Month: January 2026

ଶିଶୁଙ୍କ ଖାଦ୍ୟ ରନ୍ଧା ହେଉଛି ସହାୟିକାଙ୍କ ଘରେ

ଶିଶୁଙ୍କ ଖାଦ୍ୟ ରନ୍ଧା ହେଉଛି ସହାୟିକାଙ୍କ ଘରେ ଭଟଲି :- ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଶିଶୁ ମାନଙ୍କୁ ଗରମ ରନ୍ଧା ଖାଦ୍ୟ ପ୍ରଦାନ କରିବା ପାଇଁ ରନ୍ଧନ ଗ୍ୟାସ, ରୋଷେଇ ଉପକରଣ, ଖାଦ୍ୟ ସାମଗ୍ରୀ ତଥା ସମସ୍ତ ପ୍ରକାର ସୁବିଧା ଯୋଗାଇ…

ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ତାଳଚେର ଗସ୍ତ

*ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ତାଳଚେର ଗସ୍ତ* ତାଳଚେର :ତା 13/01/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ମଙ୍ଗଳବାର ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି |ହାଣ୍ଡିଧୂଆଁ ହାଇସ୍କୁଲ ର ପିଏମ…

ରାସ୍ତା କଡ଼ରେ ଅବୈଧ ପାର୍କିଂ ଯୋଗୁ ଦୁର୍ଘଟଣା ଜଣେ ମୃତ

ରାସ୍ତା କଡ଼ରେ ଅବୈଧ ପାର୍କିଂ ଯୋଗୁ ଦୁର୍ଘଟଣା ଜଣେ ମୃତ।ରାସ୍ତା କଡ଼ରେ ବେଆଇନ ପାର୍କିଙ୍ଗ ପାଇଁ ପୁଣି ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦ ପୁର ୫୨୦ ନମ୍ବର ଜାତୀୟ…

JSW କମ୍ପାନୀର ମନମୁଖୀ କାର୍ଯ୍ୟ, ସ୍ଲରିପାଇପ୍ ଲାଇନ୍ ଗାତରେପଡ଼ି ସୁରକ୍ଷାକର୍ମୀ ଗୁରୁତର

JSW କମ୍ପାନୀର ମନମୁଖୀ କାର୍ଯ୍ୟ, ସ୍ଲରିପାଇପ୍ ଲାଇନ୍ ଗାତରେପଡ଼ି ସୁରକ୍ଷାକର୍ମୀ ଗୁରୁତର JSW କମ୍ପାନୀର ସ୍ଲରି ପାଇପ୍ ଲାଇନ୍ ଗାତରେ ପଡ଼ି ସୁରକ୍ଷା କର୍ମୀ ଗୁରୁତର ଆହତ। କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ…

ହ୍ୟୁମାନ ସାଗର ମୃତ୍ୟୁ ମାମଲା : ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

ଭୁବନେଶ୍ୱର, ୧୩/୦୧ : ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାକୁ ନେଇ ମର୍କତନଗର ଥାନାରେ ରୁଜୁ ମାମଲାରେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ…

ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ରବିବାର ଦିନ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଜନତା ଦଳର ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ ସଭାଘର…

ବଢିବ ବିଧାନସଭା ସିଟ୍‌ : ବସି ପାରିବେ ୩୦୦ ସଦସ୍ୟ

ଖୁବଶିଘ୍ର ବଢିପାରେ ବିଧାନସଭା ସିଟ ସଂଖ୍ୟା । ଓଡ଼ିଶା ବିଧାନସଭା ସୀମା ପୁନଃ ନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ବିଧାନସଭାରେ ଆଉ ୫୦ଟି ସିଟ ବଢିପାରେ । ଏବେ ୧୪୭ଟି ଅଛି ଯାହାକୁ…

ଭାରତ ଆସିବେ ଆମେରିକା ରାଷ୍ଟ୍ରପତି

ଭାରତ ଓ ଆମେରିକା ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଆସନ୍ତାକାଲି ହେବ ବୋଲି ଭାରତ ପାଇଁ ନିଯୁକ୍ତ ଆମେରିକାର ନୂଆ ରା‌ଷ୍ଟ୍ରଦୂତ ସର୍ଜିଓ ଗୋର୍‌ ଆଜି ଦାୟିତ୍ବ ଗ୍ରହଣ କରିବା ଅବସରରେ କରିଛନ୍ତି। ବାଣିଜ୍ୟ ଆଲୋଚନା ନେଇ ଉଭୟ ପକ୍ଷ…

ଆଜିଠୁ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କାଲି ପକାଇବ ମକର ବୁଡ

ଆଜିଠାରୁ ୨ଦିନିଆ କେନ୍ଦୁଝର ଜିଲ୍ଲା କାର୍ଯ୍ୟକ୍ରମ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତବର୍ଷ ଭଳି ଏବର୍ଷ ମଧ୍ୟ ବୈତରଣୀରେ ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ, ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି…

ଆଜିଠାରୁ ଆରମ୍ଭ ହେବ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା

ଆଜିଠାରୁ ଆରମ୍ଭ ହେବ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲଦିଥିବା ବେଳେ ଅନେକ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଟ୍ରେଡ ଡିଲ ହୋଇପାରିନାହିଁ । ଆଜିଠାରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହେବ…