Month: March 2026

ନିଜ ଘରେ ଦୀର୍ଘ ୬ଘଣ୍ଟା ଧରି ଗୃହ ବନ୍ଦୀ ହୋଇ ରହିଲେ ମହିଳା

ନିଜ ଘରେ ଦୀର୍ଘ ୬ଘଣ୍ଟା ଧରି ଗୃହ ବନ୍ଦୀ ହୋଇ ରହିଲେ ମହିଳା,ଅନଗୁଳ ଜିଲ୍ଲା ତାଳଚେର ବ୍ଲକ ବ୍ରଜନାଥ ପୁର ଗ୍ରାମପଞ୍ଚାୟତ ର ରାଧାରମଣପୁର ଗାଁ ରେ ଏକ ଅଭାବନିୟ ଘଟଣା ଘଟିଛି, ସୂଚନା ଥାଉକି ସକାଳ 11:00ଘଣ୍ଟିକl ସମୟ ରୁ…

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ସମାପନ ସମାରୋହ ୨୦୨୬ ପାଳିତ 

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ସମାପନ ସମାରୋହ ୨୦୨୬ ପାଳିତ ତାଳଚେର/ଏନ୍ ଟି ପି ସି – ଟି ଟିପିଏସ – 4 ମାର୍ଚ୍ଚ ରୁ 11 ମାର୍ଚ୍ଚ 2026 ପର୍ଯ୍ୟନ୍ତ ପାଳିତ ଜାତୀୟ ସୁରକ୍ଷା ଦିବସ…

ଜିନ୍ଦଲ ଷ୍ଟିଲ ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

ଜିନ୍ଦଲ ଷ୍ଟିଲ ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ -ସୁଦୃଢ଼ ଓ ସୁରକ୍ଷିତ କର୍ମସଂସ୍କୃତିକୁ ସର୍ବାଧିକ ଗୁରୁତ୍ୱ ଅନୁଗୁଳ,ମାର୍ଚ୍ଚ ୧୨, ୨୦୨୬ – ଜିନ୍ଦଲ ଷ୍ଟିଲ ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହ ବେଶ ଉତ୍ସାହର ସହ ପାଳିତ ହୋଇଯାଇଛି।…

ଗଛରେ ପିଟିହେଲା ମୋଟର ସାଇକେଲ, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଗଛରେ ପିଟିହେଲା ମୋଟର ସାଇକେଲ, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ, ମୋଟର ସାଇକେଲ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ବାସୁଦେବପୁର କନ୍ୟାଶ୍ରମ ନିକଟରେ ବାଇକ ଦୁର୍ଘଟଣାରେ ଯୁବକ…

ଯୋଡ଼ାଥାନା ଅନ୍ତର୍ଗତରେ ବାଇକ୍ ଆରୋହୀଙ୍କୁ ମାରିଦେଲା ହାଇୱା

ଯୋଡ଼ାଥାନା ଅନ୍ତର୍ଗତରେ ବାଇକ୍ ଆରୋହୀଙ୍କୁ ମାରିଦେଲା ହାଇୱା। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ମୋଟର ସାଇକେଲ ଆରୋହୀଙ୍କ ହାଇୱା ଧକ୍କାରେ ମୃତ୍ୟୁ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଯୋଡାଥାନା…

ଅବକାରୀ ବିଭାଗର ଚଢ଼ାଉ ତିନିଶହ ଲିଟର ମଦଜବତ, ଗାଡିସମେତ ଦୁଇଜଣ ଗିରଫ

ଅବକାରୀ ବିଭାଗର ଚଢ଼ାଉ ତିନିଶହ ଲିଟର ମଦଜବତ, ଗାଡିସମେତ ଦୁଇଜଣ ଗିରଫ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ମହୁଲି ଜବତ୍ ଗାଡ଼ିସହ ଦୁଇଜଣ ଗିରଫ। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ବାଂଶପାଣି…

ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ

ମୂଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ଦଳ ବ୍ୟାପକ ପ୍ରସ୍ତୁତି କରୁଛନ୍ତି। ଉଭୟ ଗୃହର ବିରୋଧୀ ସାଂସଦମାନେ ଏହି ପ୍ରସଙ୍ଗରେ ଏକଜୁଟ ହୋଇଛନ୍ତି । ୧୨୦ ଲୋକସଭା ସାଂସଦ ଏବଂ ୬୦ ରାଜ୍ୟସଭା…

ବିଧାନସଭାରେ ବିରୋଧୀ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଗୃହ ମୁଲତବୀ

ଵଜେଟ ଅଧବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଚାଲିପାରିଲାନି ଗୃହ । ଦିନ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ବିଧାନସଭା ପ୍ରଶ୍ନକାଳରୁ ହିଁ ହଙ୍ଗାମା ହୋଇଥିଲା। ଗ୍ୟାସ୍‌ ପ୍ରସଙ୍ଗରେ ହୋହଲ୍ଲା…

୬୩୧ ଟି ଭାରତୀୟ ଫ୍ଲାପ୍ ସେଲ୍ କଇଁଛ ଜବତ ୭ଗିରଫ

ମାଲକାନଗିରି – (ଜାଗ୍ରତ ଭାରତ) ମାଲକାନଗିରି ବନ ବିଭାଗ ଅଧୀନ ମୋଟୁ ରେଞ୍ଜର କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ନିକଟରୁ ଆଜି ୬୩୧ ଟି ଭାରତୀୟ ଫ୍ଲାପ୍ ସେଲ୍ କଇଁଛ ଯାହାର ଓଜନ ୨ଟନ୍ ଜବତ…

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

ନୁଆଦିଲ୍ଲୀ: କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଭାରତର ପ୍ରମୁଖ ବିଶ୍ୱସ୍ତରୀୟ ବୟନ କାର୍ଯ୍ୟକ୍ରମ ‘ଭାରତ ଟେକ୍ସ ୨୦୨୬’ର ଶୁଭାରମ୍ଭ କରିଛନ୍ତି, ଯାହା ବିଶ୍ୱ ବୟନ ଅର୍ଥନୀତିରେ ଦେଶର ବଢୁଥିବା ନେତୃତ୍ୱକୁ ସୂଚାଉଛି। ଶିଳ୍ପ, ସରକାର ଏବଂ ବାଣିଜ୍ୟିକ ସଂସ୍ଥାର ଅଂଶୀଦାରମାନଙ୍କୁ…