Month: March 2026

ଭୁବନେଶ୍ୱର ବାର ସଂଘ ସଭାପତି ହେଲେ ଅଶୋକ ଛୋଟରାୟ

ଭୁବନେଶ୍ୱର:ଶନିବାର ସାରା ରାଜ୍ୟରେ ବାର ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇ ଏହାର ଫଳାଫଳ ଘୋଷଣା ହୋଇଛି। ଏଥିରେ ଅଶୋକ ଛୋଟରାୟ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି…

ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ସାରା ବିଶ୍ୱରେ ଏକ ସଙ୍କଟ ଦେଖାଦେଉଛି। ଆକାଶବାଣୀରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ…

୨ଟି ଆସନରୁ ଲଢ଼ିବେ ଟିଭିକେ ମୁଖ୍ୟ ବିଜୟ

ଜାଗ୍ରତ ଭାରତ – ଟିଭିକେ ମୁଖ୍ୟ ବିଜୟ ଆଜି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାଙ୍କ ଦଳର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ବିଜୟ ଘୋଷଣା କରିଛନ୍ତି ଯେ ସେ ବିଧାନସଭା ନିର୍ବାଚନରେ ​​ଦୁଇଟି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।…

ଆଜିର ରାଶିଫଳ (୩୦ ମାର୍ଚ୍ଚ ୨୦୨୬)

ନମସ୍କାର! ଜାଗ୍ରତ ଭାରତ ନ୍ୟୁଜ୍ର ସମସ୍ତ ପାଠକଙ୍କୁ ଆଜିର ଦିନର ଶୁଭେଚ୍ଛା। ୨୦୨୬ ମାର୍ଚ୍ଚ ୩୦ ତାରିଖ, ସୋମବାର ପାଇଁ ପ୍ରସ୍ତୁତ ରହିଛି ଆପଣଙ୍କର ଦୈନିକ ରାଶିଫଳ। ​📅 ଆଜିର ରାଶିଫଳ (୩୦ ମାର୍ଚ୍ଚ ୨୦୨୬) ​ମେଷ ​ବୃଷ ​ମିଥୁନ ​କର୍କଟ…

ଜ଼ିଲ୍ଲା ସଦର ମହକୁମା ରେ ଯୁବ ଆଇନୀଜୀବୀଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

(ଜ଼ିଲ୍ଲା ସଦର ମହକୁମା ରେ ଯୁବ ଆଇନୀଜୀବୀଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ)ଜଗତସିଂହପୁରତା =29/3/26ଜଗତସିଂହପୁର ଜ଼ିଲ୍ଲା ରେ ସଡ଼କ ସୁରକ୍ଷା ସଚେତନତା ସପ୍ତାହ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଅମାନିଆ ଗାଡି ଚାଳକ ଙ୍କ ପ୍ରତି ଜ଼ିଲ୍ଲା…

ଇକୋ କ୍ଲବ୍ ପକ୍ଷରୁ ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଇକୋ କ୍ଲବ୍ ପକ୍ଷରୁ ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଭଟଲି (ଅଭିମନ୍ୟୁ ପଧାନ) ::- ପାରିସ୍ଥିତିକ ଭାରସାମ୍ୟ ରକ୍ଷା କରିବାରେ ହାତୀ ପରି ଜୀବର ସୁରକ୍ଷା ନିହାତି ଆବଶ୍ୟକ। ଏହାକୁ ଆଖି ଆଗରେ ରଖି ଭୁବନେଶ୍ୱର ସ୍ଥିତ ପରିବେଶ ଶିକ୍ଷଣ କେନ୍ଦ୍ର…

୨୫% ପ୍ରତିଶତ ପୁଞ୍ଜି ପ୍ରତିହାର କରିବ ଏମସିଏଲ – ଅଧ୍ୟକ୍ଷ

୨୫% ପ୍ରତିଶତ ପୁଞ୍ଜି ପ୍ରତିହାର କରିବ ଏମସିଏଲ – ଅଧ୍ୟକ୍ଷ ତାଳଚେର, – ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏମସିଏଲ (ମହାନଦୀ କୋଲଫିଲଡ଼ସ୍ ଲିଃ) ୨୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରିବାକୁ ଏକ ଦିବସୀୟ ତାଳଚେର ଗସ୍ତରେ ଆସି…

୩୧ରେ ମାଆ ହିଙ୍ଗୁଳାଙ୍କ ପାଟବାରୀ ତଥା ନବକଳେବର ଉତ୍ସବ ।(ପ୍ରତି ଘରେ ଦ୍ଵୀପ ପ୍ରଜ୍ବଳନ ଓ ଶାକାହାରୀ ଭୋଜନ ପାଇଁ ରାଜାଙ୍କ ନିବେଦନ)

୩୧ରେ ମାଆ ହିଙ୍ଗୁଳାଙ୍କ ପାଟବାରୀ ତଥା ନବକଳେବର ଉତ୍ସବ ।(ପ୍ରତି ଘରେ ଦ୍ଵୀପ ପ୍ରଜ୍ବଳନ ଓ ଶାକାହାରୀ ଭୋଜନ ପାଇଁ ରାଜାଙ୍କ ନିବେଦନ)ତାଳଚେର, : ତାଳଚେର ର ଆରାଧ୍ୟ ଦେବୀ ଅଗ୍ନୀ ରୂପା ମାଆ ହିଙ୍ଗୁଳା ଙ୍କ ପ୍ରସିଦ୍ଧ ଯାତ୍ରା ଚଳିତ…

ଶାନ୍ତିଶୃଙ୍ଖଳାରେ ସରିଲା ତାଳଚେର ଓକିଲସଂଘ ନିର୍ବାଚନ

ଶାନ୍ତିଶୃଙ୍ଖଳାରେ ସରିଲା ତାଳଚେର ଓକିଲସଂଘ ନିର୍ବାଚନ ତାଳଚେର, ୨୯/୦୩ ଶାନ୍ତିଶୃଙ୍ଖଳାରେ ସରିଲା ତାଳଚେର ଓକିଲସଂଘ ନିର୍ବାଚନ । ସଭାପତି ଭାବେ ଚିତରଞ୍ଜନ ରାଉତ ୧୪୪ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବରଂଚି ନାରାୟଣ ପ୍ରଧାନ ୧୧୪ ଖଣ୍ଡ…

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ରକ୍ତ ଭଣ୍ଡାର ରେ ଦେଖା ଦେଇଥିବା ରକ୍ତ ଅଭାବଜନିତ ସମସ୍ୟା ର ସମାଧାନ ପାଇଁ ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ସ୍ଥାନୀୟ ଶ୍ରୀରାମ ମଣ୍ଡପ ପରିସରରେ ରବିବାର ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ଶିବିର ରେ…

You missed