍‌ଯାପିତ-ନାଟକ ‘ଦୌଡ’ ଓ ‘ବିଶ୍ଵାସ’ ମଞ୍ଚସ୍ଥ ଢେଙ୍କାନାଳ ମହୋତ୍ସବର ନାଟ୍ୟ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦ୍‌ଯାପନୀ ହୋଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ମୋହନ ବେହେରା, ନାଟ୍ୟକାର ଦିଲେଶ୍ଵର ମହାରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ…

ଢେଙ୍କାନାଳ ମହୋତ୍ସବ ୨୦୨୬ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଢେଙ୍କାନାଳ ମହୋତ୍ସବ ୨୦୨୬ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଢେଙ୍କାନାଳ, ଜାନୁଆରୀ ୧୭:ଆଗାମୀ ଢେଙ୍କାନାଳ ମହୋତ୍ସବ ୨୦୨୬ ବିଷୟରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ ଆଜି ଅପରାହ୍ନ ୪ଟାରେ ସଦ୍ଭାବନା ସଭା ଗୃହରେ ଏକ ପ୍ରେସ୍ ମିଟ୍ ଆୟୋଜନ କରାଯାଇଥିଲା। ଏହି…

ବାଇଣ୍ଡିଂ ତାର ସହ ବୈଦ୍ୟୁତିକ ତାର ଜବତ

ଅନୁଗୋଳ – ୧୭ ଜାନୁଆରୀ ୨୦୨୬ ଦିନ ପ୍ରାୟ ୨:୪୫ ସମୟରେ, ବିଶ୍ୱସ୍ତ ସୂତ୍ର ସୂଚନା ଉପରେ କାର୍ଯ୍ୟ କରି, ରେଞ୍ଜ ଅଫିସ୍ ବନ୍ତଳା ଏବଂ ରେଞ୍ଜ ଅଫିସ୍ ହିନ୍ଦୋଳର ଅଧିକାରୀମାନେ ରେଞ୍ଜ ଅଫିସର ବନ୍ତଳାଙ୍କ ନେତୃତ୍ୱରେ କନ୍ତାମିଲା ବିଟ୍, ହିନ୍ଦୋଳ…

ମହାଗୀରି ପ୍ରେସ୍ କ୍ଲବ ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ lସାମ୍ବାଦିକ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ କରିଥାଏ – କୈଳାସ ନାୟକ (SUJ ଓଡ଼ିଶା ସଭାପତି)

ମହାଗୀରି ପ୍ରେସ୍ କ୍ଲବ ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ lସାମ୍ବାଦିକ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ କରିଥାଏ – କୈଳାସ ନାୟକ (SUJ ଓଡ଼ିଶା ସଭାପତି) ଯାଜପୁର /ଦାନଗଦୀ ତା.୧୭/୦୧ :- ଦାନଗଦୀ ବ୍ଲକ,ଟମକା ଥାନା ଅନ୍ତର୍ଗତ…

୨୦୪୭ ସୁଦ୍ଧା ସାରା ଦେଶରେ ଚାଲିବ ୪,୫୦୦ ବନ୍ଦେ ଭାରତ

ଭାରତୀୟ ରେଳବାଇରେ ଏବେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି । ଭବିଷ୍ୟତର ବନ୍ଦେ ଭାରତ ୪.୦ ଟ୍ରେନଗୁଡ଼ିକ ଘଣ୍ଟା ପ୍ରତି ୩୫୦ କିମି ବେଗରେ ଦୌଡ଼ିବ, ଯାହା ଭାରତକୁ ବିଶ୍ୱର ଦ୍ରୁତତମ ରେଳ ବ୍ୟବସ୍ଥା ଥିବା ଦେଶମାନଙ୍କ ମଧ୍ୟରେ ସ୍ଥାନିତ…

କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆକ୍ରମଣ ଘଟଣା; ପ୍ରତିବାଦରେ କଳା ବ୍ୟାଜ ପିନ୍ଧି ଡାକ୍ତରଙ୍କ ରୋଗୀ ସେବା

ଭୁବନେଶ୍ୱର – ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନେଇ ପ୍ରତିବାଦକୁ ଓହ୍ଲାଇଛନ୍ତି ଡାକ୍ତର। ପ୍ରତିବାଦରେ କଳା ବ୍ୟାଜ ପିନ୍ଧି ଓପିଡିରେ ଡାକ୍ତରଙ୍କ ରୋଗୀ ସେବା ଆରମ୍ଭ କରିଛନ୍ତି । ଏହା ସହ ସରକାରୀ ଡାକ୍ତରଙ୍କୁ ସୁରକ୍ଷା ଦାବି କଲା…