Month: March 2026

ନର୍ଲା ବିଧାୟିକାଙ୍କ ସରକାରୀ ବାସଭବନରେ ପୋଲିସର ଚଢାଉ

କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂଙ୍କୁ ଫୋନ କଲ୍ ମାଧ୍ୟମରେ ହତ୍ୟା ଧମକ ଦେଇଥିଲେ।ଘଟଣାକୁ ନେଇ…

ଏପ୍ରିଲ ୮ରୁ ଦ୍ବିତୀୟ ପର୍ୟ୍ୟାୟ ରତ୍ନଭଣ୍ଡାର ଗଣତିମଣତି:ଆଇନ ମନ୍ତ୍ରୀ

ଭୂବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଦ୍ବିତୀୟ ପର୍ୟ୍ୟାୟ ଗଣତିମଣତି। ଏପ୍ରିଲ୍ ୮, ୯ ଏବଂ ୧୦ ତାରିଖରେ ହେବ ବାହାର ରତ୍ନଭଣ୍ଡାର ଗଣତି। ଏ ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ବା ଠାକୁରଙ୍କ ନୀତିକାନ୍ତି ବାଧାପ୍ରାପ୍ତ ନହେବା ତାହା ଉପରେ ଗୁରୁତ୍ବ ଦିଆଯିବ। ଏନେଇ…

ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ଵଲାଙ୍ଗୀର: ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୋଲିସର ପ୍ରାଥମିକ ତଦନ୍ତ ପରେ ପିଏସ୍‌ଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…

ଜୋର୍‌ ଧରିଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ତଥା ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମନମୋହନ ସାମଲ ଶନିବାର ସକାଳୁ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ପାର୍ଟିର ଶୀର୍ଷ ନେତୃତ୍ବଙ୍କ ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ସରକାରୀ…

୬ ୱିକେଟରେ ପରାସ୍ତ ସନରାଇଜର୍ସ ହାଇଦ୍ରାବାଦ

ଚମ୍ପିଅନ୍ ଷ୍ଟାଇଲରେ ଜିତିଲା ବେଙ୍ଗାଲୁରୁ । ବିଜୟରୁ ଆଇପିଏଲ ଅଭିଯାନ ଆରମ୍ଭ କଲା RCB । ଉଦଘାଟନୀ ମ୍ୟାଚରେ ୬ ୱିକେଟରେ ପରାସ୍ତ ହୋଇଛି ସନରାଇଜର୍ସ ହାଇଦ୍ରାବାଦ । ୨୦୨ ରନର ବିଶାଳ ଟାର୍ଗେଟକୁ RCB ମାତ୍ର ୧୫ ଦଶିମିକ ୪…

ଫିଲ୍ମ ସୁଟିଂ ବେଳେ ବୋଟ ରୁ ପଡ଼ି ଅଭିନେତାଙ୍କ ମୃତ୍ୟୁ

ଫିଲ୍ମ ସୁଟିଂ ବେଳେ ଅଭିନେତାଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ତାଳସାରୀରେ ସୁଟିଂ ବେଳେ ଅଘଟଣ । ସୁଟିଂ ବେଳେ ବୋଟରୁ ଖସି ପଡ଼ି ପ୍ରାଣ ହରାଇଛନ୍ତି ବଙ୍ଗୀୟ ଅଭିନେତା ରାହୁଲ ବାନାର୍ଜୀ । ବୋଟରୁ ଖସି ପଡ଼ିବା ପରେ ତାଙ୍କୁ…

ଅନୁଗୋଳ ବାର ଆସୋସିଏସନର ସଭାପତି ଦିଲ୍ଲୀପ ସାହୁ

ଅନୁଗୋଳ – ଅନୁଗୋଳ ବାର ଆସୋସିଏସନ୍ ନିର୍ବାଚନ ଶେଷ ହେଇଛି। ଏଥି ସହିତ ଏହାର ଫଳାଫଳ ମଧ୍ୟ ଘୋଷଣା ହୋଇଯାଇଅଛି। ହସ୍ତଗତ ହୋଇଥିବା ଖବର ମୁତାବକ ଦିଲ୍ଲୀପ ସାହୁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ପ୍ରଦୀପ ଚନ୍ଦ୍ର ପ୍ରଧାନ ଉପ…

ବନ୍ଧୁକ ସହ ବ୍ରାଉନ ସୁଗାର ବେପାରୀ ଗିରଫ କଲା ଧନୁପାଲି ଥାନା ପୋଲିସ

ଧନୁପାଲି ଥାନା ପୋଲିସ ଗତ କାଲି ୨୩ ବର୍ଷିୟ ଯୁବକ ଅରମାନ ଖାନ୍ କୁ ଗିରଫ କରିଛି । ସେ ଦୀର୍ଘ ଦିନ ଧରି ବ୍ରାଉନ୍ ସୁଗର କାରବାରରେ ସମ୍ପୃକ୍ତ ରହି ଆସୁଥିବା ବେଳେ ପୋଲିସ ତା’ ନିକଟରୁ ୬୧ ଗ୍ରାମ…

ହର୍ମୁଜ ପ୍ରଣାଳୀରେ ଆମେରିକା-ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୫ ମୃତ

ନୁଆଦିଲ୍ଲୀ: ପଶ୍ଚିମ ଏସିଆରେ ସ୍ଥିତି ଅତି ଭୟଙ୍କର ରୂପ ନେଇଛି। ରବିବାର ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ତୀବ୍ରତର ହୋଇଥିବା ବେଳେ ହର୍ମୁଜ ପ୍ରଣାଳୀ ନିକଟରେ ବଡ଼ ଧରଣର ଆକ୍ରମଣ ହୋଇଛି। ଆମେରିକା ଓ ଇସ୍ରାଏଲର ମିଳିତ ବାୟୁସେନା…

ବର୍ଷକ ଭିତରେ ୭୭ ମାଓବାଦୀ ଓଡ଼ିଶା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି: DGP

ଭୁବନେଶ୍ୱର: ଓଡ଼ିଶାରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ପୋଲିସ। ମାଓବାଦୀଙ୍କ ପାଇଁ ସମୟ ସରିଆସୁଥିବା ବେଳେ ସେମାନଙ୍କୁ ଶେଷ ଚେତାବନୀ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ। ଡେଡ୍‌ଲାଇନ୍ ଶେଷ ହେବାକୁ ଆଉ ମାତ୍ର…

You missed