Month: March 2026

ରାଷ୍ଟ୍ରର ସୁରକ୍ଷା କବଚ: CISF ର ୫୭ତମ ପ୍ରତିଷ୍ଠା ଦିବସ।ଶିଳ୍ପ ଓ ସମ୍ପତ୍ତିର ଅଦୃଶ୍ୟ ପ୍ରହରୀ: ଜାଣନ୍ତୁ CISF ର ଗୌରବମୟ ଗାଥା।

NTPC ରୁ NALCO: ଶିଳ୍ପ ସମୃଦ୍ଧ ଓଡ଼ିଶାର ସୁରକ୍ଷା ଭାର ବୀର CISF ହାତରେ। ବିଶେଷ ରିପୋର୍ଟ: ଦେଶର ଶିଳ୍ପ ଓ ସମ୍ପତ୍ତିର ସୁରକ୍ଷା କବଚ ‘CISF’ ଆଜି ହେଉଛି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବା CISF ର ସ୍ଥାପନା…

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳମ୍‌ର ଚଳଚଞ୍ଚଳ ଉପକୂଳ ସହର କୋଚି ଗସ୍ତ କରିଥିଲେ ଓ ରାଜ୍ୟର ପ୍ରଗତି ତ୍ବରାନ୍ବିତ କରିବାକୁ ବିଭିନ୍ନ ପ୍ରଭାବଶାଳୀ ପ୍ରକଳ୍ପର ଉଦଘାଟନ କରିଥିଲେ। ନିବେଶର ବ୍ୟାପକତା ଉପରେ ଗୁରୁତ୍ୱାରୋପ କରି, ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦ କୋଟି…

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

ନୁଆଦିଲ୍ଲୀ: ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। କେନ୍ଦ୍ର ସରକାର ଡାକ୍ତରୀ ଶିକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ୨୦୨୫-୨୬ ଅଧିବେଶନ ପାଇଁ…

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

ନୁଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବିରୋଧୀ ଦଳ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଯାହା ଉକ୍ତ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ…

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ପାଖେଇଲାଣି ରାଜ୍ୟସଭା ନିର୍ବାଚନ। ବର୍ତ୍ତମାନ ସବୁ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଆଜି ବିଜେଡି ତାଙ୍କ ଦଳିୟ ବିଧାୟକ ଉପରେ ହୁଇପ ଜାରୀ କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିରୋଧୀ ଦଳର ମୁଖ୍ୟ ସଚେତକ…

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ନୁଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ‘ଜଳ ମହୋତ୍ସବ ୨୦୨୬’ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ, ଭାରତରେ ଜଳ କେବଳ ଏକ ମୌଳିକ ଆବଶ୍ୟକତା ନୁହେଁ, ବରଂ ଏହା ଆମର ସଂସ୍କୃତି, ପରମ୍ପରା, ଜୀବିକା ଏବଂ ସାମୂହିକ…

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

ନୁଆଦିଲ୍ଲୀ: ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ଏବଂ ହର୍ମୁଜ୍ ଜଳପଥରେ ଉତ୍ତେଜନା ମଧ୍ୟରେ ସାରା ବିଶ୍ୱରେ ତୈଳ ମୂଲ୍ୟ ପରିବର୍ତ୍ତନ ହେଉଛି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ X ରେ ଏକ ଟ୍ୱିଟ୍ କରି ହଇଚଇ ସୃଷ୍ଟି କରିଛନ୍ତି। ସେ ଲେଖିଛନ୍ତି…

ଟାଟା ଆଦାୟ କରିବ ୬୫୬ କୋଟି

ଭୁବନେଶ୍ୱର: ଟାଟା ଆଦାୟ କରିବ ୬୫୬ କୋଟି । ୬୪ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ନୋଟିସ କରିଛି ଟାଟା । ଅତିରିକ୍ତ ସୁରକ୍ଷା ଜମା ପାଇଁ ଟାଟର ନୋଟିସ । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଲିଖିତ ଉତ୍ତର ରଖିଛନ୍ତି…

ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ କଂଗ୍ରେସ ରାଜନୀତି କରୁଛି: ମୋଦୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଗୁଜବ ପ୍ରସାରଣ ଏବଂ ଦେଶ ଭିତରେ ରାଜନୀତି କରୁଥିବାର ଅଭିଯୋଗ କରିଛନ୍ତି । ସଭା କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଆତ୍ମନିର୍ଭରଶୀଳ…

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ…